Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ସ୍ତରୀୟ ସ୍ମାର୍ଟ ହାକାଥନ ପ୍ରତିଯୋଗିତା, “ଓଏଭି ପଥରଚେପା ପ୍ରଥମ”
ବଲାଙ୍ଗୀର-ତା.୧୫/୦୫/୨୦୨୬:ଜିଲ୍ଲା ସ୍ତରୀୟ ସ୍ମାର୍ଟ ହାକାଥନ ପ୍ରତିଯୋଗିତା ଓଡ଼ିଆ ପ୍ରେନର ସରକାରୀ ମହିଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ୟୁନିସେଫ,ଷ୍ଟାର ଓ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ର ସହଯୋଗରେ ତଥା ବଲାଙ୍ଗୀର ଜିଲ୍ଲା…
ସୁଖଶାନ୍ତି ସରୋବରରେ ଗ୍ରୀଷ୍ମକାଳୀନ ଶିଶୁ ଶିବିର ‘ସୃଜନ’ ଉଦଘାଟିତ।
କେନ୍ଦୁଝର,ତା୧୫/୫- ଆଜି ଦିନ ଦଶଟାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୁରୁଣାସହର ସ୍ଥିତ ସୁଖଶାନ୍ତି ସରୋବର ପରିସରରେ ଗ୍ରୀଷ୍ମକାଳୀନ ଶିଶୁ ଶିବିର ’ସୃଜନ' ଉଦଘାଟିତ ହୋଇଯାଇଛି।ଧରଣୀଧର ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ସୁଶାନ୍ତ କୁମାର ପାତ୍ର ଏହି ଶିଶୁ…
ମହାପାତ୍ର ନୀଳମଣି ସାହୁଙ୍କ ଜୀବନ ଦର୍ଶନ ଯୁବପିଢ଼ୀ ପାଇଁ ପ୍ରେରଣାଦାୟକ
ସୁବର୍ଣ୍ଣପୁର, ୧୫/୦୫(ପ୍ରକାଶ କୁମାର ହାତୀ ): ସାହିତ୍ୟ ଅକାଦେମି ଏବଂ ଜିଲ୍ଲା ସଂସ୍କୃତି ପରିଷଦ, ସୁବର୍ଣ୍ଣପୁରର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏକ ଗମ୍ଭୀର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାପାତ୍ର…
ସୋନପୁର ଯୋଗାଣ ବିଭାଗ ର ଚଡାଉ ୯୦୦ ଲିଟର କିରୋସିନ ଜବତ
ସୁବର୍ଣ୍ଣପୁର,୧୫!୫(ପ୍ରକାଶ କୁମାର ହାତୀ ):ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ର ଖେମ୍ବଶ୍ରୀପାଳି ଯୋଗାଣ ବିଭାଗର ଚଡାଉ ବେଳେ ଶୁକ୍ରବାର ବିଭିନ୍ନ ପେଟ୍ରୋଲ ଯାଞ୍ଚକରୁଥିବାବେଳେ ସୋନପୁର ବଲାଙ୍ଗୀରଜାତୀୟରାଜପଥ ଖମ୍ବଶ୍ରୀପାଳି ନିକଟରେ ଜଣକ ଠାରୁ ୯୦୦ ଲିଟର କିରୋସିନ ଜବତ କରିଛନ୍ତି ପ୍ରକାଶ…
ବ୍ଲକ ଅଧ୍ୟକ୍ଷ କିଶୋରଙ୍କ ବିରୁଦ୍ଧରେ ଆସିବ ଅନାସ୍ଥା
ନୟାଗଡ଼,୧୫ା୫(): ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ବିଜୁ ଜନତା ଦଳରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ । ସେ ଆଜି ବିଜେପି ମିଶିଛନ୍ତି। କିଶୋରଙ୍କ ସହିତ ଜଣେ ବି ସରପଞ୍ଚ, ସମିତି କି କର୍ମୀ ବିଜେପିରେ ମିଶିବାକୁ ରାଜି ହୋଇ ନାହାନ୍ତି। କିଶୋର ବିଜେଡିରୁ ଇସ୍ତଫା ଦେବା…
ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ସମ୍ପ୍ରସାରଣ ନେଇ ସମନ୍ୱୟ ବୈଠକ
ବିମାନବନ୍ଦର ସମ୍ପ୍ରସାରଣ ପାଇଁ ଅଧିକ ୨୨୬ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି
ପ୍ରଭାବିତ ହେବାକୁ ଥିବା ବିଦ୍ୟୁତ୍, ଜଳ ଯୋଗାଣ ଏବଂ ରାସ୍ତାଘାଟର ସ୍ଥିତି ଅନୁଧ୍ୟାନ ପାଇଁ ଅଧିକାରୀଙ୍କୁ ପରାମର୍ଶ
-ଆସନ୍ତା ୧୦ ଦିନ ମଧ୍ୟରେ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ପ୍ରଦାନ…
ଜେଣ୍ଡର କମ୍ୟୁନିଟି ରିଶୋର୍ସ ପର୍ଶନ ମାନଙ୍କ କେନ୍ଦୁଝର ସଖି କେନ୍ଦ୍ର ପରିଦର୍ଶନ
କେନ୍ଦୁଝର: ଆଜି ତା: ୧୫. ୦୫. ୨୦୨୬ ରିଖ ଶୁକ୍ରବାର ଦିନ ଜିଲ୍ଲା ସଂଯୋଜକ ତଥା କାଉନସେଲର ୟୁଶରାୟ କଇସର ଙ୍କ ନେତୃତ୍ୱରେ ୧୮ ଜଣ ଜେଣ୍ଡର କମ୍ୟୁନିଟି ରିଶୋର୍ସ ପରସନ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପରିସରରେ ଅବସ୍ଥିତ ସ୍ବେଛାସେବୀ ଅନୁଷ୍ଠାନ ପ୍ରକଳ୍ପ ଦ୍ୱାରା ପରିଚାଳିତ ସଖି -ୱାନ…
ବିଜେଡିର ପ୍ରଶ୍ନ: ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପାଳନ କରିବେ କି ଝାରସୁଗୁଡା ବିଧାୟକ?
ଝାରସୁଗୁଡା, ୧୫/୫: ସମ୍ପ୍ରତି ଆନ୍ତର୍ଜାତୀୟ ପରିସ୍ଥିତି ଏବଂ ଇରାନ-ଆମେରିକା ମଧ୍ୟରେ ଚାଲିଥିବା ତଣାଟଣି ପରିପ୍ରେକ୍ଷୀରେ ଦେଶରେ ତୈଳ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ତୈଳର ସଞ୍ଚୟମୂଳକ ବ୍ୟବହାର ପାଇଁ ଆହ୍ୱାନ କରିଥିବା କଥା କହିଛି…
ଚାନ୍ଦଗିରି କ୍ରିକେଟ ପ୍ରିମିୟର ଲିଗର ଶୁଭାରମ୍ଭ.
ସଞ୍ଜୁତା ଗାର୍ମେଣ୍ଟସ ପକ୍ଷରୁ ଖେଳାଳିଙ୍କୁ ଉତ୍ସାହ, ଯୁବ ନେତା ମନୋଜ ନାଏକଙ୍କ ପ୍ରଶଂସନୀୟ ପଦକ୍ଷେପ
କାଶୀପୁର,ତା ୧୫/୦୫ : କାଶୀପୁର ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ପଞ୍ଚାୟତର ଚାନ୍ଦଗିରି ଗ୍ରାମରେ “ଚାନ୍ଦଗିରି କ୍ରିକେଟ ପ୍ରିମିୟର ଲିଗ”ର ଶୁଭାରମ୍ଭ ହୋଇଯାଇଛି। ଗ୍ରାମୀଣ ଅଞ୍ଚଳରେ…
ଶିକ୍ଷା ଓ ବିଶ୍ୱ ମାନବିକ ନେତୃତ୍ୱ ବିକାଶ କ୍ଷେତ୍ର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା
ଅଚ୍ୟୁତ ସାମନ୍ତ ଆମେରିକାରେ ସମ୍ମାନୀତ
ଭୁବନେଶ୍ୱର, ୧୪ ।୫: କିସ୍ ଜରିଆରେ ଜନଜାତି ସଶକ୍ତିକରଣ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟ ପାଇଁ ମୋଣ୍ଟାନା ଷ୍ଟେଟ୍ ୟୁନିଭରସିଟିର ନେଟିଭ୍ ଆମେରିକାନ ଷ୍ଟଡିଜ୍ ବିଭାଗ ପକ୍ଷରୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ବିଶେଷ ସ୍ୱୀକୃତି…