Sign in
Sign in
Recover your password.
A password will be e-mailed to you.
ପଶ୍ଚିମବଙ୍ଗ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ
ପାରଳାଖେମୁଣ୍ଡି / ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୯ ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ପଶ୍ଚିମବଙ୍ଗ ରାଜ୍ୟର ହୁଗୁଳି ଜିଲ୍ଲାର ଗୋଟିଏ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ଗତ ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ସମୟରେ ଜିଲ୍ଲାର…
ଗରିବ କଲ୍ୟାଣ ସମ୍ମିଳନୀ : ଭିଡ଼ିଓ କନଫେରେସିଂ ମାଧ୍ୟମରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାରା ଦେଶ ପାଇଁ ଗରିବ କଲ୍ୟାଣ ସମ୍ମିଳନୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି। ଏହି ସମ୍ମିଳନୀ ମାନ୍ୟବର ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ସିମଲା ଠାରୁ ଭିଡ଼ିଓ କନଫେରେସିଂ ମାଧ୍ୟମରେ ଶୁଭାରମ୍ଭ…
ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ପ୍ରଦାନ କଲେ ମନ୍ତ୍ରୀ ସୁଶାନ୍ତ ସିଂ
ବରଗଡ :- ଆଜି ବରଗଡ଼ ଜିଲ୍ଲା ସୋହେଲା ସ୍ଥିତ ଅଗ୍ରସେନ ଭବନଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ , ଓଡିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ନିର୍ମାଣ ଶ୍ରମିକ ସଚେତନତା ଏବଂ ସହାୟତା ପ୍ରଦାନ ସମାରୋହରେ ହିତାଧିକାରୀମାନଙ୍କୁ ସଚେତନ କରି 883…
ଓଜେୟୁର ପୁରୀ ଜିଲ୍ଲା ଶାଖା ପକ୍ଷରୁ ୧୧ତମ ବାର୍ଷିକୋତ୍ସବ ପାଳିତ
ପୁରୀ (ଅନିମେଶ ପଟ୍ଟନାୟକ): ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ)ର ୧୧ ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ଚକ୍ରତୀର୍ଥ ରୋଡ ସ୍ଥିତ ସଂସ୍କୃତି ଭବନରେ ନ୍ୟୁଜ୍ ସେଭେନର ବରିଷ୍ଠ ସାମ୍ବାଦିକ ବିଭୂତି ବିଶ୍ଵାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ବାଦିକମାନେ ଠିକ ଓ ସତ୍ୟ ଘଟଣା…
ଠିପିଖୋଲା ବିଦେଶୀ ମଦ ଦୋକାନ ପାଇଁ ଅଞ୍ଚଳରେ ବଢିଚାଲିଛି ବିଶୄଙ୍ଖଳା- ବୁଦ୍ଧିଜୀବୀ।
ନିଶା ନିବାରଣ ଉପରେ ଆଲୋଚନା ସମୟରେ ସହର ମଧ୍ୟରେ ଠିପିଖୋଲା ବିଦେଶୀ ମଦ ଦୋକାନ ବନ୍ଦ ପାଇଁ ଦାବୀ କଲେ ବୁଦ୍ଧିଜୀବୀ ।
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ସହରରେ ଦିନକୁ ଦିନ ନିଶା କାରବାର ବଢାବାରେ ଲାଗିଛି । ସହରର ବିଭିନ୍ନ ସ୍ଥାନରେ ସହଜରେ ନିଶା ଔଷଧ ତଥା ମଦ ମଧ୍ୟ ମିଲିଯାଉଛି ।…
୧୦ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ; ୨ ବୋମା ସହ ଖଣ୍ଡା ଓ ବାଇକ୍ ଜବତ
ପୁରୀ (ଅନିମେଶପଟ୍ଟନାୟକ): ପୁରୀର ବିଭିନ୍ନ ସ୍ଥାନରେ ଚଢଉ କରି ୧୦ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି ପୁରୀ ପୋଲିସ । ସେମାନଙ୍କ ଠାରୁ ୨ଟି ଅଫୁଟା ବୋମା ସହ ୧ଟି ଖଣ୍ଡା, ୨ଟି ବାଇକ୍ , ଲୁହା ରଡ୍, ମୋବାଇଲ, ୫ ବିଅର ବୋତଲ ଆଦି ଜବତ କରାଯାଇଛି । ସେମାନଙ୍କ ମଧ୍ଯରୁ କିଛି ଅପରାଧୀ…
କମିଲା କମର୍ସିୟାଲ ଏଲପିଜି ସିଲିଣ୍ଡର ଦର
ନୂଆଦିଲ୍ଲୀ : ତୈଳ ମାର୍କେଟିଂ କମ୍ପାନୀଗୁଡିକ ବୁଧବାର କମର୍ସିୟାଲ ଏଲପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ ଘୋଷଣା କରିଛନ୍ତି।ରିପୋର୍ଟ ଅନୁଯାୟୀ,କମର୍ସିୟାଲ 19 କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ସିଲିଣ୍ଡର ପିଛା 135 ଟଙ୍କା ହ୍ରାସ କରାଯାଇଛି। ନୂତନ ଦର ଆଜି (ଜୁନ୍ 1) ଠାରୁ କାର୍ଯ୍ୟକାରୀ…
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଦ୍ୱାରା ପ୍ରଭାବିତ ହେବେ ୨୦ ହଜାରରୁ ଅଧିକ ପରିବାର
ଭୁବନେଶ୍ୱର : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପ୍ରଚଳନ ପରଠାରୁ ନମ୍ବର ପ୍ଲେଟ କାମ ଦ୍ୱାରା ରୋଜଗାର କରୁଥିବା ରାଜ୍ୟର ହଜାର ହଜାର ନମ୍ବର ପ୍ଲେଟ ଆର୍ଟିଷ୍ଟମାନେ ବେକାର ହୋଇଯାଇଛନ୍ତି । ଅଦ୍ୟାବଧି ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇ…
ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟରେ ତୃତୀୟ ପଂଚାୟତସମିତି ବୈଠକ ଅନୁଷ୍ଠିତ
ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ପରିସରରେ ୩ୟ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଡ଼ିଓ କର୍ଣ୍ଣଦେବ ସମାଦ୍ଦାର, ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ…
ସୂଚନା ଓ ଲୋକସଂପର୍କ ବିଭାଗରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ଭୁବନେଶ୍ୱର :ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗରେ କାର୍ଯ୍ୟରତ ତିନିଜଣ ଅଧିକାରୀ ଏବଂ କର୍ମଚାରୀ ଆଜି ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ଏକ ସମ୍ବର୍ଦ୍ଧନା ସଭା ବିଭାଗର ସମ୍ମିଳନୀ କକ୍ଷରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀଙ୍କ ଅଧ୍ୟକ୍ଷତାରେ…