Sign in
Sign in
Recover your password.
A password will be e-mailed to you.
ଲାଠିକଟା ବ୍ଲକ ପାଇଁ ଫିଲ୍ଡ ଏକଜ୍ୟୁକିଟିଭଙ୍କ ନିଯୁକ୍ତି ପ୍ରଦାନ
ରାଉରକେଲା,(ବସନ୍ତ କୁମାର ଜେନା); ଲାଠିକଟା ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଜନସାଧାରଣଙ୍କୁ ସେବା ଯୋଗାଇଦେବା ପାଇଁ ଫିଲ୍ଡ ଏକଜିକ୍ୟୁଟିଭଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏସି ଏସଟି ଫ୍ରେଣ୍ଡସ ଅରଗାନାଇଜେସନ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷ ହେମନ୍ତ କୁମାର ଛୁରା ଙ୍କ…
ଭୁବନେଶ୍ୱର ଠାରେ ‘ରଜ ଉତ୍ସବ’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର– କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭୁବନେଶ୍ୱର ମଞ୍ଚେଶ୍ୱର ଠାରେ ଉତ୍ତର ଭୁବନେଶ୍ୱର ଅନନ୍ୟ ମଞ୍ଚ ପକ୍ଷରୁ ଆୟୋଜିତ ରଜ ଉତ୍ସବରେ ଯୋଗଦେଇ ଏହି ଗଣପର୍ବ ରାଜ୍ୟବାସୀଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଭରିଦେଉ ବୋଲି କହିଛନ୍ତି ।…
ଲଗାଣ ବର୍ଷାରେ ଭାଙ୍ଗିଲା ଘର
ଭଞ୍ଜନଗର / ନିଲୁ ବିଷୋୟୀ : ଅଦିନିଆ ଲଗାଣ ବର୍ଷାରେ ମଙ୍ଗଳବାର ଅପରାହ୍ନରେ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସାନକୋଦଣ୍ଡା ପଞ୍ଚାୟତ ଯୋଗୀମାରି ଗ୍ରାମର ମୟ ନାଇକ ଙ୍କ ବାଡ଼ିପଟ ଘରଟି ଭାଙ୍ଗି ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ଲଗାଣ ବର୍ଷା ସମୟ ତାଙ୍କ ଝିଅ ଉକ୍ତ ଘରେ ଥିବା ବେଳେ ସେ ଅଳ୍ପକେ ବର୍ତ୍ତି…
ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡିରେ ଦେବସ୍ନାନ ଯାତ୍ରା
https://youtu.be/yQwJlQsAYdg
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ତିନି ଠାକୁରଙ୍କ ଦେବସ୍ନାନ ଯାତ୍ରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇ ଯାଇଛି । ସକାଳୁ ସେବାୟତ ମାନେ ଶ୍ରୀମନ୍ଦିରରେ ଠାକୁରଙ୍କ…
ସ୍ନାନ ଜଳରେ ଭିଜିଲେ ଠାକୁର, ଭାବରେ ଭିଜିଲେ ଭକ୍ତ
ସ୍ନାନବେଦୀରେ ଭକ୍ତ ଓ ଭଗବାନଙ୍କ ମହାମିଳନ
ପୁରୀ (ଅନିମେଶ ପଟ୍ଟନାୟକ): ସ୍ନାନବେଦୀରେ ଏକାକାର ହେଲେ ଭକ୍ତ ଓ ଭଗବାନ। ଦୀର୍ଘ ୨ବର୍ଷ ପରେ ମହାପ୍ରଭୁଙ୍କ ଜନ୍ମ ତିଥି ତଥା ଦେବସ୍ନାନ ପୂର୍ଣ୍ଣିମାରେ ଘଟିଛି ଏ ଅପୂର୍ବ ମହାମିଳନ । ଦୁର୍ଲ୍ଲଭ ହାତୀବେଶରେ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଲକ୍ଷାଧିକ…
ଦାଉଦପୁର ଗୋପୀନାଥପୁର ବାବା ଆଖଣ୍ଡଳମଣି ଯୁବ ପରିଷଦ ଆନୁକୂଲ୍ୟରେ ରଜ ମହୋତ୍ସବ
ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ)- ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ଗ୍ରାମ ପଞ୍ଚାୟତ ଗୋପୀନାଥପୁର ସ୍ଥିତ ବାବା ଆଖଣ୍ଡଳମଣି ମନ୍ଦିର ପରିସରରେ ବାବା ଆଖଣ୍ଡଳମଣି ଯୁବ ପରିଷଦ ଆନୁକୂଲ୍ୟରେ ପହିଲି ରଜ ମହୋତ୍ସବ ୨୦୨୨ ମହାଆଡ଼ମ୍ବର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ…
ଚାରି ମୁଖା ପିନ୍ଧା ଦୁର୍ବୁତ୍ତ ଗିରଫ, ଜଣେ ଫେରାର
ଉମରକୋଟ/ଜିତେନ୍ଦ୍ର ମହାନ୍ତି- ମୋବାଇଲ ଫୋନ୍ କୁ ଟ୍ରାକକରି ଉମରକୋଟ ପୋଲିସ କୁ ମିଳିଛି ସଫଳତା। ଚାରି ଦୁର୍ବୁତ୍ତ ଙ୍କ ଠାରୁ ଗୋଟିଏ ମୋବାଇଲ ଫୋନ୍ ଓ ବାଇକ ଜବତ ହୋଇଛି।ଦୃବୃତ୍ତ ମାନ ସ୍ଥାନୀୟ ଅଂଚଳର ଅରୁଣ ହରିଜନ (୨୧)ଅଜୟ ହରିଜନ (୨୦)ବାସୁ ହରିଜନ (୨୧)ଅଭିନାଶ ହରିଜନ (୨୦)।ଅନ୍ୟ ଜଣେ…
ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ
ଖୋର୍ଦ୍ଧା ରୁ ରବି ନାରାୟଣ ସାହୁ ଙ୍କ ରିପୋର୍ଟ--ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ଓଡ଼ିଶା ମୋ ପରିବାର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଶ୍ରୀ ଦିଲ୍ଲୀପ ହୋତାଙ୍କ ସଂଯୋଜନାରେ ଖୋର୍ଦ୍ଧା ସ୍ଥିତ ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଓଡ଼ିଶା-"ମୋ ପରିବାର" ଆନୁକୂଲ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ…
ଗଣିଜାଙ୍ଗ ରାମକୃଷ୍ଣପୁର ପୁରାତନ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ର ଶିଳାନ୍ୟାସ
ଭଦ୍ରକ/ସୀତାକାନ୍ତ ପାଢ଼ୀ-:ଭଦ୍ରକ ଜିଲ୍ଲା ଓଲଙ୍ଗ ଗ୍ରାମ ପଞ୍ଚାୟତ ର ତେନ୍ତୁଳି ଗଡ଼ିଆ ଠାରେ (ଗଣିଜାଙ୍ଗ ରାମକୃଷ୍ଣପୁର ପୁରାତନ ରାସ୍ତାର ଉନ୍ନତିକରଣ) କାର୍ଯ୍ୟ ର ଶିଳାନ୍ୟାସ ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସଂଜୀବ କୁମାର୍ ମଲ୍ଲିକଙ୍କ ଦ୍ୱାରା ହୋଇଯାଇଛି । ଏହି ୩କୋଟି ୪୬ଲକ୍ଷ ଟଙ୍କାର…
ରଜରେ ଉତ୍ସବ ମୁଖର ଭଦ୍ରକ : ଚରମ୍ପା ମା ବାସନ୍ତି ଦୁର୍ଗା ପୂଜା କମିଟି ଆନୁକୂଲ୍ୟରେ ରଜ
ଭଦ୍ରକ/ସୀତାକାନ୍ତ ପାଢ଼ୀ -:ରଜରେ ଉତ୍ସବ ମୁଖର ହୋଇ ଉଠିଛି ଗାଁ ଠୁ ସହର | ଚଳିତ ବର୍ଷ କୋଭିଡ କଟକଣା କୋହଳ ହୋଇଥିବାରୁ ଧୁମ୍ ଧାମରେ ପାଳିତ ହେଉଛି ରଜ ପର୍ବ। ତେବେ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳିତ ହେବାର ଦେଖିବାକୁ ମିଳୁଛି । ପୋଡ଼ ପିଠା ସାଙ୍ଗକୁ ବନାରସି ପାନର…