ଶିଶୁ ଶ୍ରମିକ ନିରାକରଣ ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ରାଜ୍ୟରେ ଶିଶୁ ଶ୍ରମିକ ଉଚ୍ଛେଦ ସମ୍ପର୍କିତ ଏକ ୧୫ ଦିନିଆ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଅବସରରେ ଗଜପତି ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ତରଫରୁ ଶିଶୁ…

ବିଧାନସଭା ବାଚସ୍ପତି ଙ୍କର ସମେତ ସମସ୍ତ ମନ୍ତ୍ରୀ ଙ୍କର ଇସ୍ତଫା

ଆସନ୍ତା କାଲି ଏଗାରଟା ପଇଁଚାଲିସ ମିନିଟରେ ନୂତନ ମନ୍ତ୍ରୀଙ୍କ ଶପଥ ! ଭୁବନେଶ୍ୱର :- ମାଷ୍ଟର ଷ୍ଟ୍ରୋକ ଖେଳି ସମସ୍ତଙ୍କୁ ଚକିତ କରିବାରେ ନବୀନ ପଟ୍ଟନାୟକ ମାହୀର ଏଥିରେ ସନ୍ଦେହ ନାହିଁ , ସେ କେତେବେଳେ କଣ କରନ୍ତି କ୍ଷଣିକ ପୂର୍ବରୁ ଅନୁମାନ କରିବା ଅତ୍ୟନ୍ତ କଷ୍ଟକର । ରାଜନୀତିକୁ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମର୍ଥନରେ ବାହାରିଲେ ଦିଲ୍ଲୀପ ରାୟ

ମୁଖ୍ୟମନ୍ତ୍ରୀଙ୍କ ଟୁଇଟକୁ ସମର୍ଥନ କରି ରଖିଲେ ପ୍ରତିକ୍ରିୟା ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପରିପ୍ରେକ୍ଷୀରେ ଗତକାଲି ମୁଖ୍ୟମନ୍ତ୍ରୀ କରିଥିବା ଟ୍ୱିଟ୍ ‘ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ଜୟ ଜଗନ୍ନାଥ ’ ଉପରେ ନିଜ…

ପୂର୍ବତନ ମନ୍ତ୍ରୀ ଭାଗବତ ବେହେରାଙ୍କ ଶ୍ରାଦ୍ଧବାର୍ଷିକୀ: ସମ୍ବର୍ଦ୍ଧିତ ହେଲେ ୩୦ ଜିଲ୍ଲାର ନୂତନ ଜନପ୍ରତିନିଧି

ଭୁବନେଶ୍ୱର : ଅସମାନତାଭିତ୍ତିକ ସମାଜ ବ୍ୟବସ୍ଥାରେ ସବୁବର୍ଗର ଲୋକଙ୍କୁ ଭାରତୀୟ ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥାରେ ଅଂଶୀଦାର କରିବା ଭାରତୀୟ ସମ୍ବିଧାନର ମୂଳଲକ୍ଷ୍ୟ ଥିଲା । ଏହି ଲକ୍ଷ୍ୟ ପୂରଣ ପାଇଁ ଦଳିତ ଓ ଆଦିବାସୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ମଧ୍ୟ ସାମାଜିକ ସମାନତା…

ଭାରତୀୟ ରାଜନୀତିକୁ ସର୍ବ ସମାବେଶି ବିକାଶ ବାଦର ଜୟ ଯାତ୍ରାରେ ପରିଣତ କରାଯାଇଛି

ଜଗତସିଂହପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ର  ସାମ୍ବାଦିକ ସମ୍ମିଳନୀ ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ଶୋଭା ମଣ୍ଡପରେ ଭାରତୀୟ ଜନତା ପାର୍ଟିର ଏକ ସାମ୍ବାଦିକ ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୮ ବର୍ଷ ରେ…

ସାହାରା ଇଣ୍ଡିଆ ବ୍ୟାଙ୍କରେ ଉତେଜନା

ଜଗତସିଂହପୁର,/ସୁମନ୍ତ କୁମାର ଦାସ:  ଜଗତସିଂହପୁର ଜିଲ୍ଲା ଦଶନମ୍ବର ସ୍ଥିତ ସହାରା ଇଣ୍ଡିଆ ବ୍ୟାଙ୍କରେ ଆଜି ତୀବ୍ର ଉତେଜନା ଦେଖିବାକୁ ମିଳିଥିଲା | ସୂଚନା ଅନୁଯାଇ ଦୀର୍ଘ ଦିନ ହେବ ଲୋକମାନେ ସାହାରା ଇଣ୍ଡିଆ ବ୍ୟାଙ୍କରେ ନିଜର ପଇସା ରଖି ଆସୁଛନ୍ତି |ସାହାରା ବ୍ୟାଙ୍କର ଲୋଭନୀୟ ସ୍କିମ ଦେଖି…

ପଣସପଦା ହରିହର ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଓ୍ଵାନ କ୍ଲାସ୍‌, ଓ୍ଵାନ୍‌ ଟିଭି ଚ୍ୟାନେଲ୍‌ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ ବଢ଼ାଇଛି - ଧର୍ମେନ୍ଦ୍ର ପ୍ରଧାନ ପଣସପଦା/ପୁରୀ, – ମୋଦି ସରକାରଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଓ୍ଵାନ୍‌ କ୍ଲାସ୍‌, ଓ୍ଵାନ୍‌ ଟିଭି ଚ୍ୟାନେଲ୍‌ ପିଲାଙ୍କୁ ଆଞ୍ଚଳିକ ଭାଷାରେ ଶିକ୍ଷା ପ୍ରଦାନ କରିବା ସହ…

ସଠିକ୍ କୌଶଳ, ମନୋଭାବ ଓ ନିପୁଣତା ଛାତ୍ରଛାତ୍ରୀମାନଙ୍କୁ ବୃତ୍ତିଗତ ସୁଯୋଗଆଣିଦେବ – ଅସିତ୍ ତ୍ରିପାଠୀ

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ ଯୁବ ଉଦ୍ୟୋଗୀ ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ହିତାଧିକାରୀଙ୍କ ସହିତ ଆଲୋଚନା 2.5 କୋଟି ଟଙ୍କା ବ୍ୟୟରେ ନିର୍ମାଣାଧିନ ଭବାନୀପାଟଣା ଟାଉନ ହଲର…

ବାଲ୍ୟବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଏକ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ। ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ବିଶ୍ବସ୍ତ ସୂତ୍ରରୁ ଗୁମ୍ମା ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତି…