Sign in
Sign in
Recover your password.
A password will be e-mailed to you.
ପିଲାଙ୍କ ସ୍ବପ୍ନ ଓ ସଫଳତା ମଧ୍ୟରେ ସେତୁ ହୋଇଛି ସ୍କୁଲ ରୂପାନ୍ତର: ମୁଖ୍ୟମନ୍ତ୍ରୀ
ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ 490 ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ
ସୁଯୋଗ ର ବ୍ୟବହାର କରି ଆଗକୁ ବଢି ବାକୁ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ.
ସଫଳତା ଏବେ ହାତ ମୁଠାରେ : ଛାତ୍ରଛାତ୍ରୀ
ଭୁବନେଶ୍ୱର : ସ୍କୁଲ ରୂପାନ୍ତର…
ଉତ୍କଳ ଆଲୁମିନାରେ ‘ବିଶ୍ୱ ପରିବେଶ ଦିବସ’ ପାଳିତ
ଭୁବନେଶ୍ୱର/ଟିକିରିରୁ ବୈକୁଣ୍ଠ ଦୁରିଆ : ଧରିତ୍ରୀ ମାତାକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ଦିଗରେ ଏହାର ନିରନ୍ତର ପ୍ରୟାସରେ ଆଦିତ୍ୟର ଏକ ସହଯୋଗୀ ସଂସ୍ଥା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଉତ୍କଳ ଆଲୁମିନା ଇଣ୍ଣଟରନ୍ୟାସନାଲ ଲିମିଟେଡ ପକ୍ଷରୁ ୨୦୨୨ ଜୁନ୍ ୫ ତାରିଖରେ ଏହାର ଓଡଶାପଡା…
ଦେବଗଡ଼ ଚାଇଲ୍ଡଲାଇନ ତରଫରୁ ବିଶ୍ଵ ପରିବେଶ ଦିବସ ପାଳିତ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ବିଶ୍ଵ ପରିବେଶ ଦିବସ ଅବସରରେ ଦେବଗଡ଼ ଚାଇଲ୍ଡଲାଇନ ତରଫରୁ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଉଛି।ଚାଇଲ୍ଡଲାଇନ ଟିମ୍ ମେମ୍ବର ଉପେନ୍ଦ୍ର ଭଞ୍ଜ ଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ୱାର୍ଡ଼ ନ ୧୦ ବେଞ୍ଜାତିନାଲି ଅଙ୍ଗନବାଡ଼ି କେନ୍ଦ୍ରରେ…
ଜିଲ୍ଲା କଂଗ୍ରେସ ଓବିସି ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଜିଲ୍ଲା କଂଗ୍ରେସ ଓବିସି ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ୯ଦଫା ଦାବୀ ସମ୍ୱଲିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆଜି ଓବିସି ମୋର୍ଚ୍ଚା ସଭାପତି ଡିଲେଶ୍ୱର ସାହୁଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ, ମହିଳା…
ପୃଥିବୀର ବଡ଼ ବଡ଼ ବିପ୍ଳବ ଲେଖାଦ୍ୱାରା ପ୍ରଭାବିତ: ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ପାତ୍ର
ଜ୍ଞାନମଣ୍ଡଳ ପ୍ରଣେତା ବିନୋଦ କାନୁନଗୋଙ୍କ ଜୟନ୍ତୀରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ
ଜ୍ଞାନମଣ୍ଡଳ ଓଡ଼ିଆ ଜାତିର ଅମୂଲ୍ୟ ସଂପଦ: ମନ୍ତ୍ରୀ ଶ୍ରୀ ପାତ୍ର
ଭୁବନେଶ୍ୱର, (ଶାସକ ପ୍ରଶାସକ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜ୍ଞାନମଣ୍ଡଳର ପ୍ରଣେତା ଗାନ୍ଧୀବାଦୀ ସ୍ୱର୍ଗତ…
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କୁ ଲୋକସେବା ଭବନସ୍ଥ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଓ ଶୁଭେଚ୍ଛା ଜଣାଇଛନ୍ତି ।…
ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ପାଇଁ ଉଦ୍ଦିିଷ୍ଟ ପ୍ରି-ମାଟ୍ରିକ ଛାତ୍ରବୃତ୍ତିରେ ବୃଦ୍ଧି
ଭୁବନେଶ୍ୱର: ଓଡ଼ିଶା ସରକାର ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ପାଇଁ ଉଦ୍ଦିିଷ୍ଟ ପ୍ରି-ମାଟ୍ରିକ ଛାତ୍ରବୃତ୍ତି ବାଳକମାନଙ୍କ ପାଇଁ ୭୫୦ ରୁ ୯୫୦ ଟଙ୍କା ଏବଂ ବାଳିକାମାନଙ୍କ ପାଇଁ ୮୦୦ ରୁ ୧୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନୟନ ବିଭାଗ ଏବଂ…
ନିଶ୍ଚିନ୍ତକୋଇଲି ମିଡିଆ ବ୍ରଦର୍ସ ତରଫରୁ ପୂର୍ବତନ ଗାନ୍ଧିବାଦୀ ନେତା ସ୍ବର୍ଗତ ବିକ୍ରମ ବର୍ମାଙ୍କ ପ୍ରଥମ…
ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)ମାହାଙ୍ଗାର ବରପୁତ୍ର ତଥା ପୂର୍ବତ୍ତନ ବିଧାୟକ ତଥା ଗାନ୍ଧିବାଦୀ ନେତା ଭାବେ ପରିଚିତ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ନିଶ୍ଚିନ୍ତକୋଇଲି ମିଡିଆ ବ୍ରଦର୍ସ ତରଫରୁ ଏକ ସ୍ମୃତିଚାରଣ ସଭା ନିଶ୍ଚିନ୍ତକୋଇଲି କଲେଜ…
ଇମ୍ଫାରେ ୫୦ ତମ ବିଶ୍ବ ପରିବେଶ ଦିବସ ପାଳିତ
ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲାର ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିସରରେ ୫୦ ତମ ବିଶ୍ବ ପରିବେଶ ଦିବସ ପାଳିତ ହୋଇ ଯାଇଅଛି । ରାୟଗଡ ସ୍ଥିତ ଆଞ୍ଚଳିକ ପ୍ରଦୁଷଣ ନିୟନ୍ତ୍ରଣ ପରିଷଦର ସହଯୋଗରେ ଏବଂ ଇମ୍ଫାର ଉପ ସଭାପତି ଶ୍ରୀ ଆଶିଷ କୁମାର ରୟଙ୍କ ନେତୃତ୍ବରେ ପାଳିତ ହୋଇଥିବା…
ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ପରିବେଶପ୍ରେମୀ ଜ୍ଞାନ ବିଶ୍ଵାଳ
ଅସ୍ତରଙ୍ଗ/ ଦୁଃଶାସନ ନାୟକ - ବିଶ୍ବ ପରିବେଶ ଦିବସ ପାଳନ ଅବସରରେ ପୁରୀ ନୀଳାଦ୍ରି ବେଳାଭୂମିରେ କାକଟପୁର ବ୍ଲକ ନିମନ୍ତେ ପରିବେଶପ୍ରେମୀ ଜ୍ଞାନ ବିଶ୍ଵାଳଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି। ଜିଲ୍ଲା ପରିବେଶ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଳାର ବିଭିନ୍ନ…