Sign in
Sign in
Recover your password.
A password will be e-mailed to you.
ତୁରିଗଡିଆ ବଜାରରେ ଥିବା ଚାରୋଟି ଦୋକାନରୁ ଚୋରୀ
ଖଇରା( ବୁଲୁ ଲେଙ୍କା)ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁରୀଗଡିଆ ବଜାରରେ ଥିବା 4ଟି ଦୋକାନ ରୁ ଚୋରୀ ହୋଇଛି। ସୂଚନା ରୁ ଜଣାଯାଏ ଯେ ତୁରିଗଡିଆ ବଜାରରେ ଗୟାଧର ଗାହାଣ ଙ୍କ ପୂଜା ସାମଗ୍ରୀ ଦୋକାନ, ମୁରଲୀଧର ମଲ୍ଲିକଙ୍କ ଗ୍ରୋଷରି ଦୋକାନ, ଦାମୋଦର ସାହୁ ଙ୍କ ଗ୍ରୋଷରୀ ଦୋକାନ ଓ…
ତୃତୀୟପର୍ଯ୍ୟାୟ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ
ଖଇରା (ବୁଲୁ ଲେଙ୍କା) - ବାଲେଶ୍ବର ଜିଲ୍ଲା ଖଇରା ପଞ୍ଚାୟତ ସମିତିର ତୃତୀୟ ସାଧାରଣ ବୈଠକ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଭା ଗୃହକୁ ଜିପିଓ ଦାୟିତ୍ୱରେ ଥିବା ସାଲିମା ରାଉତ ସ୍ବାଗତ ଭାଷଣ ଦେଇ ସଭାକାର୍ଯ୍ଯ ଆରମ୍ଭ କରିଥିଲେ ପର୍ଯ୍ୟଟନ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ…
କୃଷକ ଉତ୍ପାଦକ ସଂଗଠନ ମାନଙ୍କର ତ୍ରୟମାସିକ ଯୋଜନା ଓ ସମୀକ୍ଷା ବୈଠକ
ସୋନପୁର (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ନାବାର୍ଡ଼ ଅନୁଦାନ ପ୍ରାପ୍ତ କୃଷକ ଉତ୍ପାଦକ ସଂଗଠନମାନଙ୍କର ତ୍ରୟମାସିକ ବୈଠକ ଆଜି ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନାବାର୍ଡ଼ର ଡି.ଡି.ଏମ୍. ଶଙ୍କର ରାଉତ ଅଧ୍ୟକ୍ଷତା କରିଥିବା…
ଆମ ଆଦମୀ ପାର୍ଟି ବିଜୁଳି ଆନ୍ଦୋଳନ ଦସ୍ତଖତ ଅଭିଯାନ
ଜଗତସିଂହପୁର, /ସୁମନ୍ତ କୁମାର ଦାସ: ଆମ୍ ଆଦମୀ ପାର୍ଟି ଜଗତସିଂହପୁର ତରଫରୁ ବିଜୁଳି ଆନ୍ଦୋଳନର ଦସ୍ତଖତ ଅଭିଯାନ ଜଗତସିଂହପୁର ପୌର ପରିଷଦର ଗାନ୍ଧୀ ଛକରୁ ସକାଳ ୮ଟା ରୁ ଆରମ୍ଭ ହେଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ଅଭିଯାନରେ ଜିଲ୍ଲା ଆବାହକ ଅନୁପମା ସେଠୀ, ରାଜ୍ୟ ଯୁବ ସଭାପତି…
ଜଗତସିଂହପୁର ଜିଲ୍ଲା ପ୍ରାଣୀ ସଂପଦ ବିକାଶ ବିଭାଗର ପ୍ରଶଂସନୀୟ ପଦକ୍ଷେପ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଗତ କିଛି ଦିନ ଧରି ପଟସରା ପଞ୍ଚାୟତ ଅଗଣା ଗ୍ରାମ ଓ ଜଗତସିଂହପୁର ସହର ଅଂଚଳରେ ଏକ ବୁଲା ଷଣ୍ଡ ଅନେକ ଲୋକଙ୍କୁ ଆହାତ କରିବା ସହିତ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଥିଲା । ଏ ନେଇ ଅରଣା ଗ୍ରାମର ଅଭିମନ୍ୟୁ ନାୟକଙ୍କ ସହିତ ଏହି ଗ୍ରାମର ଗ୍ରାମବାସୀ ବୃନ୍ଦ…
ବଳରାମ ଯୋଜନା ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା
ନୟାଗଡ଼ (ବିଶ୍ୱଜିତ ନାୟକ) - ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ଭୂମିହୀନ,ନାମମାତ୍ର ଏବଂ କ୍ଷୁଦ୍ରଚାଷୀମାନଙ୍କ ମିଳିତ ଚାଷ ନିମନ୍ତେ ଉଦିଷ୍ଟ ବଳରାମ ଯୋଜନାର କାର୍ଯ୍ୟକାରିତା ଉପରେ ଏକ…
ପୌରପରିଷଦ, ଜଗତସିଂହପୁର ପ୍ରଥମ ସାଧାରଣ ବୈଠକ
ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ସରକାରଙ୍କ ଜନ କଲ୍ୟାଣ ଯୋଜନା କିପରି ସହରାଞ୍ଚଳ ରେ ସଫଳ ରୂପାୟନ ହୋଇ ହିତାଧିକାରୀଙ୍କ ସମିତି ଅଧ୍ୟକ୍ଷା ନିକଟରେ ପହଞ୍ଚି ପାରିବ ସେ ନେଇ ଆଲୋଚନା…
କୁଚିଣ୍ଡା ଏନଏସି ଅଂଚଳରେ ଉନ୍ନୟନମୂଳକ ପ୍ରକଳ୍ପ ଲୋକାର୍ପଣ ସହ ଭିତ୍ତିପ୍ରସ୍ତର ସ୍ଥାପନ
କୁଚିଣ୍ଡା/ ଶାନ୍ତନୁ ବେହେରା : ବିଜ୍ଞାପିତ ଅଞ୍ଚଳ ପରିଷଦ କୁଚିଣ୍ଡାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଲୋକାର୍ପଣ ହେବା ସହ କେତେକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି | କୁଚିଣ୍ଡା ବିଧାୟକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ନାଏକ ଓ ଶ୍ରୀ ପ୍ରଦ୍ୟୁତ କୁମାର ମହାନ୍ତି,…
ସୁରେଶ୍ୱରୀଙ୍କୁ “ପ୍ରାଇଡ ଇଣ୍ଡିଆନ ପାର୍ଲିଆମେଣ୍ଟ ”ଆୱାର୍ଡ
ହାଟଡିହୀ (ଶାସକ ପ୍ରଶାସକ)-ଚଳିତ ବର୍ଷ ସମାଜ ସେବା ସଂସ୍କାର ମୂଳକ କାର୍ଯ୍ୟରେ ଅତୁଳନୀୟ ଅବଦାନ ପାଇଁ ଓଡିଶାର ଅଗ୍ରଣୀ ସେବା ସଂଗଠନ ଜୟ ଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ର ଅଧ୍ୟକ୍ଷା ଡଃ ସୁରେଶ୍ୱରୀ ସାଗରିକାଙ୍କୁ ସର୍ବ ଭାରତୀୟ ଦୁର୍ନୀତି ନିବାରଣ ସଂସଦୀୟ କମିଟି,ନୂଆ ଦିଲ୍ଲୀ ଆନୁକୁଲ୍ୟରେ…
ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପଜଳସମ୍ପଦ ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
କେନ୍ଦ୍ରାପଡା/ଭୁବନେଶ୍ୱର :ଆଜି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ କଳାବୁଦାଠାରେ ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପର ଶୁଭ ଲୋକାର୍ପଣ ମାନ୍ୟବର ରାଜ୍ୟ ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀଶ୍ରୀ ରଘୁନନ୍ଦନ ଦାସଙ୍କ ଦ୍ୱାରା ଆଜି ପୂର୍ବାହ୍ଣରେ…