ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ରେ କ୍ୟାମ୍ପସ ସଫେଇ କାର୍ଯ୍ୟକ୍ରମ ।

0

ପଦ୍ମପୁର (ଶାସକପ୍ରଶାସକ)-ମଙ୍ଗଳବାର ଅପରାହ୍ନ ପ୍ରାୟ ତିନିଟା ସମୟ ରେ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ରେ ଭାରତ ର ସ୍ଵାଧୀନତା ସଂଗ୍ରାମ ରେ ଓଡ଼ିଶା ର ଅବଦାନ ଓ ଗାନ୍ଧିଜୀଙ୍କ ପ୍ରଭାବ ଉପଲକ୍ଷେ ଅଧ୍ୟକ୍ଷ ଡ଼. ଲଲିତେନ୍ଦୁ ନାୟକ ଙ୍କ ସଭାପତିତ୍ବ ରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ -ଅଧ୍ୟାପିକା ତଥା କର୍ମଚାରୀ ମାନଙ୍କ ଦ୍ଵାରା କ୍ୟାମ୍ପସ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି l ଯୁବ ରେଡକ୍ରସ୍ ର ପରାମର୍ଶଦାତା ପ୍ରାଧ୍ୟାପକ ବିଦ୍ୟାଧର ଦାଶ,ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ, ଇକୋ କ୍ଲବ ର ସଂଯୋଜିକା ଡ଼. ସନ୍ଧ୍ୟାରlଣି କୁଅଁର, ଜାତୀୟ ସେବା ସଂସ୍ଥା ର ପ୍ରୋଗ୍ରାମ ଅଫିସର ଡ଼.ଦୁଃଖିଶ୍ୟାମ ସାହୁ, ଶ୍ରୀମତି ବୁନୀ ସାହୁ, ଅଧ୍ୟାପକ ଗଜରାଜ ପlତ୍ର, ନବକୁମାର ମିଶ୍ର, ପ୍ରଧ୍ୟାପକ ଲଲିତ ମୋହନ ପଣ୍ଡା, ଡ଼. ଭେଙ୍କଟେଶ ମେହେର, ସସ୍ମିତା ମେହେର, ସମୀର ନାଗ, ଡ଼. ପ୍ରଦୀପ କୁମାର ପଣ୍ଡା, ଭୁବନେଶ୍ୱର ବରିହା, ନିକିତା ଭୋଇ, ଡ଼. ସୁବୋଧ ତ୍ରିପାଠୀ ଙ୍କ ସମେତ ସମସ୍ତ ଅଧ୍ୟାପକ- ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କରିଥିଲେ l

Leave A Reply

Your email address will not be published.