ନେହୁରୁ ଯୁବ କେନ୍ଦ୍ର ତରଫରୁ “ବିଶ୍ୱ ବାଇସାଇକେଲ ଦିବସ” ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ନେହୁରୁ ଯୁବ କେନ୍ଦ୍ର ତରଫରୁ ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ( ଶୁକ୍ରବାର ଦିନ) ''ବିଶ୍ୱ ବାଇସାଇକେଲ ଦିବସ'' ପାଳିତ ହୋଇଯାଇଛି।ଏହି…

ଭଞ୍ଜନଗର ବ୍ଲକରେ ୧୧ ସ୍ମାର୍ଟ ସ୍କୁଲ୍ ଲୋକାର୍ପିତ

ଭଞ୍ଜନଗର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଗଂଜାମ ଜିଲ୍ଲାର ୨୩୦ ରୂପାନ୍ତରିତ ସ୍ମାର୍ଟ ସ୍କୁଲ ଶୁକ୍ରବାର ସନ୍ଧ୍ୟାରେ ଭର୍ଚୁଆଲ ମୋଡ଼ରେ ଲୋକାର୍ପିତ ହୋଇଛି।ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ବ୍ଳକ୍ ର ୧୧ ଟି ରୂପାନ୍ତରିତ ବିଦ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି I ଭଞ୍ଜନଗର ଗୋଷ୍ଠୀ…

ଘୁ. ଉଦୟଗିରି ଥାନାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକଙ୍କୁ ଅସଦ ବ୍ୟବହାର ଅଭିଯୋଗ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଥାନାରେ ଲେଖା ହୋଇଛି ଆମେ ସମସ୍ତଙ୍କୁ ସମାଦରରେ କଥା ହେବୁ I କିନ୍ତୁ ଘୁ.ଉଦୟଗିରି ପୁଲିସ କାହା ସହିତ ମଧ୍ୟ ସମାଦରରେ କଥା ହେଉ ନାହିଁ I ସମାଦରରେ କଥା ହେବା ବଦଳରେ ଅସଦ ବ୍ୟବହାର କରୁ ଛନ୍ତି I ଏହା ଅନ୍ୟ କେହି ନୁହେଁ କନ୍ଧମାଳ ଜିଲ୍ଲାର ଜିଲ୍ଲା ପରିଷଦ…

ଏନଏସୟୁଆଇ ବ୍ଲକ ସଭାପତି ହେଲେ ମଣ୍ଟୁସାହୁ

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ନେସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ ଇଣ୍ଡିଆ (ଏନ ଏସ ୟୁ ଆଇ )କାଶୀପୁର ବ୍ଲକ ଶାଖା ର ସଭାପତି ଭାବେ ମଣ୍ଟୁ ସାହୁଙ୍କୁ ଅବସ୍ଥାପିତ କରାଯାଇଛି ।ସାମ୍ବିଧାନିକ ମୂଲ୍ୟବୋଧ ବଜାୟ ରଖିବା ସହ କାଶୀପୁର ବ୍ଲକରେ କଂଗ୍ରେସ ଛାତ୍ର ସଙ୍ଗଠନ ସୁଦୃଢ ନିମନ୍ତେ ମଣ୍ଟୁ…

ଆଦର୍ଶ ଥାନାରେ ଅନାଦର୍ଶ କାମ

ଜଣକ ନାମରେ ୱାରେଣ୍ଟ, ଗିରଫ ହୋଇ ଜେଲ ଗଲେ ଅନ୍ୟ ଜଣେ ଆଦିବାସୀ ଯୁବକ. ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଜଣକ ନାମରେ ୱାରେଣ୍ଟ ଗିରଫ ହୋଇ ଜେଲ ଗଲେ ଅନ୍ୟ ଜଣେ ଆଦିବାସୀ ଯୁବକ I ଘୁ.ଉଦୟଗିରି ଥାନା ଅଧିନସ୍ଥ ଗଦଗୁଡ଼ା ଗ୍ରାମରେ ଏହି ଭଳି ସାଂଘାତିକ ଘଟଣା ଘଟିଛି I ଯାହା ପାଇଁ ରୋଗୀ…

ଗୋଟିଏ ଦଉଡ଼ିରେ ଆତ୍ମହତ୍ୟା କଲେ ପ୍ରେମିଯୁଗଲ ।

ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ସାପଲହର ଗ୍ରାମ ରେ ଏକ ପ୍ରେମୀ ଯୁଗଳ ଗୋଟିଏ ଦଉଡ଼ି ରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି l ପତିପତ୍ନୀ ଭାବେ ଶିବରାତ୍ରି ଦିନ ଠାରୁ ଦୁହେଁ ରହି ଆସୁଥିଲେ l ଏହି ପ୍ରେମିଯୁଗଳ ଙ୍କ ହଠାତ…

ବୁନ୍ଦାଏ ପାନୀୟ ଜଳ ପାଇବା ପାଇଁ ଡହଳବିକଳ ୱାର୍ଡ ୧ର ବାସୀ, ଗୁହାରି ପରେ ମଧ୍ୟ ନାହିଁ ପ୍ରଶାସନର ତତ୍ପରତା

ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): ଵିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷଙ୍କ ୱାର୍ଡରେ ପାନୀୟ ଜଳ ପାଇଁ ଡହଳ ବିକଳ ୱାର୍ଡ ବାସୀ I ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟା ସମାଧାନ ପାଇଁ ଉପାଦକ୍ଷଙ୍କ ତତ୍ପରତା ଦେଖା ଦେଉନ ଥିବାରୁ ଉପାଧ୍ୟକ୍ଷଙ୍କ ଉପରୁ ୱାର୍ଡ ବାସୀଙ୍କ ଆସ୍ଥା ତୁଟୁ ଥିବା…

ନବୀନନିବାସରେ ଶ୍ରୀମନ୍ଦିର ସେବାୟତ

ଭୁବନେଶ୍ୱର (ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀମନ୍ଦିର ସେବାୟତ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାୟ ଆସିବା ପରେ ଖୁସିର ଲହରୀ ଖେଳିଯାଇଛି ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ଭିତରେ | ଏତେ ବଡ ବିରାଟ ଉପଲବ୍ଧି ପାଇଁ ପୁରୀରୁ ସେବାୟତଙ୍କ ଏକ ପ୍ରତିନିଧିଦଳ…

ପିଲାଙ୍କ ବ୍ୟକ୍ତିତ୍ବର ବିକଶରେ ସହାୟକ ହୋଇଛି ସ୍କୁଲ ରୂପାନ୍ତର: ମୁଖ୍ୟମନ୍ତ୍ରୀ

ସ୍କୁଲ ରୂପାନ୍ତରଣ: ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ଲୋକାର୍ପିତ ହେଲା ୫ଟି ଜିଲ୍ଲାର ୫୩୧ଟି ରୂପାନ୍ତରିତ ସ୍କୁଲ ସ୍କୁଲ ଜୀବନ ଶ୍ରେଷ୍ଠ ସମୟ. ଏହାର ସଠିକ ଉପଯୋଗ କରି ଉଜ୍ୱଳ ଭବିଷ୍ୟତ ଗଠନ ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ସ୍କୁଲ ରୂପାନ୍ତରଣ…

ଅସହାୟ ବୃଦ୍ଧଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ୭୯ ବର୍ଷ ବୟସରେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ଦୁର୍ଭାଗ୍ୟବଶତଃ ତାଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇଥିଲା । ସେହିଦିନ ଠାରୁ ସେ ନଇଁ ନଇଁ ଚାଲୁଛନ୍ତି । ସେ ଆଉ କେହି ନୁହନ୍ତି, ପରିଣତ ବୟସରେ ପାଦ ଥାପିଥିବା ଜଣାଶୁଣା ଇମ୍ଫା କମ୍ପାନୀର ଅବସରପ୍ରାପ୍ତ ପି. ଆର. ଓ ଶ୍ରୀ…