ଶକ୍ତି ମନ୍ତ୍ରୀଙ୍କ ସହ ତ୍ରିନିଦାଦ୍‌ ରାଷ୍ଟ୍ରଦୂତଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର: ତ୍ରିନିଦାଦ୍‌ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଶ୍ରୀ ଅରୁଣ କୁମାର ସାହୁ ଆଜି ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ(ରାଷ୍ଟ୍ର) ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ତାଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ତାଙ୍କର ଏହି ସାକ୍ଷାତ ସମୟରେ…

କେରିଅର କାଉନସଲିଙ୍ଗ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଯୁବ ବ୍ୟାପର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ତ ନେହୁରୁ ଯୁବ କେନ୍ଦ୍ର ଓ ୟୁନିସେଫ୍ ର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ "କେରିଅର କାଉନସିଲିଙ୍ଗ" କାର୍ଯ୍ୟକ୍ରମ ଅନୁଷ୍ଠିତ…

କୁଟୁରା ଛୁଆକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଲା ବନ ବିଭାଗ

ଭଞ୍ଜନଗର/ନିଲୁ ବିଷୋୟୀ : ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ବାହାଡ଼ାପଦର ଗ୍ରାମରୁ ଶନିବାର ସକାଳ ସମୟରେ ଏକ କୁଟୁରା ଛୁଆ କୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ଛୁଆଟି ନିକଟସ୍ଥ ନଦୀ ପଠାରେ ବୁଲୁଥିବା ବେଳେ କିଛି କୁକୁର ତାକୁ ଗୋଡ଼ାଇ ଥିଲେ। ଫଳରେ ଗ୍ରାମର ଜଣଙ୍କ ଘରେ କୁଟୁରା…

ବିକାଶର ବିକଳ ଚିତ୍ର , ଆଉ କେତେ ଦିନ ଏମିତି ?

ପାହାଡ଼ି ରାସ୍ତା ପାଲଟିଛି ମରଣ ଯନ୍ତା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମଣିଷ ପଣିଆ ଗୁରୁତର ମହିଳାଙ୍କୁ ୨କିଲୋମିଟର ଷ୍ଟ୍ରେଚରରେ ବୋହି ବଞ୍ଚାଇଲେ ଜୀବନ କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ : ରାଜ୍ୟ ସରକାର ଙ୍କ ଗାଁ ଠାରୁ ସହରର ଦୂରତା କମାଇବା ପାଇଁ କୋଟି କୋଟି ଟଙ୍କା…

ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ମହିଳାଙ୍କ ସମାନ ଭାଗିଦାରୀ ଆବଶ୍ୟକ

କିଟ୍‌ରେ ଦକ୍ଷିଣ ଏସିଆ ମହିଳା ସମ୍ମିଳନୀ ଭୁବନେଶ୍ୱର,: ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ମହିଳାଙ୍କ ସମାନ ଭାଗିଦାରୀ ରହିବା ଆବଶ୍ୟକ ବୋଲି କିଟ୍ ବିଶ୍ୱବିଦ୍ୟାଳୟରେ ଆଜି ଆରମ୍ଭ ହୋଇଥିବା ଦକ୍ଷିଣ ଏସିଆ ମହିଳା ସମ୍ମିଳନୀରେ ବକ୍ତାମାନେ ମତ…

ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ପ୍ରତ୍ୟାହାର ସମେତ ବିଭିନ୍ନ ଦାବିରେ କାଉନସିଲର ମାନଙ୍କ ଅନଶନ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ପ୍ରତ୍ୟାହାର ଓ ଏହାର ପୁନଃ ମୂଲ୍ୟାଙ୍କନ ସମେତ ବିଭିନ୍ନ ଦାବିରେ ଆଜି ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ପୌର ପରିଷଦର ଉପାଧ୍ୟକ୍ଷ ପର୍ଜିତ କୁମାର ଭୋଜ ଙ୍କ ସମେତ ୬ କାଉନସିଲର ଅନଶନ ଆରମ୍ଭ କରିଛନ୍ତି। ଦାବୀ ପୂରଣ ନ ହେବା…

ଟ୍ରକ୍ ଧକ୍କାରେ ଡିପ୍ଲୋମା ଛାତ୍ର ମୃତ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଥାନା ଅନ୍ତର୍ଗତ ଗାଡପାଳ ଗ୍ରାମ ନିକଟରେ ରାଞ୍ଚି ବିଜୟୱାର୍ଡା ଜାତୀୟ ରାଜପଥରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ଘଟିଛି। ମୃତ ଜନକ ହେଲେ ନୂଆଗାଁ ଗ୍ରାମର ପଞ୍ଚାନନ କିସାନ। ସେ ଜଣେ ଉଚ୍ଚ ଶିକ୍ଷିତ ମେଧାବୀ ଛାତ୍ର ହୋଇ ଥିବାବେଳେ…

ବାଲିକୁଦା:ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କରିଥିଲେ ମନ୍ତ୍ରୀ ଓ ସାଂସଦ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ୨ଟି ପଞ୍ଚାୟତରେ ମନ୍ତ୍ରୀ ଓ ସାଂସଦ ଙ୍କ ୮ଟି ପ୍ରକଳ୍ପ ର ଶିଳାନ୍ୟାସ l ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ର ଵୋରିକିନା ଓ ତିତିରା ପଞ୍ଚାୟତ ରେ ଜଳ ସଂପଦ ସୂଚନା ଲୋକ ସଂପର୍କ ଵିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ,ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ୍…

୨ୟ ବଲ ଓ ଚିତ୍ତ ସ୍ମାରକୀ ନାଇଟ କ୍ରିକେଟ: ସିଂହନପୁର ଚାମ୍ପିଅନ

ପଦ୍ମପୁର : ପଦ୍ମପୁର ନିକଟସ୍ଥ ଆମ୍ବବାହାଲଠାରେ ମାଁ ସମଲେଶ୍ଵରୀ ସ୍ପୋଟିଂ ଦ୍ଵାରା ଆୟୋଜିତ ୨ୟ ବଲ ଓ ଚିତ୍ତ ସ୍ମାରକୀ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି‌। ୩୨ ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ଯୁବ ନେତା ଭୋଜରାଜ ସିଂ ବରିହା ମୁଖ୍ୟ ଅତିଥି ଓ…

ଧରାପଡିଲେ ଲୁଟେରା

ଜଗତସିଂହପୁର, /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରୁ ଗତ ୧୮ ତାରିଖ ସକାଳେ ଅଧ୍ୟାପକଙ୍କ ସ୍ତ୍ରୀ ମୁଣ୍ଡରେ ବନ୍ଧୁକ ଲଗାଇ ହାତଗୋଡ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା ଲୁଟି ନେବା ଘଟଣାରେ ତିର୍ତ୍ତୋଲ ପୋଲିସକୁ ବଡ ସଫଳତା ମିଳିଛି। କୁଜଙ୍ଗ ଓ…