ଅସ୍ତରଙ୍ଗ ରେ ୯୨ତମ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ

ଅସ୍ତରଙ୍ଗ/ ଦୁଃଶାସନ ନାୟକ :ଅସ୍ତରଙ୍ଗ ବ୍ଲକ ର କୁହୁଡ଼ି ଗ୍ରାମରେ ସନିବାରଦିନ, ଆଜାଦ କି ଅମୃତ ମହୋତ୍ସବ ଅବସରରେ ୯୨ତମ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ୨୦୨୨ ଜିଲା ସୂଚନା, ଲୋକସମ୍ପର୍କ ବିଭାଗ ଓ ଉତ୍କଳ ସଂଗାମୀ ସ୍ମୃତି ସମିତି ର ମିଳିତ ସହ ଯୋଗରେ ପାଳିତ ହୋଇଯାଇଅଛି । ଉକ୍ତ ଉତ୍ସବକୁ…

ଚାଇଲ୍ଡଲାଇନ ଦ୍ଵାରା ନାବାଳିକା ଉଦ୍ଧାର

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : କେହି ଜଣେ ଚାଇଲ୍ଡଲାଇନ ନ°୧୦୯୮ ରେ ଫୋନ କରି ଜନେଇଲେ ଯେ ବଳମ ବସଷ୍ଟାଣ୍ଡ ଛକରେ ଜଣେ ୧୫ବର୍ଷ ର ନାବାଳିକା ବୁଲୁ ଥିବାର। ଖବର ପାଇ ଚାଇଲ୍ଡଲାଇନ କର୍ମକର୍ତ୍ତା ଉପେନ୍ଦ୍ର ଭଞ୍ଜ, ଅଷ୍ଟମୀ ପାତ୍ର, ସୁବିଲ କୁମାର ପ୍ରଧାନ ଓ ତେମିୟ ରଞ୍ଜନ ପ୍ରଧାନ ସେଠାକୁ…

୭ଟି ବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

୬ଟି ଉଚ୍ଚ ଶକ୍ତି ସଂପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଓ ଗୋଟିଏ ୨୨୦ କେଭି ଟ୍ରାନସମିଶନ ଲାଇନ, ୪୫୦ କୋଟି ଟଙ୍କାର ପ୍ରକଳ୍ପ ଲୋ-ଭୋଲ୍‌ଟେଜ ସମସ୍ୟା ଦୂର ପାଇଁ ଓଡିଶା ବିଦ୍ୟୁତ ବିତରଣ ବ୍ୟବସ୍ଥା ସୁଦୃଢୀକରଣ ପ୍ରକଳ୍ପର ଚତୁର୍ଥ ପର୍ଯ୍ୟାୟରେ ୧୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ…

ଅଧିକ ସଂଖ୍ୟାରେ ମହିଳା ଦନ୍ତ ଚିକିତ୍ସକ ଆଗକୁ ଆସନ୍ତୁ

ଭୁବନେଶ୍ୱର: ପୂର୍ବରୁ ଦନ୍ତ ଚିକିତ୍ସା କରିବାରେ କେବଳ ପୁରୁଷମାନଙ୍କର ପ୍ରାଧାନ୍ୟ ଥିଲା । ତେବେ ସମୟ ବଦଳିବା ସହ ବିଭିନ୍ନ ପାଶ୍ଚାତ୍ୟ ଦେଶରେ ମଧ୍ୟ ମହିଳା ଦନ୍ତ ଚିକିତ୍ସକ ମଧ୍ୟ ଏ ଦିଗରେ ବେଶ ଆଗକୁ ଆସିଛନ୍ତି ।ଭାରତରେ ଦନ୍ତ ଚିକିତ୍ସା ଶିକ୍ଷା ଗ୍ରହଣରେ ଝିଅମାନଙ୍କ ସଂଖ୍ୟା ଅଧିକା…

ଗୋଚାଲାଣକାରୀଙ୍କ ଗୁଳି ମାଡ଼ରେ ଦୁଇ ଆହତ

ମୟୁରଭଞ୍ଜ ରୁ ଦୀପୁ ମହାପାତ୍ର: ଯଶିପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ବେଗନା ଟୋଲଗେଟ ନିକଟରେ ଘଟିଛି ଏପରି ଘଟଣା ।ଆଜି ସକାଳୁ ସକାଳୁ କିଛି ଗୋ ଚାଲାଣକାରୀ ଏକ ଟ୍ରକରେ କଲିକତା ଅଭିମୁଖେ ଗୋ ଚାଲାଣ କରୁଥିବା ଖବର ପାଇ କିଛି ଦେଵସେନାର ଗୋ ସୁରକ୍ଷା କର୍ମୀ ଟୋଲଗେଟ ନିକଟକୁ ଯାଇ…

ସୁନ୍ଦରଗଡ ଜିଲ୍ଲାର ଦୁଇଟି ଯାଗାରେ ମେଟ୍ରିକ ଖାତାଦେଖା ଆରମ୍ଭ

ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ଉଦିତନଗରରୁ ସରକାରୀ ହାଇସ୍କୁଲ ପରିସରରେ ଆଜି ଦଶମ ଶ୍ରେଣୀ ପିଲାଙ୍କ ମେଟ୍ରିକ ପରୀକ୍ଷାକୁ ନେଇ ଖାତା ଯାଞ୍ଚ କରାଯାଉଛି । ସୁନ୍ଦରଗଡ଼ ଜିଲ୍ଲାର ୨ ଟି ସ୍ଥାନରେ ଛାତ୍ରଛାତ୍ରୀଙ୍କ ଖାତା ଯାଞ୍ଚ କରାଯାଉଛି । ସୁନ୍ଦରଗଡ଼ ଭବାନୀ ଶଙ୍କର ସରକାରୀ…

ଜଗତସିଂହପୁର ଠାରେ ଇନଟ୍ରା ଓ ଇଣ୍ଟର ସିଟି ଭଲିକଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ l

ଜଗତସିଂହପୁର /ସୁମନ୍ତ କୁମାର ଦାସ: ଆଜି  ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ତ ପଡିଆରେ ଓଡିଶା ଉଲିକଲ ଆସୋସିଏସନ ଏବଂ ଓଡିଶା ସରକାର କ୍ରୀଡା ବିଭାଗ ଆନୁକୂଲ୍ୟରେ ଦୁଇ ଦିନିଆ ଭଲିକଲ ଟୁର୍ଣ୍ଣାମେଣ୍ଟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ଙ୍କ ଦ୍ୱାରା ଶୁଭ ଉଦ ଘାଟିତ…

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଅରକ୍ଷିତ

ଭଞ୍ଜନଗର/ନିଲୁ ବିଷୋୟୀ. ଭଞ୍ଜନଗର ଅଞ୍ଚଳରେ ବିପଦର ବନ୍ଧୁ ନାମକ ସ୍ୱେଚ୍ଛାସେବୀ ସଙ୍ଗଠନ ଦୀର୍ଘଦିନ ହେଲା ଗରୀବ, ଅସହାୟ ଲୋକଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ କରିବା ସହ ରକ୍ତର ଆବଶ୍ୟକତା ଥିବା ବିଭିନ୍ନ ରୋଗୀଙ୍କ ପାଇଁ ରକ୍ତ ଯୋଗାଇ ଆସୁଛି।ଯାହା ଫଳରେ ବହୁ ରୋଗୀ ମୃତ୍ୟୁ ମୁଖରୁ ଉଦ୍ଧାର…

ସାବଧାନ ରୁହନ୍ତୁ, ଠକ ମାତିଛନ୍ତି

କେୱାଇସି ଅପ୍‌ଡେଟ୍ ସଂକ୍ରାନ୍ତ ଠକାମି ବାର୍ତା ବିରୋଧରେ ଗ୍ରାହକଙ୍କୁ ସତର୍କ କଲା ଟିପିଏସ୍‌ଓଡିଏଲ୍ ବ୍ରହ୍ମପୁର / ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍…

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ଗତସିଂହପୁର /ସୁମନ୍ତ କୁମାର ଦାସ:ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌରପରିଷଦ ଆନୁକୂଲ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଅଛି l ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟୱାରୀ ଜଗତସିଂହପୁର କୋର୍ଟ ସମ୍ମୁଖରେ ଥିବା…