ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ

ରାୟଗଡରୁ ସରୋଜ କୁମାର ସାହୁ: ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାୟଗଡ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ, ରାୟଗଡ ଡିଷ୍ଟ୍ରିକଟ ଓ ଓଡ଼ିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ମିଳିତ ଭାବେ ସ୍ଥାନୀୟ ସର୍କିଟ ହାଉସ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ…

ଦୀର୍ଘବର୍ଷ ବସବାସ କରିବା ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ମଘାମରା ଗାଁର ରୁଗୁଡ଼ିପଡ଼ା ବାସୀ

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) ଦୀର୍ଘ ୩୦ ବର୍ଷରୁ ଅଧିକ ଦିନଧରି ପ୍ରାୟ ୧୦ ପରିବାର ବସବାସ କରିଆସୁଥିଲେ ମଧ୍ୟ ପାନୀୟ ଜଳର ସୁବିଧା ଅଛି ନାଁ ବିଦ୍ୟୁତ, ନାଁ ପଡ଼ାକୁ ଭଲ ରାସ୍ତା ଟିଏ ଅଛି । ଯାହାଫଳରେ ବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବର୍ତ୍ତମାନର ଡିଜିଟାଲ ଯୁଗରେ…

ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ପାଇଁ “ଆକାଂକ୍ଷା”ମହିଳା ସଙ୍ଗଠନକୁ “ପ୍ରକୃତି…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ"ଆକାଂକ୍ଷା"କୁ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଇତ୍ୟାଦିରେ ବିଶେଷ ସକ୍ରିୟତା ଯୋଗୁଁ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ରାଜ୍ୟ ସରକାରଙ୍କ ଜଙ୍ଗଲ ,…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଵିଶ୍ୱ ପରିବେଶ ଦିଵସ ପାଳିତ

ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଜିଲ୍ଲା ସ୍ବାସ୍ଥ୍ୟ ସମିତି ଜଗତସିଂହପୁର ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହିଃ ଵିଭାଗ ସ୍ଥିତ କନ ଫେରନ୍ସ ଗୃହରେ ଵିଶ୍ୱ ପରିବେଶ ଦିଵସ ପାଳନ ହୋଇଯାଇଛି l ଏହାର ଶୀର୍ଷକ -"କେବଳ ଗୋଟିଏ ପୃଥିଵୀ"ଉପରେ ଆଲୋଚନା କରଯାଇଥିଲା l ଜିଲ୍ଲା ମୁଖ୍ୟ…

ବଡ଼କୋଦଣ୍ଡା ବିଦ୍ୟାଳୟରେ ବିଶ୍ବ ପରିବେଶ ଦିବସ ପାଳନ

ଭଞ୍ଜନଗର / ନିଲୁ ବିଷୋୟୀ : ବିଶ୍ବ ପରିବେଶ ଦିବସ ୨୦୨୨ ପାଳନ ଅବସରରେ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟରେ ପିଲାଟିଏକୁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବି.ଇ.ଓ ଏସ.ଧନଞ୍ଜୟ, ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ବାଳ ପ୍ରମୁଖ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉପସ୍ଥିତ…

୫-ଟି ପରେ ଏବେ ୬-ଟି

ନୂଆ ମନ୍ତ୍ରୀଙ୍କୁ ନବୀନଙ୍କ ୬-ଟି ମନ୍ତ୍ର ଭୁବନେଶ୍ବର: ଆଗରୁ ୩-ଟି ଥିଲା | ତାପରେ ୫-ଟି ହେଲା | ଏବେ ଓଡିଶା ଶାସନରେ ମନ୍ତ୍ରୀଙ୍କ ପାଇଁ ଯୋଡି ହୋଇଛି ଆଉ ଗୋଟିଏ ଟି | ଅରରଥଟି ୫-ଟି ବଦଳରେ ୬-ଟି |ଆଜି ମନ୍ତ୍ରୀମଣ୍ଡଳ ପୁନର୍ଗଠନ ପରେ ନବନିଯୁକ୍ତ ମନ୍ତ୍ରୀମାନେ ନବୀନ ନିବାସରେ…

ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା , ଚାରା ରୋପଣ ଆୟୋଜିତ ବାଲେଶ୍ୱର, : ଚଳିତ ବର୍ଷ ପାଇଁ ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଥିଲା ବିଷୟବସ୍ତୁ “କେବଳ ଗୋଟିଏ ପୃଥିବୀ’ ଅନୁଯାୟୀ ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ୍‌ରେ ପ୍ରସ୍ତାବିତ ବନ୍ଦର ପ୍ରକଳ୍ପର ଆଖପାଖ…

ଯନ୍ତ୍ରଣା ମାପିବ ଯନ୍ତ୍ର : କିମ୍‌ସ ଡାକ୍ତରଙ୍କ ଦ୍ୱାରା ନିଆରା ଯନ୍ତ୍ରଣାମାପକ ପଦ୍ଧତି ପ୍ରସ୍ତୁତ

ଭୁବନେଶ୍ୱର : ସାଧାରଣତଃ ଶରୀର ତାପମାତ୍ରାକୁ ଥର୍ମୋମିଟରରେ ମପା ଯାଇଥାଏ। ସେହିପରି ପରୀକ୍ଷା ଦ୍ୱାରା ରକ୍ତରେ ହିମୋଗ୍ଲୋବିନ ମାତ୍ରା କିମ୍ବା ଅନ୍ୟାନ୍ୟ ବିକାରଗତ ପରିମାପ ପରୀକ୍ଷାଗାରରେ ହୋଇପାରିଥାଏ। କିନ୍ତୁ ଶରୀରରେ ଅନୁଭୂତ ହେଉଥିବା ଯନ୍ତ୍ରଣାକୁ ସଠିକ୍ ଆକଳନ କରିବା ଅସମ୍ଭବ। ଏଭଳି…

ଦୁତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୧୮୦ ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଉରକେଲା/ସୁନ୍ଦରଗଡ,(ବସନ୍ତ କୁମାର ଜେନା); ରାଜ୍ୟ ସରକାରଙ୍କ ‘୫ଟି’ ଉପକ୍ରମ ଅଧୀନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୧ ୮୦ଟି ରୂପାନ୍ତରିତ ସରକାରୀ ହାଇସ୍କୁଲର ଲୋକାର୍ପଣ କରିଛନ୍ତି। ସୁନ୍ଦରଗଡ଼କୁ ମିଶାଇ ୪ଟି ଜିଲ୍ଲାରେ…

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପରିବେଶ ସଚେତନତା ହୋର୍ଡିଙ୍ଗ ଉଦଘାଟିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଣ୍ଟର ଅଫ ଏନ୍ନଭାରୋନମେଣ୍ଟ ଷ୍ଟାଡିସ , ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ମହାରାଜାଙ୍କ ବାଳକ ଉଚ୍ଚ ବିଧ୍ୟାଳୟର ସହାୟତାରେ ପରିବେଶ ସମ୍ପର୍କିତ ସଚେତନତା ହୋର୍ଡିଙ୍ଗ…