ଗୋଟିଏ ରାତିରେ ୪ଜଣଙ୍କ ଘରୁ ଚୋରୀ

ଭଞ୍ଜନଗର, : ଦିନକୁ ଦିନ ଭଞ୍ଜନଗର ଥାନା ଅଞ୍ଚଳରେ ଚୋରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଗତ କିଛି ଦିନ ବ୍ୟବଧାନରେ ଭଲିଆଖାଇ ଗ୍ରାମରେ ଦୁଇ ଦୁଇଥର ଏକାଧିକ ଘରୁ ଚୋରୀ ହୋଇଥିବା ବେଳେ ପୋଲିସ ଚୋର ଧରିବାରେ ସଫଳ ହୋଇ ପାରିନାହିଁ। ପୁଣିଥରେ ଶନିବାର ରାତିରେ ଗୁରାବାଡ଼ି ଗ୍ରାମରେ ୪ଜଣଙ୍କ ଘରୁ…

ବାଳ ମୁକୁନ୍ଦ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଳ ମୁକୁନ୍ଦ କେନ୍ଦ୍ର , ଶ୍ରୀରାସିକରାଜ ମନ୍ଦିର ( ପରିଚ୍ଛା ମଠ) ଠାରେ ସକାଳୁ ପ୍ରଥମେ ପ୍ରାର୍ଥନା ଏବଂ ଜଗଦଗୁରୁ ଶ୍ରୀକୃପାଳୁ ମହାରାଜ ଜୀଙ୍କ ଆରତୀ ପରେ ନାମସଂକୀର୍ତ୍ତନ ସହ ମନ୍ଦିର ବେଢ଼ା ପରିକ୍ରମା କରାଯାଇଥିଲା। ସନ୍ଧ୍ୟାରେ ବାଳ ମୁକୁନ୍ଦ…

ଅବକାରୀ ବିଭାଗ ସନ୍ଦେହ ଘେରରେ, ବାରମ୍ବାର ବିରୋଧ ସତ୍ତ୍ୱେ ମଦ ମାଫିଆଙ୍କୁ ଦେଲେ ଲାଇସେନ୍ସ ।

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶୀପୁର ଏବଂ ଟିକରି ଠାରେ ନୂତନ ସରକାରୀ ମଦ ଦୋକାନ ଖଲା ହେଇଛି। ୧୬/୭/୨୦୨୧ ରୁ ୨୫/୫/୨୦୨୨ ପର୍ଯ୍ୟନ୍ତ ରାୟଗଡା ବିଧାୟକଙ୍କ ସମେତ, ଜିଲ୍ଲା ପରିଷଦ ସଦସ୍ୟ, ସମିତି ସଭ୍ୟ ସଭ୍ୟା, ସରପଞ୍ଚ ଓ ଗ୍ରାମ ସଭା ବୈଠକରୁ,ଅଞ୍ଚଳବାସୀ ଏବଂ କାଶୀପୁର…

ରାଜବୋଡାସମ୍ବର କୃଷକ ସଂଗଠନ ପଦ୍ମପୁର ଉପଖଣ୍ଡର ଏକ ଜରୁରୀ ବୈଠକ

ପଦ୍ମପୁର - ପଦ୍ମପୁର ଗୋରୁ ବଜାର ଠାରେ ରାଜ ବୋଡା ସମ୍ବର କୃଷକ ସଂଗଠନ ପଦ୍ମପୁର ଉପଖଣ୍ଡ ର ଏକ ଜରୁରୀ ବୈଠକ ସ୍ଥାୟୀ ସଭାପତି ବାଞ୍ଛାନିଧି ନାୟକ ଙ୍କ ର ସଭାପତିତ୍ୱ ଅନୁଷ୍ଠିତ ହୋଇଥିଲା l ସଭା ପ୍ରାରମ୍ଭ ରୁ ଚାଷୀ ସଂଗଠକ ଘେସ ର ସ୍ବର୍ଗତ ସରୋଜ ଭୋଇ ଓ ସୋହେଲା ଇଛାପାଳି ର ସମାଜସେବୀ ଯଶୋବନ୍ତ…

କଫ ସିରପ ବ୍ୟବସାୟ ମହଙ୍ଗା ପଡିଲା

କଫ ସିରପ ମେକ୍ସ ଦୁର୍ଘଟଣା, ବ୍ୟବସାୟୀ ଗୁରୁତର ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ଥାନା ଅଧିନସ୍ଥ ଚଣ୍ତିଭଟା ଗ୍ରାମର ଗୁରୁଦେବ ସେଟ ଦୀର୍ଘ ଦିନରୁ କଫ ସିରଫ ବିକ୍ରି କରୁଥିଲେ-। ପ୍ରତିଦିନ ଉକ୍ତ ଗ୍ରାମରେ ସନ୍ଧ୍ୟାରେ ଗ୍ରାହକଙ୍କ ଭିଡ ଜମି ଥାଏ । ୨୮ ତାରିଖ ଗୁରୁଦେବ ନିଜର ମେକ୍ସ ଗାଡି ସିଜି…

ଦେଶୀ ବନ୍ଧୁକ ସହିତ ଧରା ହେଲା ଡାସିଂ ଲୁଟେରା

ବରଗଡ :- ଚେହେରା ଦେଖିଲେ ଜିଏଭି ଧୋଖା ଖାଇଯିବ । ପ୍ରଥମ ନଜରରେ ଦେଖିଲେ ଲାଗିବ କୋଣସି ଚଳଚିତ୍ର ର ହିରୋ । କିନ୍ତୁ ସତ୍ୟତା ଠିକ ବିପରୀତ । ଏହି ସୁନ୍ଦରିଆ ଚେହରା ପଛରେ ରହିଛି ଏକ ପେଷାଦାର ଅପରାଧୀ । ବରଗଡ ଜିଲ୍ଲା ଝାରବନ୍ଧ ଥାନା ଅଞ୍ଚଲର ଘୁଚାପଲି ଗ୍ରାମରେ ଏକ ଛୋଟିଆ ମହୋତ୍ସବ ଚାଲିଥିବା…

ଅସହାୟ ମୃତକଙ୍କ ପରିବାରକୁ ସହଯୋଗର ହାତ ବଢାଇଲେ “ଆମ ମାହାଙ୍ଗା”ର ଅଧ୍ୟକ୍ଷ ଡ଼ଃ.ଅମରେନ୍ଦ୍ର ମହାନ୍ତି

ମାହାଙ୍ଗା(ଦେବେନ୍ଦ୍ର ଷଢଙ୍ଗୀ):- ଆମ ମାହାଙ୍ଗା ସ୍ୱେଚ୍ଛାସେବୀ ସଂଗଠନର ଅଧ୍ୟକ୍ଷ ତଥା ସମାଜସେବା କ୍ଷେତ୍ରରେ ମାହାଙ୍ଗା ଅଂଚଳରେ ନିଜକୁ ପରିଚିତ କରିପାରିଥିବା ଡ଼ଃ.ଅମରେନ୍ଦ୍ର ମହାନ୍ତି ବିଦେଶରେ ରହିଲେ ମଧ୍ୟ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ପ୍ରତି ସ୍ନେହ,ଶ୍ରଦ୍ଧା, ଭଲପାଇବା ଏବଂ ସହଯୋଗର…

ରାଜ୍ୟସଭାକୁ ଯିବେ ସୁଲତା, ମାନସ, ନିରଞ୍ଜନ

ଦ୍ବିତୀୟ ଥର ପାଇଁ ପ୍ରତିନିଧିତ୍ବ କରିବେ ଶସ୍ମିତ ଭୁବନେଶ୍ୱର : ସ୍ୱାମୀ ଯିବେ, ସୋନୁ ଯିବେ, ଜିନ୍ଦଲ ଯିବେ, ଅମୁକ ଯିବେ ସମୁକ ଯିବେ, ବିଜେପି ନବ ଇତ୍ୟାଦି ଇତ୍ୟାଦି  କଳ୍ପନା ଜଳ୍ପନାର ଅବସାନ ଘଟାଇ ବିଜେଡି ସୁପ୍ରିମୋ ଖୋଲିଛନ୍ତି ତାଙ୍କ ପେଡି | ଆଉ ଅନୁମୋଦନ କରିଛନ୍ତି ରାଜ୍ୟସଭାକୁ…

ହତ୍ୟାକାରୀର ଗିରଫଦାରୀ ଦାବୀ କଲେ ଶତାଧିକ ପୁରୁଷ ମହିଳା

ମେଲଛାମୁଣ୍ଡା,(ଶାସକ ପ୍ରଶାସକ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସାଲେପାଲି ଗ୍ରାମର ଆଶା କର୍ମି କିଶୋରୀ ତାଣ୍ଡିଙ୍କ ହତ୍ୟାକାରୀକୁ ତୁରନ୍ତ ଗିରଫ କରିବା ଦାବୀକୁ ନେଇ ସନିବାର ଅପରାହ୍ନରେ ସାଲେପାଲି ଗ୍ରାମର ଶତାଧିକ ପୁରୁଷ ମହିଳା ମେଲଛାମୁଣ୍ଡା ଥାନା ପରିସରରେ ରୁଣ୍ଡ ହୋଇଥିଲେ । ଥାନା…

ବାଇକ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

ସୁବର୍ଣ୍ଣ ପୁର (ପ୍ରକାଶ ହାତୀ)- ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନ ଲାଛିପୁର ଫାଣ୍ଡି ଶିଆଳି ଛକ ନିକଟରେ ବାଇକ ଦୁର୍ଘଟଣା ରେ ଜଣେ ମୃତ୍ୟୁ ଓ ଜଣେ ଗୁରୁତର। ମୃତକ ଜଣକ ହେଲେ ମହଦା ଗ୍ରାମର ପିତବସ ନାଏକ ବୋଲି ଜଣାଯାଏ।ସୂଚନା ଅନୁସାରେ ବିନିକା ବ୍ଲକ ମହଦା ଗ୍ରାମର ପୀତବାସ ନାଏକ ଓ ପଲସ୍ତି…