ରାଉରକେଲା ଅର୍ବାନ ବ୍ୟାଙ୍କ ନିର୍ବାଚନ: ଦିଲ୍ଲୀପ ରାଏଙ୍କ ପ୍ୟାନେଲର ୩ ଜଣ ନିର୍ଦ୍ୱନ୍ଦରେ ନିର୍ବାଚିତ

ରାଉରକେଲା(ବସନ୍ତ କୁମାର ଜେନା); ରାଉରକେଲା ଅର୍ବାନ କୋପେରେଟିଭ ବ୍ୟାଙ୍କ ନିର୍ବାଚନ ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଏବେ ସୁଦ୍ଧା ଦିଲ୍ଲୀପ ମହାପାତ୍ରଙ୍କ ପ୍ୟାନେଲ ରୁ ୩ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ୱ ରେ ନିର୍ବାଚିତ ହୋଇ ସାରିଲେଣି। ଏହା ଆଦିତ୍ୟ ମହାପାତ୍ରଙ୍କ ପ୍ୟାନେଲ ଲାଗି ଏକ ଶକ୍ତ…

ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ

ନୟାଗଡ଼(ବିଶ୍ୱଜିତ ନାୟକ) - ଆଜି ସକାଳ ୮ଘଟିକା ସମୟରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡା. ଟୁଡୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଆଜି…

ହିଲଟପ ବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ବାଳିକା ବିଭାଗର ଯୋଜନା ଅଧିକାରୀ ଅଧ୍ୟାପକ ଅନୀଲ କୁମାର ତ୍ରିପାଠୀଙ୍କ ପରିଚାଳନାରେ ୪୦ ଜଣ ଶିକ୍ଷାର୍ଥୀଙ୍କୁ ନେଇ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି।…

ବାଳ ମୁକୁନ୍ଦ କାର୍ଯ୍ୟକ୍ରମ ଗୁଡିକର ତିନି ଦିନିଆ ସମୀକ୍ଷା ଅଭିଯାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଳ ମୁକୁନ୍ଦ କାର୍ଯ୍ୟକ୍ରମ ଗୁଡିକର ତିନି ଦିନିଆ ସମୀକ୍ଷା ଅଭିଯାନର ପ୍ରଥମ ଦିବସରେ ଦୂରଭାଷ ଯୋଗେ ବାଳମୁକୁନ୍ଦ କେନ୍ଦ୍ରର ସଦସ୍ୟମାନଙ୍କୁ ସମ୍ପର୍କ କରି ବାଳମୁକୁନ୍ଦ କାର୍ଯ୍ୟକ୍ରମ ଗୁଡିକର ଆଲୋଚନା ହୋଇଥିଲା। ଦ୍ଵିତୀୟ ଦିବସ ରବିବାର…

ରାଇସ ମିଲ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଭଞ୍ଜନଗର/ନିଲୁ ବିଷୋୟୀ: ଭଞ୍ଜନଗର ଥାନା ବଡ଼ କୋଦଣ୍ଡା ଗ୍ରାମର ଚକାଡୋଳା ରାଇସ ମିଲ ନିକଟ ଜମିରେ ସୋମବାର ସକାଳ ସମୟରେ ଜଣେ ଅଜଣା ବୟସ୍କ ବ୍ୟକ୍ତି ମୁହଁ ମାଡ଼ି ତଳେ ପଡିଥିବା କିଛି ଲୋକ ଦେଖି ପୋଲିସ କୁ ଖବର ଦେଇଥିଲେ।ଏହି ଘଟଣାକୁ ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ପୋଲିସ…

ଆତ୍ମନିର୍ଭର ଭାରତ ଗଠନରେ ମହିଳାଙ୍କ ଭୁମିକାକୁ ଅତ୍ୟନ୍ତ ଗୁରୁତ୍ୱ ଦେଉଛନ୍ତି ମୋଦି ସରକାର: ସମୀର ମହାନ୍ତି

ଭୁବନେଶ୍ୱର: ଭାରତର ଅଭିବୃଦ୍ଧି ପାଇଁ ମହିଳା ସଶକ୍ତିକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମହିଳାମାନଙ୍କୁ କେବଳ ଗୃହିଣୀ ଭାବେ ନଦେଖି ରାଷ୍ଟ୍ର ନିର୍ମାଣକାରୀ ଭାବେ ଦେଖିବାକୁ ପଡିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତାକୁ ଆସିବା ପରେ ଅନେକ ମହିଳା କେନ୍ଦ୍ରିତ ଯୋଜନା…

ଗୁମି ସେକ୍ସନ ରେ ହାତୀ ଉପଦ୍ରବ, କୁମ୍ଭକର୍ଣ୍ଣ ନିଦ୍ରାରେ ବନ ବିଭାଗ।

ନୂଆଗାଁ/ସୁବ୍ରତ ପରିଡ଼ା: ରାଜ୍ୟ ସରକାରଙ୍କ ଦ୍ଵାରା ଆଦିବାସୀ ଲୋକମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ବନ ବିଭାଗର ନିଷ୍କ୍ରିୟତା ଯୋଗୁଁ ହାତୀ ଭୟରେ ଜୀବନ ବିତାଉଛନ୍ତି ଆଦିବାସୀ ଲୋକମାନେ।ଏଭଳି ଏକ ସମସ୍ୟା ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଗୁମି ସେକ୍ସନ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ମୃତ, ୪ଗୁରୁତର

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅନ୍ତର୍ଗତ ତବଲାକଟା ଠାରେ ତେଲ ଟ୍ୟାଙ୍କର ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା l କୁଚିଣ୍ଡା ପଟୁ ଦ୍ରୁତ ଗତିରେ ଆସୁଥିବା ତେଲ ଟ୍ୟାଙ୍କରଟି ଅଟୋ କୁ ଧକ୍କା ଦେବା ଫଳର ଯାତ୍ରୀମାନେ ଅଟୋରୁ ତେଲ…

ବିଭିନ୍ନ ଦାବିନେଇ ରେଳ ଚାଳକ ସଂଘର ଦେଶ ବ୍ୟାପି ଅନଶନ

କେନ୍ଦୁଝର./ସିଦ୍ଧେଶ୍ୱର ସାହୁ : ପୂର୍ବ ତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ରୋଡ଼ ମଣ୍ଡଳ କାର୍ଯଳୟ ସମ୍ମୁଖରେ ଶତାଧିକ ରେଳ ଚାଳକ ଓ ସହ ଚାଳକ ଭାରତୀୟ ରେଳବାଇର ଘରାଇକରଣ କୁ ବନ୍ଦ କରିବା, ଏନ.ପି.ଏସକୁ ଉଛେଦ କରି ପୁରାତନ ପେନସନ ବ୍ୟବସ୍ଥାକୁ ଲାଗୁକରିବା, ନାଲି ସଂକେତ ଅତିକ୍ରମ କଲେ…

ଅନ୍ୟ ବିଭାଗ ଉପରୁ ନିର୍ଭରଶୀଳତା ହ୍ରାସ କରିବାକୁ ପ୍ରତାପଙ୍କ ପରାମର୍ଶ

ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ, ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଶିଳ୍ପ ବିଭାଗ ପରିଦର୍ଶନ ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ପୂର୍ବାହ୍ନରେ ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ, ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗ ପରିଦର୍ଶନରେ ଆସି ସମସ୍ତ ବରିଷ୍ଠ…