ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ବିଶ୍ୱ ସଂଗୀତ ଦିବସ ପାଳିତ

ଭୁବନେଶ୍ୱର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା   ଆନୁକୂଲ୍ୟରେଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁଭୁବନେଶ୍ୱର ଓଡିଶୀ ଗବେଷଣା କେନ୍ଦ୍ର,ଭୁବନେଶ୍ୱର ସ୍ଥିତ ଉତ୍କଳ ରଙ୍ଗ ମଂଚ ଠାରେ ବିଶ୍ୱ ସଂଗୀତ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ଓଡିଶୀ…

ଇଟାଭାଟି ଧୂଆଁ ଓ ଘର ନିକଟରେ ଗୋରୁ ଗାଇଙ୍କ ମଳ ମୂତ୍ର ଟାଙ୍କି ନେଇ ଅଭିଯୋଗ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ତହସିଲ ଅଧୀନ ଗୋପାଳପୁର (ଶଙ୍ଖେଶ୍ୱର) ବେହେଡ଼ପୁର ଗ୍ରାମର ଗୁରୁଚରଣ ପଟ୍ଟନାୟକ ଙ୍କ ଘର ନିକଟରେ ଇଟାଭାଟି ଓ ଗୋରୁଗାଇଙ୍କ ମଳମୂତ୍ର ଟାଙ୍କି ହୋଇଥିବା କାରଣରୁ ବିଭିନ୍ନ ରୋଗ ଜନିତ ସମସ୍ୟା ଉପୁଜୁଥିବାରୁ ଅଭିଯୋଗ କରିଛନ୍ତି l ଅଭିଯୋଗ ମୁତାବକ…

ଦୁର୍ଘଟଣାରେ ପୀଡିତମାନଙ୍କ ଉଦ୍ଧାରକାରୀଙ୍କ ଉଦ୍ଦେଶ୍ୟରେ ପ୍ରଶିକ୍ଷଣ ଶିବିର

ନୟାଗଡ଼ (ବିଶ୍ୱଜିତ ନାୟକ) – ଆଜି  ଆଂଚଳିକ ପରିବହନ ଅଧିକାରୀଙ୍କ ତତ୍ୱାବଧାନରେ ମୁଥାଗାଡ଼ିଆ ସରପଂଚଙ୍କ ଉଦ୍‌ଯୋଗ କ୍ରମେ ନୟାଗଡ଼ ନୂଆ ବସଷ୍ଟାଣ୍ଡ ପରିସରରେ ଏକତ୍ରିତ ହୋଇଥିବା ଲୋକମାନଙ୍କ ପାଇଁ ଦୁର୍ଘଟଣାରେ ପୀଡିତମାନଙ୍କ ଉଦ୍ଧାରକାରୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ…

ଜଗତସିଂହପୁର ଜିଲ୍ଲା ବିଦ୍ୟୁତ୍ କମିଟି ବୈଠକ

ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ ସଦ୍ ଭାବନା ସଭା ଗୃହ ଠାରେ ଜଗତସିଂହପୁର ସାଂସଦ ଡା.ରାଜଶ୍ରୀ ମଲ୍ଲିକ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ଵୈଠକରେ ସରକାରୀ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି,ବାଲିକୁଦା ଏରସମା ବିଧାୟକ ଶ୍ରୀ…

ଏଥର ଓଡିଶା ଭାଗରେ ରାଷ୍ଟ୍ରପତି ପଦବୀ !

ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭୁବନେଶ୍ୱର : ଓଡ଼ିଶାର ବିଶିଷ୍ଟ ନାରୀନେତ୍ରୀ, ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଆପାତତଃ ନିଶ୍ଚିତ | ଏନଡିଏ ଆଜି ତାଙ୍କୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଛି | ଆଜି…

‘ଶ୍ରୀ’ ସମ୍ମାନରେ ସମ୍ମାନିତ ହେଲେ ସୋଆ ଏସ୍‌ଏଚଏମ୍ ଡିନ୍‌

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍‌ ମ୍ୟାନେଜମେଂଟ ଡିନ୍ ତଥା ଉପଦେଷ୍ଟା ପ୍ରଫେସର ଶିତିକଣ୍ଠ ମିଶ୍ର ଙ୍କୁ ‘ଶ୍ରୀ’ ସମ୍ମାନ-୨୦୨୨ ରେ ସମ୍ମାନିତ କରାଯାଇଛି । ସାମାଜିକ ଅନୁଷ୍ଠାନ “ପରିଚୟ ଫାଉଣ୍ଡେସନ” ପକ୍ଷରୁ ଅନୁଷ୍ଠିତ ଏକ ସ୍ୱତନ୍ତ୍ର…

ଅବକାରୀ ବିଭାଗର ଚଢ଼ାଉ : ବିପୁଳ ପରିମାଣରେ ମହୁଲପୋଚ, ରନ୍ଧାମଦ ସହ ଚାରି ଗିରଫ ।

ପଦ୍ମପୁର- ପଦ୍ମପୁର ଅବକାରୀ ଥାନା ଅଞ୍ଚଳରେ ରନ୍ଧା ମଦ କାରବାର ବଢୁଥିବା ଖବର ପାଇ ବରଗଡ଼ ଅବକାରୀ ସୁପରିଟେନଡେଣ୍ଟ ପ୍ରଦୀପ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ଥାନା ଅଧୀନସ୍ଥ ସମ୍ପିଆ ଠାରେ ବରଗଡ଼ ମୋବାଇଲ ୟୁନିଟ ଓ ପଦ୍ମପୁର ଅବକାରୀ ବିଭାଗ ମିଲିତ ଭାବରେ ଚଢ଼ାଉ କରିଥିଲେ ।…

144 ଧାରା ଲାଗୁହୋଇ ଚାଲିଲା ବଳଭଦ୍ରପୁର , ଢ଼ିପା ମାଳ ରାସ୍ତା କାର୍ଯ୍ୟ

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ମାଳିସାହି ପଞ୍ଚାୟତ ଗୁଡୁ ପାଙ୍ଗି ଓ 17 ଖଣ୍ଡ ମୌଜା କୁ ନେଇ ବିବାଦ ଲାଗି ରହିଥିବା ଯୋଗୁଁ ବଳଭଦ୍ରପୁର , ଢିପା ମାଳ ପ୍ରଧାନମନ୍ତ୍ରୀ ରାସ୍ତା କାର୍ଯ୍ୟ ବନ୍ଦ ହୋଇ ରହିଥିଲା।ତେବେ ପ୍ରଶାସନ ତରଫରୁ 144 ଧାରା ଲାଗୁ କରାଯାଇ ଆରମ୍ଭ ହୋଇଛି ରାସ୍ତା…

ଜିଲ୍ଲା ଵିଜେପି ର ଯୋଗ ଶିବିର

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜି ସ୍ଥାନୀୟ ସାରଦା ମଣ୍ଡପ ଠାରେ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି l ଆଜି ହେଉଛି ଵିଶ୍ୱ ଯୋଗ ଦିଵସ l ସେଥି ପାଇଁ ସାରା ପୃଥିବି ରେ ସମସ୍ତ ଦେଶ ଏହି ୨୧ଜୁନ କୁ ଵିଶ୍ୱ ଯୋଗ ଦିଵସ ରୁପେ…

ନାଉଗାଁ ସରକାରି ଉଚ୍ଚ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି ଶିକ୍ଷକ ଙ୍କ ମନମାନି!

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ନାଉଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି ଶିକ୍ଷକ ମନୋମାନି ଦୃଶ୍ୟ l ଯେଉଁଠି ସରକାର ପକ୍ଷରୁ ଉକ୍ତ ସ୍କୁଲ ଟିକୁ 5T ଅନ୍ତର୍ଭୁକ୍ତ କରାଯାଇ ଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସ୍ମାର୍ଟ ହେଉନାହାନ୍ତି l ସୂଚନା ଅନୁଯାୟୀ ସକାଳ ୯ଟା ୪୦ସୁଦ୍ଧା…