Sign in
Sign in
Recover your password.
A password will be e-mailed to you.
ସମ୍ବିଧାନ ପ୍ରଣେତା ଡ଼ଃ ବି. ଆର. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ
ରାୟଗଡରୁ ସରୋଜ କୁମାର ସାହୁ: ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ. ବାଵାସାହେବ ଭୀମାରାଓ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ରାୟଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି l ୩୨୬ ନମ୍ବର ଜାତୀୟ ରାଜପଥ ରାୟଗଡା ସହରର ବସଷ୍ଟାଣ୍ଡ ନିକଟସ୍ଥ ଆଇଟିଡିଏ କାର୍ଯ୍ୟାଳୟ ସମ୍ମୁଖ ଟ୍ରାଫିକ ଛକ ଓ…
ପଦ୍ମପୁର ଅଞ୍ଚଳରେ ବଢ଼ିବାରେ ଲାଗିଛି ଫାଇନାନ୍ସ କମ୍ପାନୀର ଗୁଣ୍ଡାଗର୍ଦି , ସାଧାରଣ ଜନତା ଭୟଭୀତ ।
ଲୋକ ମନସ୍ତାପରେ ଭୁଲ ପଦକ୍ଷେପ ନେଲେ କିଏ ଦାୟୀ ରହିବ !
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଅଞ୍ଚଳରେ ଫାଇନାନ୍ସ କମ୍ପାନୀର ରାଜୁତି । କମ ଟଙ୍କା ବିନିମୟରେ ଲୋକମାନେ ସୁବିଧାରେ ଗାଡି ପାଇ ପାରିବେ ବୋଲି ଗାଡି ତିଆରି କମ୍ପାନୀ ଓ ଫାଇନାନ୍ସ କମ୍ପାନୀ ମଧ୍ୟରେ ଚୁକ୍ତି କରି ଲୋକଙ୍କୁ ମାସିକ…
ମଇତାପୁର ପଞ୍ଚାୟତ ପକ୍ଷରୁ ବିଭିନ୍ନ ଜାଗାରେ ଜଳଛତ୍ର
ସିମୁଳିଆ/ ଅକ୍ଷୟ କୁମାର ଜେନା: ଜଳଛତ୍ର ଭାରତୀୟ ଧର୍ମ ସଂସ୍କୃତି ଓ ପରମ୍ପରା ରେ ମହାବିଷୁବ ସଂକ୍ରାନ୍ତି ଏକ ନିଆରା ପରମ୍ପରା। ବିଶ୍ଵ ଜାଗତିକ ପ୍ରକ୍ରିୟା ରେ ମହାବିଷୁବ ମହତ୍ତ୍ଵ ଅବର୍ଣ୍ଣନୀୟ। ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି ହିସାବରେ ପାଳନ…
ଦମଦାର ବ୍ୟାଟିଙ୍ଗ କରି ପୋଲିସ ଏକାଦଶ ବିଜୟୀ
ଖୋର୍ଦ୍ଧା/ରବି ନାରାୟଣ ସାହୁ -ଖୋର୍ଦ୍ଧା ବିଜେବି ହାଇ ସ୍କୁଲ ଖେଳ ପଡିଆଠାରେ ଏକ ଦିବସୀୟ ଦିବା ରାତ୍ରି କ୍ରିକେଟ ଖେଳ ଅନୁଷ୍ଠିତ ହୋଇଥିଲା।ଏହି ଖେଳ ରେ ୪ଟି ଟିମ ଅଂଶ ଗ୍ରହଣ କରିଥିଲେ।ଟିମ ଗୁଡ଼ିକ ନାମ ହେଲା ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧାଜିଲ୍ଲା ଜୁଡିସିଆଲ, ଆଇନ ଜୀବୀ ସଙ୍ଘ, ଜିଲ୍ଲା…
ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ଉଦଯାପନୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ପାଇଁ ୮ଦିନ ଧରି ଚାଲି ଥିବା ଆତ୍ମରକ୍ଷା ତାଲିମର ଶିବିର ସଫଳତାର ସହ ଉଦଯାପିତ ହୋଇଯାଇଛି।ଉଚ୍ଚମାଧ୍ୟମିକ…
ଆଇଏସ୍ସିସିଏମ୍ର ୨୮ ତମ ବାର୍ଷିକ ସମ୍ମିଳନୀରେ ଡାକ୍ତର ବାନାମ୍ବର ରାୟ ସମ୍ବର୍ଦ୍ଧିତ
ଭୁବନେଶ୍ୱର : ସମ୍ ଅଲ୍ଟିମେଟ୍ ମେଡିକେୟାରର କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟଙ୍କୁ ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ୍ କେୟାର ମେଡିସିନ୍ (ଆଇଏସ୍ସିସିଏମ୍)ର ୨୮ତମ ବାର୍ଷିକ ସମ୍ମିଳନୀରେ ସମ୍ବର୍ଦ୍ଧିତ କରାଯାଇଛି । ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ଧରି ଏହି…
ଶ୍ରୀ ଶ୍ରୀ ସିଦ୍ଧ ସୋମନାଥ ମହାଦେବଙ୍କ ପୀଠରେ ସୁଦର୍ଶନ ମହାଯଜ୍ଞ ଓ ପାଟୁଆ ଯାତ୍ରା ଅନୁଷ୍ଠିତ ।
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) ନିଶ୍ଚିନ୍ତକୋଇଲି ବ୍ଲକ ବରପଡା ସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ସିଦ୍ଧ ସୋମନାଥ ମହାଦେବଙ୍କ ପୀଠରେ ଶ୍ରୀ ଶ୍ରୀ ମହାବିଷ୍ଣୁ ସୁଦର୍ଶନ ମହାଯଜ୍ଞ ଓ ଅନନ୍ତମୂଖୀ ଭାଗବତ ପାରାୟଣ ସହ ପଟୁଆ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ସୋମନାଥ…
କନ୍ଧମାଳ ଗଣମାଧ୍ୟମ ସାମ୍ବାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ରାଜ୍ୟରେ ସାମ୍ବାଦିକମାନଙ୍କ ଉପରେ ପୁଲିସର ମାତ୍ରାଧିକ ଅତ୍ୟାଚାର ଦିନକୁ ଦିନ ବଢି ବଢି ଚାଲିଛି I ବାରମ୍ବାର ପ୍ରତିବାଦ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ I ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ପୁଲିସର ଜଘନ୍ୟ ଅତ୍ୟାଚାରର ପ୍ରତିବାଦରେ…
ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଉଦଘାଟିତ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ଜିଲ୍ଲା ଶିକ୍ଷା ବିଭାଗ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଗଣିତ ଓ ପରିବେଶ ମନ୍ତ୍ରଣାଳୟ ମେଳା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବ ଜିଲ୍ଲା ଶିକ୍ଷା ଅଧିକାରୀ…
ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର
କାଶୀପୁର ରୁ ବୈକୁଣ୍ଠ ଦୁରିଆ - ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ କାର୍ଯ୍ୟ ରତଵିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଙ୍କ ପକ୍ଷରୁ ଆଜିମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଗୌରଚନ୍ଦ୍ର ପଟ୍ଟନାୟକ ଙ୍କୁଦାବୀ ପତ୍ର ପ୍ରଦାନ କରାଯାଇଛି ।କାର୍ଯ୍ୟ ରତ ସାମ୍ବାଦିକ ଲୋକନାଥ ଦଳେଇ ଙ୍କପ୍ରତି…