ଜାହାନିଆ ଉପକୂଳରେ ଲାଗିଛି ଜଳ ଜାହାଜ ନିର୍ଣ୍ଣାୟକ ଯନ୍ତ୍ର ।

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀଜିଲା ଅସ୍ତରଙ୍ଗ ବ୍ଲକ ର ପିରଜାହାନିଆ ବେଳାଭୁମି ର ଅଣକଣା ଗ୍ରାମ ନିକଟ ସମୁଦ୍ର ତଟରେ ଏକ ଜଳ ଯନ୍ତ୍ର ମଙ୍ଗଳବାର ଦିନ ଲାଗିଥିବା ଦେଖିବାକୁ ମିଳିଅଛି । ଏହି ଜଳଯନ୍ତ୍ରରେ ସିସିଟିଭି ରହିଥିବା ସହ କାଠ ଓ ଦାମୀ ଲୁହା ଆଙ୍ଗଲ ଦ୍ଵାରା ଗୋଳାଇ କରାଯାଇ ଉପର…

ସୋନୁ ସୁଦ୍‍ଙ୍କୁ ନେଇ ଶ୍ୟାମ୍‍ ଷ୍ଟିଲ ଆରମ୍ଭ କଲା ନୂଆ ଟିଭିସି ପ୍ରଚାର ଅଭିଯାନ “ମକ୍‍ସଦ ତୋ ଇଣ୍ଡିଆ କୋ…

ଭୁବନେଶ୍ୱର: ପ୍ରାଇମେରୀ ଟିଏମ୍‍ଟି ବାର୍‍ର ଅନ୍ୟତମ ଅଗ୍ରଣୀ ଉତ୍ପାଦନ ଓ ନିର୍ମାଣକାରୀ ଶ୍ୟାମ୍‍ ଷ୍ଟିଲ ସୋନୁ ସୁଦ୍‍ଙ୍କୁ ନେଇ ତାହାର ନୂଆ ଟିଭିସି ପ୍ରଚଳନ କରିଛି । ଏହି ନୂଆ ଟିଭିସି ହେଉଛି ଶ୍ୟାମ ଷ୍ଟିଲ୍‍ର ପ୍ରଚାର ଅଭିଯାନ ‘ମକ୍‍ସଦ ତୋ ଇଣ୍ଡିଆ କୋ ବନାନା ହୈ’ର ବିସ୍ତାର । ଏହି…

ଓଡ଼ିଶାରେ ବେରୋଜଗାର ଯୁବବର୍ଗଙ୍କୁ କୁଶଳତା ତାଲିମ ପ୍ରଦାନ ଦ୍ୱାରା ଡାଲମିଆ ଭାରତ ଆତ୍ମନିର୍ଭର ଭାରତ ଅଭିଯାନକୁ…

ରାଜ୍ୟର ଚାରିଟି ଜିଲାରେ ଦୀକ୍ଷା କେନ୍ଦ୍ର ଆରମ୍ଭ କରିବାକୁ ଓଡ଼ିଶା କୁଶଳତା ବିକାଶ କର୍ତ୍ତୃପକ୍ଷଙ୍କ ସହିତ ଡିବିଏଫ୍‍ର ସହଭାଗିତା ଭୁବନେଶ୍ୱର: ଡାଲମିଆ ଭାରତ ଲିମିଟେଡ (ଡିବିଏଲ) ଓଡ଼ିଶାରେ ବେରୋଜଗାର ଯୁବବର୍ଗଙ୍କୁ କୁଶଳତାର ତାଲିମ ପ୍ରଦାନ କରି ତାହାର କର୍ପୋରେଟ ସାମାଜିକ ଦାୟିତ୍ୱ…

ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ସୁବିଧା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ…

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଉତ୍ତମ ଚିକିତ୍ସା ଓ ପରୀକ୍ଷା ନିମନ୍ତେ ବିଭିନ୍ନ ଦାବୀ ନେଇ ରାୟଗଡ ଜିଲ୍ଲା ବିକାଶ ମଞ୍ଚର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ ରାୟଗଡ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଜରିଆରେ ମାନ୍ୟବର…

ବିଜେପି ସଂଖ୍ୟା ଲଘୁ ମୋର୍ଚାର ମହା ସମାବେଶ

ଉମରକୋଟ(ଜିତେନ୍ଦ୍ର ମହାନ୍ତି) : ବିଜେପି ସଂଖ୍ୟା ଲଘୁ ମୋର୍ଚାର ଏକ ବିଶାଳ ମହା ସମାବେଶ ଖାଣ୍ଡା ପଂଚାୟତର ସାନକୁମାରୀ ଗ୍ରାମରେ ଅନୁଷ୍ଠିତ ହୋଇ ଯାଇଛି | ଏଇ ସଭାରେ କାଜ଼ାମ ମଦାନୀ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଉମେରକୋଟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ମୁଖ୍ୟ ବକ୍ତା…

ବିଜେପି ସଂଖ୍ୟା ଲଘୁ ମୋର୍ଚାର ମହା ସମାବେଶ

ଉମରକୋଟ(ଜିତେନ୍ଦ୍ର ମହାନ୍ତି) : ବିଜେପି ସଂଖ୍ୟା ଲଘୁ ମୋର୍ଚାର ଏକ ବିଶାଳ ମହା ସମାବେଶ ଖାଣ୍ଡା ପଂଚାୟତର ସାନକୁମାରୀ ଗ୍ରାମରେ ଅନୁଷ୍ଠିତ ହୋଇ ଯାଇଛି | ଏଇ ସଭାରେ କାଜ଼ାମ ମଦାନୀ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଉମେରକୋଟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ମୁଖ୍ୟ ବକ୍ତା…

ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ପ୍ରସନ୍ନ ଦେବ ଜୀଉଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ

 ବାସୁଦେବପୁର ( ପ୍ରତାପ କୁମାର ପାଢ଼ୀ) ଆଜି ବାସୁଦେବପୁର ମୁଣିଶୀପଲ୍ ଅନ୍ତର୍ଗତ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ଜୀଉ ଙ୍କ ର ପବିତ୍ର ସ୍ନାନ ଉତ୍ସବ  ଅନୁଷ୍ଟିତ ହୋଇ ଯାଇଛି। ବାସୁଦେବପୁର ପୌର ପରିଷଦ ର ୱାର୍ଡ ନୋ ୧୨ ରେ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ଙ୍କ ମନ୍ଦିର, ଚଳିତ ବର୍ଷ ସମସ୍ତ ନୀତି ସମ୍ପନ୍ନ…

ବିଶ୍ରା ବ୍ଲକରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନଶୁଣାଣି, ୪୬ଟି ଆବେଦନର ଶୁଣାଣି

ସୁନ୍ଦରଗଡ଼/ରାଉରକେଲା,(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ରା ବ୍ଲକଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ…

ନାଉଗାଁ ବ୍ଲକ୍ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନାଉଗାଁ ବ୍ଲକ୍ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଶିବିରରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ ଯୋଗଦେଇ ଜନ ସାଧାରଣ ଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ l ଏହି…

ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ କର୍ମଚାରୀ ଦ୍ୱାରା ନିଆଁ ଲଗା ଘଟଣା: ଘଣ୍ଟ ଘୋଡାଇବାକୁ ଅଭିଯୁକ୍ତ ଙ୍କୁ ଅନ୍ୟତ୍ର ବଦଳି ।

କାନ୍ଥବାଡ଼ରେ ଲେଖାଯାଉଛି ଜଙ୍ଗଲ ରେ ନିଆଁ ଲଗାଇବା ଏକ ଧର୍ତ୍ତବ୍ୟ ଅପରାଧ କିନ୍ତୁ ବନ ବିଭାଗ କର୍ମଚାରୀଙ୍କ ଜାଣତରେ ଜଙ୍ଗଲ ଧ୍ୱଂସ କରିଲେ ସବୁ କ୍ଷମା  କାଶୀପୁର/ ବୈକୁଣ୍ଠ ଦୁରିଆ ; ରାୟଗଡା ଜିଲ୍ଲା ବନ ବିଭାଗ ଅନ୍ତର୍ଗତ କାଶୀପୁର ବନାଞ୍ଚଳରେ ସରକାର ଙ୍କର ଗାଇଡ଼ ଲାଇନକୁ…