ପିସ୍ ବେଲ୍ ଅନୁଷ୍ଠାନ ଓ ପରିବେଶ ସୁରକ୍ଷା ଅଭିଯାନର ମିଳିତ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କାକଟପୁର /ଅସ୍ତରଙ୍ଗ (ଦୁଃଶାସନ ନାୟକ) : ପିସ୍ ବେଲ୍ ଅନୁଷ୍ଠାନ ଓ ପରିବେଶ ସୁରକ୍ଷା ଅଭିଯାନ ର ମିଳିତ ଆନୁକୂଲ୍ୟରେ ଅବିଭକ୍ତ ପୁରୀଜିଲ୍ଲାର ସିଜୁପୁଟ୍ ଗ୍ରାମ ରେ ଏକ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା…

ବିବେକାନନ୍ଦ ୟୁଥ କ୍ଲବ ଓ ଖୋର୍ଦ୍ଧା ସାମ୍ବାଦିକ ସଂଘ ମିଳିତ ଆନୁକୂଲ୍ୟରେ ବିଶ୍ବ ପରିବେଶ ଦିବସ ପାଳିତ

ଖୋର୍ଦ୍ଧା ରୁ ରବି ନାରାୟଣ ସାହୁ: : ବିଶ୍ବ ପରିବେଶ ଦିବସ ଅବସରରେ ଖୋର୍ଦ୍ଧା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବିବେକାନନ୍ଦ ୟୁଥ କ୍ଲବ ଓ ଖୋର୍ଦ୍ଧା ସାମ୍ବାଦିକ ସଂଘ ମିଳିତ ଆନୁକୂଲ୍ୟରେ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା ଶୀର୍ଷକ ଆଲୋଚନାଚକ୍ର ଏବଂ…

ଶପଥ ନେଲେ ଟିମ ନବୀନ : ୧୩ କ୍ୟାବିନେଟ , ୮ ରାଷ୍ଟ୍ର ସ୍ୱାଧୀନ

କ୍ୟାବିନେଟରେ ୩ ଓ ରାଷ୍ଟ୍ର ପାହ୍ୟାରେ ୨ ମହିଳା ପଶ୍ଚିମ ଓଡ଼ିଶାର ୭ ଜଣଙ୍କୁ ମନ୍ତ୍ରୀପଦ ଭୁବନେଶ୍ୱର : ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ମନ୍ତ୍ରୀ ମଣ୍ଡଳ | ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ୧୩ ଜଣ କ୍ୟାବିନେଟ ଓ ୮ ଜଣ ରାଷ୍ଟ୍ର…

ସିଦ୍ଧଳ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସଦ୍ ଭାବନା ସଭା ଗୃହ ଠାରେ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ବିଜେ ସିଦ୍ଧଳ ଠାରେ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଏହି ଵୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ…

ଶ୍ରୀ ଶ୍ରୀ ମୁଚୁକୁନ୍ଦ ସୋମନାଥ ମହାଦେବ ଓ ଜଗତମାତା ପାର୍ବତୀ ଙ୍କ ବିବାହ ଉତ୍ସବ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସଦରମହକୁମାରୁ ମାତ୍ର ୨ କିଲୋମିଟର ଦୁର୍ଗ ଜଗତସିଂହପୁର ହାଟ ପ୍ରାଚୀନ ସ୍ୱୟମ୍ଭୁ ଶୈବପୀଠ ଶ୍ରୀ ଶ୍ରୀ ମୁଚୁକୁନ୍ଦ ସୋମନାଥ ମହାଦେବ ଙ୍କ ର ଓ ଜଗତମାତା ପାର୍ବତୀ ଙ୍କ ସହିତ ମହା ସମାରୋହରେ ବୈଦିକ ରୀତିରେ ବିବାହ ଆଜି ସମ୍ପନ୍ନ ହୋଇଯାଇଛି…

ପଞ୍ଚାୟତରେ ଅରୁଣଙ୍କ ଜନଶୁଣାଣି : ବିଦ୍ୟାଳୟ ରୁପାନ୍ତରିକରଣ କାର୍ଯ୍ୟର ସମୀକ୍ଷା

ଓଡ଼ଗାଁ/ଶ୍ରୀକାନ୍ତ ମିଶ୍ର : ନୟାଗଡ଼ ବିଧାୟକ ତଥା କୃଷି-କୃଷକ ସଶକ୍ତିକରଣ, ମତ୍ସ୍ୟ, ପଶୁସମ୍ପଦ ତଥା ଉଚ୍ଚ ଶିକ୍ଷା,ମନ୍ତ୍ରୀ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଶନିବାର ଅପରାହ୍ନରେ ଓଡ଼ଗାଁ ଗସ୍ତରେ ଆସି ଆରଡ଼ା, ନନ୍ଦିଘୋର, କୋମଣ୍ଡ, ରୋହିବାଙ୍କ ଓ କୁରାଳ ପଞ୍ଚାୟତ ଗସ୍ତ କରି ୫-ଟି ମାଧ୍ୟମରେ…

ଆଇଏମଏମଟି ପକ୍ଷରୁ “ଆନାଲିଟିକାଲ୍ ଯନ୍ତ୍ରପାତି” ଉପରେ ଏକ ସପ୍ତାହ ବ୍ୟାପୀ ‘ଦକ୍ଷତା ବିକାଶ କାର୍ଯ୍ୟକ୍ରମ’

ଭୁବନେଶ୍ୱର : “ଆନାଲିଟିକାଲ୍ ଯନ୍ତ୍ରପାତି” ଉପରେ ଏକ ସପ୍ତାହ ବ୍ୟାପୀ ‘ଦକ୍ଷତା ବିକାଶ କାର୍ଯ୍ୟକ୍ରମ’ ଭୁବନେଶ୍ୱରର ସିଏସଆଇଆର- ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲସ୍ ଟେକ୍ନୋଲୋଜି ଦ୍ୱାରା ଆୟୋଜିତ ହୋଇଯାଇଛି, ଯେଉଁଠାରେ ଭୁବନେଶ୍ୱରର କିଟ ଏବଂ ସୋଆ ବିଶ୍ୱବିଦ୍ୟାଳୟର…

ଆତ୍ମବିଶ୍ଵାସ ସହ ଆଗକୁ ବଢିବାକୁ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ.

ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ୫ଟି ଜିଲ୍ଲାର 440 ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ସ୍କୁଲ ଆସିବାକୁ ଭଲ ଲାଗୁଛି, ପାଠ ପଢିବାକୁ ଆଗ୍ରହ ବଢିଛି - ଛାତ୍ର ଛାତ୍ରୀ ଭୁବନେଶ୍ୱର :: ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତାସହିତ…

ବଦଳିବେ ବୋର୍ଡ-ନିଗମ ଅଧ୍ୟକ୍ଷ , ସଭାପତି ଓ ବିଭାଗୀୟ ଉପଦେଷ୍ଟା

ଭୁବନେଶ୍ୱର : ଆଜି ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ପରେ ବିଭିନ୍ନ ବୋର୍ଡ, ନିଗମରେ ନିଯୁକ୍ତ ହୋଇଥିବା  ଅଧ୍ୟକ୍ଷ, ସଭାପତି ଓ ବିଭାଗୀୟ ଉପଦେଷ୍ଟାଙ୍କ ପୂର୍ବ ନିଯୁକ୍ତିକୁ ରଦ୍ଦ କରିଛନ୍ତି ମୁଖମନ୍ତ୍ରୀ  | ଏଥିନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି | ସେମାନଙ୍କ କାର୍ଯ୍ୟକାଳ ଆଜି ସରୁଥିବା…

କିସରେ ଭାରତୀୟ ମହିଳା ଭଲିବଲ୍‍ ଦଳକୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଭାରତୀୟ ମହିଳା ଭଲିବଲ୍‍ ଦଳକୁ ଭାରତୀୟ ଭଲିବଲ୍‍ ସଂଘର ସଭାପତି, କନ୍ଧମାଳ ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମ୍ବର୍ଦ୍ଧିତ କରିଛନ୍ତି। ଥାଇଲାଣ୍ଡରେ ଜୁନ୍‍ ୬ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୧୮ ବର୍ଷରୁ କମ୍‍ ୧୪ତମ ଏସିଆ ମହିଳା…