ପଦ୍ମପୁର- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛେଳିଆମାଲ ଗ୍ରାମର ଦିବ୍ୟାଙ୍ଗ ବବିତା ବାଗ ଙ୍କୁ ଆଜି ଗ୍ରାମବାସି ଙ୍କ ଗହଣରେ ଏକ ହୁଇଲ ଚେଆର୍ ପ୍ରଦାନ କରାଯାଇଛି।ଗ୍ରମବାସି ଙ୍କ ତରଫରୁ ଭୁବନେଶ୍ୱର କୁଲିତାସମାଜ କଲ୍ୟାଣ ସଙ୍ଗଠନ କୁ କୁମାରୀ ବବିତା ବାଗ୍ ଙ୍କ ବିଷୟରେ ଅବଗତ କରାଯାଇଥିଲା। ଆଜି ସଙ୍ଗଠନ ତରଫରୁ ପ୍ରଦାନ କରାଯାଇଛି। ଏହି ସମୟରେ ଗ୍ରାମର ଶ୍ରୀ ଶାନ୍ତଲାଲ ପ୍ରଧାନ ,ପୁର୍ବତନ ସରପଞ୍ଚ ଶ୍ରୀମତୀ ସୁମତି ସାହୁ ,ଅହଲ୍ୟା ପ୍ରଧାନ ,ଶୈଳ ପ୍ରଧାନ ,ପିରବତି ସାହୁ ,ତ୍ରୀନାଥ ପ୍ରଧନ ,ଆରତି ବାଗ ,ଅନ୍ତ ବାଗ ଉପସ୍ଥିତ ରହି ଏହି ମହତ କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post