Sign in
Sign in
Recover your password.
A password will be e-mailed to you.
ଏକାସଙ୍ଗେ କାଳିଆବୁଦା ଶ୍ମଶାନରେ ଜଳିଲା ୫ ଜଣଙ୍କ ଜୁଇ; ଯୋଜନାବଦ୍ଧ ଭାବେ ମିଳିମିଶି କରାଯାଇଛି ହତ୍ୟା
ମାହାଙ୍ଗା ବ୍ଲକ କୁସୁପୁର ପଞ୍ଚାୟତ ଗୋଟିଏ ପରିବାରର ୫ଜଣ ହତ୍ୟା ଘଟଣା ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି |ଏକାସଙ୍ଗେ କାଳିଆବୁଦା ଶ୍ମଶାନରେ ୫ ଜଣଙ୍କ ଜୁଇ ଜଳିଛି | ଏହି ହତ୍ୟା ଘଟଣାରେ ଜଣେ ନୁହେଁ ବରଂ ଯୋଜନାବଦ୍ଧ ଭାବେ ମିଳିମିଶି ମର୍ଡର କରାଯାଇଛି ବୋଲି ମୃତକଙ୍କ ପରିବାର ସମେତ…
ସଚିବାଳୟ ସେବା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡିଶାର ଅଗ୍ରଣୀ କର୍ମଚାରୀ ସଂଗଠନ, ସଚିବାଳୟ ସେବା ସଂଘର କର୍ମକର୍ତ୍ତା ନିର୍ବାଚନ ଅପ୍ରେଲ 12 ତାରିଖରେ ସଂଘର ଖାରବେଳ ନଗର ସ୍ଥିତ କାର୍ଯ୍ୟାଳୟ ଖାରବେଳନଗର କାର୍ଯ୍ୟାଳୟ ‘ଓସା ହାଉସ’ ରେ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ସଭ୍ୟ ସଭ୍ୟାମାନେ…
ଜଗତସିଂହପୁର ଠାରେ ଡଃ ଵି ଆର୍ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳିତ
ଜଗତସିଂହପୁର,ସୁମନ୍ତ କୁମାର ଦାସ:ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାଯ୍ୟାଳୟ ର ସଦ୍ ଭାବନା ଗୃହ ଠାରେ ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକର ଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି l ଏହି ଉତ୍ସବ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ କହିଲେ ଭାରତ ରତ୍ନ…
ଜଗତସିଂହପୁର ଠାରେ ଡଃ ଵି ଆର୍ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳିତ
ଜଗତସିଂହପୁର,ସୁମନ୍ତ କୁମାର ଦାସ:ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାଯ୍ୟାଳୟ ର ସଦ୍ ଭାବନା ଗୃହ ଠାରେ ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକର ଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି l ଏହି ଉତ୍ସବ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ କହିଲେ ଭାରତ ରତ୍ନ…
ବାବା ସାହେବ ଆମ୍ବେଦକର ଙ୍କ ଜୟନ୍ତୀ ପାଳିତ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଜିଲ୍ଳାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ରାଷ୍ଟ୍ର ନାୟକ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଙ୍କ ୧୩୧ତମ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ସୂଚନା କେନ୍ଦ୍ର ଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ…
କନିମୁଳ ବିଜେଡି କାର୍ଯ୍ୟାଳୟରେ ଜଲଛତ୍ର ଉଦଘାଟନ
ଜଗତସିଂହପୁର,/ସୁମନ୍ତ କୁମାର ଦାସ : ତିର୍ତ୍ତୋଲ ବ୍ଲକ କନିମୁଳ ପଂଚାୟତ କନିମୁଳ ୧ ନମ୍ବର ଜୋନ ପୂର୍ବତନ ଜ଼ିଲ୍ଲାପରିଷଦ ତଥା ତିର୍ତ୍ତୋଲ ବ୍ଲକ ବିଜେଡି ଉପସଭାପତି ସନାତନ ଦଳାଇ ଙ୍କ ନେତୃତ୍ୱ ରେ ଉଦଘାଟକ ଭାବେ କନିମୁଳ ପଂଚାୟତ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ଦାସ ଯୋଗ ଦେଇ ଜଳଛତ୍ର…
ଡ଼ଃ. ବି. ଆର. ଆମ୍ବେଦକର ଙ୍କ ୧୩୧ ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ l
ରବି ନାରାୟଣ ସାହୁ/ଖୋର୍ଦ୍ଧା-ଓଡିଶା ଅନୁସୂଚିତ ଜାତି ଓ଼ ଜନଜାତି ପରିବାର ପକ୍ଷରୁ ଆଧୁନିକ ଭାରତ ର ନିର୍ମାତା ତଥା ଭାରତ ରତ୍ନ ଡ଼ଃ. ବି. ଆର. ଆମ୍ବେଦକର ଙ୍କ ୧୩୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ଖୋର୍ଦ୍ଧା ଜୟୀରାଜଗୁରୁ ଟାଉନହଲ ଠାରେ ପାଳିତ ହୋଇଯାଇଛି l ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବରେ…
ଜିଲ୍ଲାସ୍ତରୀୟ ୧୩୧ତମ ଆମ୍ବେଦକର ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ୧୩୧ତମ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରରେ ନୂଆବସ୍ ଷ୍ଟାଣ୍ଡ ଠାରେ ଥିବା ବାବା ସାହେବ ଡ. ଭୀମରାଓ ରାମଜୀ…
ଡକ୍ଟର ବି ଆରଆମ୍ବେଦକର ଜୟନ୍ତୀ ଉପଲକ୍ଷେ ପ୍ରତିମୂର୍ତ୍ତି ଉନ୍ମୋଚିତ
କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ସମ୍ବିଧାନ ପ୍ରଣତା ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ132ତମ ଜୟନ୍ତୀ ପାଳନ ଅବସରରେ ରେଙ୍ଗା ଏବଂ ତୋଟାଗୁଡା ଛକ ଠାରେ ଆମ୍ବେଦକର ପ୍ରତିମୂର୍ତ୍ତିମାନ ଉନ୍ମୋଚିତ ହୋଇଯାଇଛି | କାଶୀପୁର ବ୍ଲକ ସ୍ଥିତ ବାମସେଫ ପକ୍ଷରୁ ରେଙ୍ଗା…
ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଜରୁରୀକାଳୀନ ପ୍ରସ୍ତୁତି ପରୀକ୍ଷା ପାଇଁ ପୂର୍ଣ୍ଣ ମାତ୍ରାର ମକ୍ ଡ୍ରିଲ୍ ଆୟୋଜିତ
ଭୁବନେଶ୍ୱର/କଳିଙ୍ଗନଗର: କାରଖାନାରେ ଜରୁରୀକାଳୀନ ପ୍ରସ୍ତୁତିର ପରୀକ୍ଷା ଓ ଏଥିରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ୍ କଳିଙ୍ଗନଗର କାରଖାନା ପକ୍ଷରୁ ନିୟମିତ ବ୍ୟବଧାନରେ କାରଖାନା ପରିସରରେ ମକ୍ ଡ୍ରିଲ୍ ଆୟୋଜନ କରାଯାଉଛି । କାରଖାନା ପରିସରରେ ଥିବା ବ୍ଲାଷ୍ଟ୍ ଫର୍ଣ୍ଣେସ୍ ଗ୍ୟାସ୍…