Sign in
Sign in
Recover your password.
A password will be e-mailed to you.
ଜଗତସିଂହପୁର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜି ଅପରାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସଦ୍ ଭାବନା ସଭା ଗୃହ ଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି l ଏହି ବୈଠକ ରେ ଯୋଗଦେଇ ଜଗତସିଂହପୁର…
ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସମ୍ମିଳନୀ ଗୃହ ଠାରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଜିଲ୍ଲାସ୍ତରୀୟ ବୈଠକ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି।…
ଆମର ଏକମାତ୍ର ଲକ୍ଷ୍ୟ ଅଂଚଳର ଉନ୍ନତି, ରାଜନୀତି ନୁହେଁ -ମନ୍ତ୍ରୀ ପ୍ରତାପ ଜେନା
ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ‘ଚନ୍ଦନ ଯାତ୍ରା’ ଉପଲକ୍ଷେ ‘ମାହାଙ୍ଗା ମହୋତ୍ସବ’ ଉଦ୍ଘାଟିତ
ନିଶ୍ଚିନ୍ତକୋଇଲି,(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ବ୍ରହ୍ମକ୍ଷେତ୍ରସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ଚନ୍ଦନ ଯାତ୍ରା ଉପଲକ୍ଷେ ଅନୁଷ୍ଠିତ ହେଉଥିବା ମାହାଙ୍ଗା ମହୋତ୍ସବକୁ…
ନୂତନ ବନୀକରଣ ନାଁ ରେ ସଂରକ୍ଷିତ ଜଙ୍ଗଲ କୁ ନିଆଁ ଲଗାଇ ଧ୍ୱଂସ କରାଯାଇଥିବା ଅଭିଯୋଗ।
କାଶୀପୁର ରୁ ବୈକୁଣ୍ଠ ଦୁରିଆ; ନୂତନ ବନୀକରଣ ଯୋଜନା ନା ରେ ସଂରକ୍ଷିତ ଜଙ୍ଗଲରେ ଥିବା ପ୍ରାୟ ଶତାଧିକ ହେକ୍ଟୋର ର ଲକ୍ଷଧିକ ଗଛ ର ପ୍ରାକୃତିକ ଜଙ୍ଗଲ କୁ ବନବିଭାଗ ଦ୍ୱାରା ପୋଡି ପାଉଁଶ କରିଥିବା ଅଭିଯୋଗ ହେଉଛି । ପ୍ରତ୍ୟକ୍ଷ ଦର୍ଶୀ ର ପ୍ରତିକ୍ରିୟା ବୟାନ ସମେତ ଦୃଶ୍ୟମାନ ର ପ୍ରମାଣ…
ନୂଆ ରୂପ ନେବ କଟକ ଚଣ୍ଡୀ ମନ୍ଦିର: ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
୭୦ କୋଟି ଟଙ୍କା ଖର୍ଚ୍ଚ ହେବ, ଏକ ବର୍ଷରେ କାମ ସରିବ.
ସଫଳ ରୂପାୟନ ପାଇଁ କଟକବାସୀଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ । ହଜ଼ାର ହଜ଼ାର ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପୀଠ.ଏହି ପୀଠର ବିକାଶ ଯୋଜନାକୁ…
‘ୱିମେନ୍ ଅଫ୍ ସବ୍ଷ୍ଟାନ୍ସ’ ଟାଇଟଲ୍ ହାସଲ କଲେ ସୋଆ ଫ୍ୟାକଲ୍ଟି
ଭୁବନେଶ୍ୱର, : ମୁମ୍ବାଇ ଠାରେ ନିକଟରେ ଅନୁଷ୍ଠିତ ‘ଇଂଟରନ୍ୟାସ୍ନାଲ୍ ଗ୍ଲାମ୍ ଆଇକନ୍ ୨୦୨୨’ ପ୍ରତିଯୋଗିତାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଶ୍ରୀମତି ମନୀଷା ପ୍ରହରାଜ ‘ୱିମେନ୍ ଅଫ୍ ସବ୍ଷ୍ଟାନ୍ସ’ କ୍ରାଉନ୍ରେ ଭୂଷିତ ହୋଇଛନ୍ତି ।ସମ୍ ନର୍ସିଂ କଲେଜର ଆସିଷ୍ଟାଂଟ ପ୍ରଫେସର…
ଓଡ଼ିଶା-ମୋ ପରିବାର ସହାୟତାରେ କେରଳରୁ ଓଡ଼ିଶା ଫେରିଲା ଓଡ଼ିଆ ଯୁବକଙ୍କ ମୃତ ଶରୀର
ଭୁବନେଶ୍ୱର, : ଗଞ୍ଜାମ ଜିଲ୍ଲା ବଡ଼କୋଦଣ୍ଡାର ୨୨ ବର୍ଷୟ ଯୁବକ ଭିକାରୀ ନାୟକ କେରଳରେ ରହି ଦିନ ମଜୁରିଆଭାବେ କାମ କରୁଥିଲେ। ସେଠାରେ ଏକ ନିର୍ମାଣଧୀନ କୋଠାରେ କାମ କରୁଥିବାବେଳେ କାନ୍ଥ ଭୁସୁଡ଼ି ପଡ଼ିବାରୁ ତାଙ୍କର ମୁଣ୍ଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ଗୁରୁତର…
ପଳାଶୋଳ ଅଟଳ ବଳଦେବଜୀଉଙ୍କ ଚନ୍ଦନଯାତ୍ରା
ଜଗତସିଂହପୁର, /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଳାଷୋଳ ଗ୍ରାମର ବହୁ ପ୍ରାଚୀନ ଓ ପ୍ରସିଦ୍ଧ ଅଟଳ ବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଛି । ଆଜି ଏହି ଯାତ୍ରା ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଥିଲା ।୫ଦିନ ଧରି ଅନୁଷ୍ଠିତ ଏହି…
କିସ୍-ଫିଫା ଫାଉଣ୍ଡେସନ୍ ବୁଝାମଣା: ଭାରତ ଓ ଦକ୍ଷିଣ ଏସିଆରେ ସ୍କୁଲ୍-ଫୁଟବଲ୍ର ପ୍ରସାର କରିବ କିସ୍
ଜୁରିକ୍ (ସୁଇଜରଲାଣ୍ଡ),: ଫିଫା ଫୁଟ୍ବଲ୍ ଫର ସ୍କୁଲ୍ସ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା ସମେତ ଭାରତ ଓ ସମଗ୍ର ଦକ୍ଷିଣ ଏସିଆରେ ସ୍କୁଲ୍ସ୍ତରରେ ଫୁଟ୍ବଲ୍ର ବିକାଶ କରିବ କିସ୍ । ଏଥି ନିମନ୍ତେ ବୁଧବାର ଫିଫା ଫାଉଣ୍ଡେସନ୍ ଓ କିସ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ।…
ଦିବଂଗତ ସଦସ୍ୟ ପରିବାରଙ୍କୁ ସହାୟତାର ହାତ ବଢ଼ାଇଲା ବାଣପୁର ଡ୍ରାଇଭର ମହାସଂଘ|
ଚିଲିକା (ସେକ କୌଶର): କିଛିଦିନ ତଳେ ମୃତ୍ୟୁବରଣ କରିଥିବା ଜଣେ ସଦସ୍ୟଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜ୍ଞାପନ କରିବା ସହ ସହାୟତାର ହାତ ବଢ଼ାଇଛି ବାଣପୁର ଡ୍ରାଇଭର ମହାସଂଘ| ମହାସଂଘର ସଭାପତି ବନମାଳି ପରିଡା ଓ ଉପ ସଭାପତି ସେକ ସୌକତ ଓ ସଂଘର ଆଡ଼ବିନ ସୂର୍ଯ୍ୟନାରଣ ସାହୁ ଓ…