Sign in
Sign in
Recover your password.
A password will be e-mailed to you.
ରାଉରକେଲା ଅବକାରୀ ବିଭାଗର ଚଢ଼ାଉ
ରାଉରକେଲା,(ବସନ୍ତ କୁମାର ଜେନା); ରାଉରକେଲା Excise Superintendent ଙ୍କ ଆଦେଶ କ୍ରମେ ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ଓ ଷ୍ଟାଫ ରାଉରକେଲା ଅଞ୍ଚଳରେ ମଦ ଧରପଗଡ କରୁଥିବା ସମୟରେ ରାଉରକେଲା ର୍ ସେକ୍ଟର ୧୫, ଦଣ୍ଡିଆ ପାଲି, ଏବଂ ଜମୁନା ନାକି ଅଞ୍ଚଳରେ ଚଢାଉ କରି ସମୁଦାୟ ୨୩୯ ଲିଟର ଦେଶୀ…
ଝାଂଜ ପାହାଡରୁ ଅଜଣା ଶବ ଉଦ୍ଧାର
ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଭିକ୍ଟୋରିଆ ସାଗର ଉପରେ ଥିବା ଝାଂଜ ପାହାଡରୁ ଶୁକ୍ରବାର ଅପରାହ୍ନରେ ଏକ ଅଜଣା ଶବ ମେଲଛାମୁଣ୍ଡା ପୁଲିସ ଉଦ୍ଧାର କରିଛି । ଏ ନେଇ ଥାନା ୟୁଡି କେସ ନଂ ୦୨/୨୨ରେ ଏକ ମାମଲା ରୁଜୁ କରି ଶବଟିକୁ ବ୍ୟବଛେଦ ପାଇଁ ପଦ୍ମପୁର ଡାକ୍ତରଖାନାକୁ…
ଶିଶୁ ପାଇଁ ଦିନଟିଏ ଓ ଜିଲ୍ଲା ଟାସ୍କ ଫୋର୍ସ ବୈଠକ
ସୁବର୍ଣ୍ଣପୁର(ପ୍ରକାଶ ହାତୀ): ସୋନପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜ଼ିଲ୍ଲା ପ୍ରଶାସନ ର ମିଳିତ ଆନୁକୂଳରେ ଜ଼ିଲ୍ଲାପାଳଙ୍କ ସମ୍ମିଳିନୀ କକ୍ଷ ରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ତଥା ବାଲ୍ୟ ବିବାହ ନିରାକରଣ ଜ଼ିଲ୍ଲା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇ ଯାଇଛି I ବୈଠକରେ…
ଏଚ୍ସିଏଲ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ଏଚ୍ସିଏଲ୍ ଗ୍ରାଂଟ ପାନ୍ ଇଣ୍ଡିଆ ସିମ୍ପୋଜିୟମ ୨୦୨୨ ର ଅଷ୍ଟମ ସଂସ୍କରଣ
ଏଚ୍ସିଏଲ ଫାଉଣ୍ଡେସନ ଗତ ୧୧ ବର୍ଷ ମଧ୍ୟରେ ସିଏସଆର କାର୍ଯ୍ୟରେ ୯୦୦ କୋଟି ଟଙ୍କାର ନିବେଶ କରିଛି
ଏଚ୍ସିଏଲ ଗ୍ରାଂଟ ଅଷ୍ଟମ ଏଡିସନର ଶୁଭାରମ୍ଭ କରିଛି ଯେଉଁଥିରେ ୧୬.୫ କୋଟି ଟଙ୍କାର ପ୍ରତିଶ୍ରୁତିବଦ୍ଧତା ରହିଛି
ଭୁବନେଶ୍ୱର: ଏଚସିଏଲ୍ ଟେକ୍ନୋଲୋଜିସ୍ର ସିଏସଆର…
ରାଜ୍ୟ ସରକାରଙ୍କ କାରଣରୁ ଓବିସିବର୍ଗ ସାମ୍ବିଧାନିକ ଅଧିକାରରୁ ବଂଚିତ: ସୁରଥ ବିଶ୍ୱାଳ
ଭୁବନେଶ୍ୱର :ରାଜ୍ୟରେ ଓବିସିଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ । ସଂରକ୍ଷଣ ପ୍ରସଙ୍ଗରେ ପୂର୍ବରୁ ଭୁଆଁ ବୁଲାଉଥିବା ରାଜ୍ୟ ସରକାର ବର୍ତମାନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ମନ୍ଦ ଉଦ୍ଦେଶ୍ୟ ରଖିଥିବା ରାଜ୍ୟ ସରକାର ୫୪ ପ୍ରତିଶତ ଓବିସିବର୍ଗକୁ…
ଭଞ୍ଜନଗର ଏନଏସି ର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ
ଭଞ୍ଜନଗର /ନିଲୁ ବିଷୋୟୀ: ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ ଆଜି ପ୍ରଥମ ସାଧାରଣ ବୈଠକ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଜଙ୍ଗଲ ପରିବେଶ ଜଳବାୟୁ…
ଚମରାଡ଼ିହି(ନିଲଜିପତ୍ରା) ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଲୀଳା ଅନୁଷ୍ଠିତ।
ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଲଉଡିଦରହା ପଞ୍ଚାୟତ ର ଚମରାଡ଼ିହି(ନିଲଜିପତ୍ରା)ଗ୍ରାମ ରେ ଗତ ୧୮ତାରିଖ ବୁଧବାର ଠାରୁ ଆରମ୍ଭ ହୋଇଅଛି।ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟ ଲୀଳା ତିନିଦିନ ବ୍ୟାପୀ ଅନୁଷ୍ଠିତ ହୋଇ୨୧ ତାରିଖ ଶନିବାର ଉତ୍ଜାପିତ ହେବ।ବାବା ବଳରାମ…
ଜୁନ୍ ୧୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ ୨୫ ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ
ଭୁବନେଶ୍ୱର - ଆସନ୍ତା ମାସ ୧୫ତାରିଖ ସୁଦ୍ଧା ରାଜ୍ୟର ପୌରାଞ୍ଚଳଗୁଡିକରେ ଆଉ ୨୫ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ କାର୍ଯ୍ୟ ସମୂର୍ଣ୍ଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରତି ୱାର୍ଡରେ ଥିବା ଖୋଲାସ୍ଥାନ ଓ ଛାତ ଉପରେ ଯେଭଳି ଶତ ପ୍ରତିଶତ ପ୍ରକଳ୍ପ ପ୍ରତିଷ୍ଠା ହେବ ସେଥିପାଇଁ ରାଜ୍ୟ ପୌର…
ଲବଣ ସତ୍ୟାଗ୍ରହ ଚିନ୍ତନ ସ୍ମାରକୀ ସମାରୋହ, ଯୋଗଦେବେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ।
ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ର କୁହୁଡ଼ି ଠାରେ ମେ୨୧ରେ ହେବାକୁ ଥିବା,ଲବଣ ସତ୍ୟାଗ୍ରହ ସ୍ମାରକି ସମାରୋହ ର ପୂର୍ବଦିନ,ତଥା ମେ20 ଶୁକ୍ରବାର ଦିନ ଖଣ୍ଡାସହି, ଓଳଙ୍ଗର ଠାରେ ଅନୁଷ୍ଠିତ ହେବାକୁ ଯାଉଛି, ସତ୍ୟାଗ୍ରହ ସମାରୋହର ର ପୂର୍ବ ପ୍ରସ୍ତୁତି ସ୍ମାରକୀ ବୈଠକ…
ମହୁଲଫୁଲ ଚୋରାଚାଲାଣ ବେଲେ ଧରିଲା ଅବକାରୀ ବିଭାଗ,୧୧୪ କ୍ବିଣ୍ଟାଲ ମହୁଲଫୁଲ ସହ ଟ୍ରକ ଜବତ ।
ପଦ୍ମପୁର(ଶାସକପ୍ରଶାସକ)- ମହୁଲ ଫୁଲ ଚୋରା ଚାଲାଣ ସମୟରେ ଧରିଲା ବରଗଡ଼ ଅବକାରୀ ମୋବାଇଲ ୟୁନିଟ । ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଘେଁଷ ଠରେ ଏକ ଟ୍ରକ ଯାହାର ନମ୍ବର ହେଲା OD17T2853 ରେ ମହୁଲଫୁଲ ଚୋରା ଚାଲାଣ ହେଉଥିବା ଖବର ପାଇ ବରଗଡ଼ ଅବକାରୀ ମୋବାଇଲ ୟୁନିଟର ଏକ ଟିମ…