ଡେଂଟାଲ୍ ଫଟୋଗ୍ରାଫି ଉପରେ ଆଇଡିଏସ୍ ପକ୍ଷରୁ ଦୁଇ ଦିନିଆ କର୍ମଶାଳା

ଭୁବନେଶ୍ୱର: ଡେଂଟାଲ୍ ଫଟୋଗ୍ରାଫି ସମ୍ପର୍କରେ ଫ୍ୟାକଲ୍ଟି ମେମ୍ବର ଏବଂ ପିଜି ଛାତ୍ରଛାତ୍ରୀଙ୍କ ଅଧିକ ଜ୍ଞାନ ଆହରଣ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍‌ ସାଇନ୍‌ସେସ୍ ପକ୍ଷରୁ ଆୟୋଜନ କରାଯାଇଥିବା ଦୁଇ ଦିନିଆ କର୍ମଶାଳା ଶୁକ୍ରବାର ଉଦ୍‌ଯାପିତ…

ଗୋରଡ଼ ଉଚ୍ଚ ବିଦ୍ୟାଳୟ ରେ ସୁବର୍ଣ୍ଣ ଜୟନ୍ତୀ ପାଳନ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ର କୁଜଙ୍ଗ ବ୍ଲକ ଗୋରଡ଼ ପଂଚାୟତ ର ସରକାରୀ ଉଚ୍ଚ ବିଦ୍ୟାଳୟ, ଗୋରଡ଼ ର ପଚାଶ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରା ଯାଇ ଅଛି, ଏହି ଉତ୍ସବ ତିନି ଦିନ ଧରି ପାଳନ କରା ଯିବ ବୋଲି ଜଣାପଡିଛି l ଆଜିର ପ୍ରଥମ ଦିନରେ…

ନବୀନ ନିବାସରେ ସୋନୁ ସୁଦ୍

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ପ୍ରଖ୍ୟାତ ବଲିଉଡ ଅଭିନେତା ତଥା କୋଭିଡ ସମୟରେ ଲକ୍ଷଲକ୍ଷ ଲୋକଙ୍କ ପାଇଁ ମେସିହା ସାଜିଥିବା ଶ୍ରୀ ସୋନୁ ସୁଦ୍ । ଶ୍ରୀ ସୁଦଙ୍କ ଉଦ୍ୟମ ଓ ସମୟୀଚିତ ସହାୟତା କାରଣରୁ କୋଭିଡ ସଙ୍କଟ କାଳରେ ଓଡିଶାର…

ଜାତୀୟ ଖଣିଜ କଂଗ୍ରେସ ପ୍ରତିନିଧୀମାନଙ୍କ ଜେଏସପି କୋଇଲା ଗ୍ୟାସିଫିକେସନ୍ ପ୍ଲାଣ୍ଟ ପରିଦର୍ଶନ

ଗ୍ୟାସିଫିକେସନ୍ ଟେକ୍ନୋଲୋଜିର ବିକାଶ ପାଇଁ ଜେଏସପି କୁ ପ୍ରଶଂସା ଅନୁଗୁଳ / ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଶ୍ୱ ଖଣି କଂଗ୍ରେସର ଭାରତୀୟ ଜାତୀୟ କମିଟି ଦ୍ୱାରା ଆୟୋଜିତ ଏବଂ କୋଇଲା ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ଜାତୀୟ ଖଣିଜ କଂଗ୍ରେସର 60ରୁ ଅଧିକ ପ୍ରତିନିଧି ଖଣି କଂଗ୍ରେସର ଦ୍ୱିତୀୟ…

ଓମାନରେ ଫସିଛନ୍ତି ଦୁଇ ଓଡିଆ ଯୁବକ; ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ବର,- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଓମାନରେ ଫସିଥିବା ଦୁଇ ଓଡିଆ ଯୁବକ ପ୍ରଦୀପ କୁମାର ବାଇ ଏବଂ ସୁରେଶ କୁମାର ନାୟକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଓମାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ…

ପାର୍ଥିବଶରୀର ସ୍ଥାନାନ୍ତର ପାଇଁ ଯାତାୟାତ ସହାୟତା ଯୋଗାଇଦେଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର : ଓଡ଼ିଶା ମୋ ପରିବାର, ଅସହାୟ ମୃତକଙ୍କ ପରିବାର ସହ ସମସ୍ତ ଜଟିଳ ପରିସ୍ଥିତିରେ ଛିଡ଼ା ହୋଇ ସହାୟତାର ହାତ ବଢାଇ ଆସିଛି । ପୁଣି, ଆଜି ଅନ୍ୟ ଏକ ଅସହାୟ ପରିବାର ସଦସ୍ୟଙ୍କୁ ମୃତଦେହ ସ୍ଥାନାନ୍ତର କରିବାରେ ସହାୟତା ଯୋଗାଇ ଦେଲା ଓଡ଼ିଶା ମୋ ପରିବାର । ସୂଚନାଯୋଗ୍ୟ, ପୁରୀ ଜିଲ୍ଲା…

ଦେବଗଡ଼ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ନିଯୁକ୍ତି ପରାମର୍ଶ ସମ୍ପର୍କିତ କର୍ମଶାଳା ଆୟୋଜିତ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର:ଦେବଗଡ଼ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଠାରେ ଭାରତ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧିନସ୍ଥ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ନିଯୁକ୍ତି ପରାମର୍ଶ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ରର ପ୍ରଦିପ କୁମାର…

ମାରୱାଡି ଯୁବ ମଞ୍ଚ ପକ୍ଷରୁ ମାଗଣା କ୍ୟାନସର ଯାଞ୍ଚ ଶିବିର ଆୟୋଜନ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲା ମାରୱାଡ଼ି ଯୁବା ମଞ୍ଚ ଓ ବରଗଡ଼ ସ୍ଥିତ ବିକାଶ ମଲ୍ଟି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ର ମିଳିତ ସହଯୋଗରେ ଦେବଗଡ଼ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଗୋପାଳଜୀଉ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ମାଗଣା କ୍ୟାନସର ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି…

ବାଲ୍ୟବିବାହ ରୋକିବା ନିମନ୍ତେ ଆଗଧାଡିର କର୍ମୀଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହ ରୋକିବା ନିମନ୍ତେ ଦୁଇ ଗୋଟି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଦୁଇଗୋଟି ପଞ୍ଚାୟତରେ , ଯଥା ନାରାୟଣପୁର ଓ ଜିରାଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି।…

“କଳିଙ୍ଗ ଭୂମିପୁତ୍ର ସମ୍ମାନ-୨୦୨୨” ରେ ସମ୍ମାନୀତ ହେଲେ ଗଜପତି ଜିଲ୍ଲାର ଆଲୋକ , ଲିଲି ଓ ରାୟଗଡା…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ତରଫରୁ ମଇ ୨୫ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ "କଳିଙ୍ଗ ଭୂମିପୁତ୍ର ସମ୍ମାନ-୨୦୨୨" ଆୟୋଜନ ହୋଇଥିଲା। ଉକ୍ତ ସମ୍ମାନ ସଭାରେ ଓଡ଼ିଶାର ପ୍ରତ୍ୟେକ…