Sign in
Sign in
Recover your password.
A password will be e-mailed to you.
ବାଲୁଗାଁ ଶାଳିଆ ପ୍ରେସ କ୍ଲବ ସାଙ୍ଗଠନିକ ନିର୍ବାଚନ ଶେଷ
ଅଜିତ ସାହୁ ସଭାପତି, ସମ୍ପାଦକ ସେକ୍ ରୋୖସନ
ବାଲୁଗାଁ:(ସେକ କୌଶର )ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଶାଳିଆ ପ୍ରେସ କ୍ଲବରେ ସାଧାରଣ ବୈଠକ ଓ ସାଙ୍ଗଠନିକ ନିର୍ବାଚନ ଶେଷ ହୋଇଛି ଏବଂ ନବ ନିର୍ବାଚିତ ପାର୍ଥି ଘୋଷଣା କରାଯାଇଛି। ଆଜି ମଧ୍ୟାହ୍ନରେ…
ବିମଳାଙ୍କ ଦର୍ଶନ ବେଳେ ହେଲେ ସଂଜ୍ଞାହୀନ ; ମୃତ ଘୋଷଣା କଲେ ଡାକ୍ତର
ପୁରୀ (ଅନିମେଶ ପଟ୍ଟନାୟକ): ରବିବାର ଘଟିଛି ଶ୍ରୀମନ୍ଦିରରେ ଅଘଟଣ । ମାଆ ବିମଳାଙ୍କ ଦର୍ଶନ ବେଳେ ଅଚେତ ହୋଇପଡିଲେ ବୃଦ୍ଧ । ଉଦ୍ଧାର ପରେ ବଡ଼ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୂଚନା ମୁତାବକ , ଛତିଶଗଡର ୱାଇଜି ମୂର୍ତ୍ତି (୭୨) ନିଜ ପରିବାର ସହ ଜଗନ୍ନାଥ ଦର୍ଶନରେ…
ବିଜେପୁର ବ୍ଲକରେ ପ୍ରାଥମିକ ଶିକ୍ଷକ ସଙ୍ଘ ସମ୍ମିଳନୀ ୨୦୨୨ ଅନୁଷ୍ଠିତ
ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ବାର୍ଷିକ ସାଧାରଣ ସଭା ସ୍ଥାନୀୟ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଯୁକ୍ତ ଭାଗବତ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ ସଭାରେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ମୁଖ୍ୟ ଅତିଥି , ଗୋଷ୍ଠୀ…
ଇଣ୍ଡିୟାନ୍ ସୋସାଇଟି ଫର୍ ଟ୍ରେନିଂ ଆଣ୍ଡ୍ ଡେଭଲପମେଣ୍ଟ ପ୍ରାନ୍ତସ୍ତରୀୟ ସମ୍ମିଳନୀ ଉଦଯାପିତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଇଣ୍ଡିୟାନ୍ ସୋସାଇଟି ଫର୍ ଟ୍ରେନିଂ ଆଣ୍ଡ୍ ଡେଭଲପମେଂଟ୍ ଭୁବନେଶ୍ୱର ଶାଖା ପକ୍ଷରୁ ପୂର୍ବ ପ୍ରାନ୍ତସ୍ତରୀୟ ଦୁଇ ଦିନିଆ ସମ୍ମିଳନୀ ଭୁବନେଶ୍ୱର ଠାରେ ଆଜି ଉଦଯାପିତ ହୋଇ ଯାଇଛି । ଓଡ଼ିଶା ଜଳ ବିଦ୍ୟୁତ ନିଗମର ମାନବ ସମ୍ବଳ ନିର୍ଦ୍ଦେଶକ ତଥା ଏହି ସୋସାଇଟିର…
ମଲ୍ଲୀ ଝୁଲଣ : ସୁଗନ୍ଧିତ ପୁଷ୍ପରେ ସୁଶୋଭିତ ଝୁଲାରେ ଝୁଲିଲେ ରାଧାଗୋବିନ୍ଦ
https://youtu.be/fbAfcNp27Vs
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ କରଣ ସାହି ଠାରେ ଥିବା ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ) ରେ ଗତ ଚୈତ୍ର ମାସର ଶୁକ୍ଲ ପକ୍ଷ ଦଶମୀ ଠାରୁ ପୂର୍ଣ୍ଣିମା ଯାଏ ମଲ୍ଲୀ ଝୁଲଣ ଅନୁଷ୍ଠିତ ହୋଇଥାଏ । ବସନ୍ତ ଋତୁର ଆଗମନରେ…
ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କୁ ଶ୍ରାଦ୍ଧ ଦିବସ ପାଳିତ
ଜଗତସିଂହପୁର, /ସୁମନ୍ତ କୁମାର ଦାସ:ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଅଛି l ଏହି ଅବସରରେ ଜିଲ୍ଲପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ପୌରପରିଷଦ ସମ୍ମୁଖରେ ଥିବା…
ପ୍ରବାଦପୁରୁଷ ବିଜୁ ବାବୁ ଙ୍କର ପୁଣ୍ୟତିଥିରେ ରକ୍ତଦାନ ଶିବିର
ବରଗଡ :- ଆଜି ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋହେଲା ଅଗ୍ରସେନ ଭବନଠାରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟଙ୍କ ତିରୋଧାନ ଦିବସ ଅବସରରେ ଓଡ଼ିଶା ମୋ ପରିବାରର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ମାନ୍ୟବର ମନ୍ତ୍ରୀ ଶ୍ରୀ…
ପୁଣ୍ୟ ତିଥିରେ ପ୍ରବାଦ ପୁରୁଷଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ବିଜେପୁର(ଶାସକ ପ୍ରଶାସକ) : ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର ମହାବିଦ୍ୟାଳୟ ପରିସରରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନିରାଡମ୍ବର ଭାବେ ପାଳନ କରାଯାଇଥିଲା । ଏହି ଅବସରରେ ଦଳର…
ପୁଣ୍ୟ ତିଥିରେ ପୁଣ୍ୟାତ୍ମା ପ୍ରବାଦ ପୁରୁଷଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
https://youtu.be/8AiEPYlRj_k
ଜଗତସିଂହପୁର ଜିଲ୍ଲାରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ
ଜଗତସିଂହପୁର /ସୁମନ୍ତ କୁମାର ଦାସ: ଶନିବାର ଦିନ ସଦ୍ ଭାବନା ସଭା ଗୃହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜଗତସିଂହପୁର ଠାରେ ଶିଶୁ ପାଇଁ -ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ସମନ୍ୱତ ଭାବେ ଜିଲ୍ଲା ବାଲ୍ୟ ବିବାହ ନିରୋଧ କମିଟି, ଜିଲ୍ଲା ଶିଶୁ ମଙ୍ଗଳ ସମିତି ଜିଲ୍ଲା…