Sign in
Sign in
Recover your password.
A password will be e-mailed to you.
କାଶୀପୁର ଲ୍ୟାମ୍ପ ରେ ସଭାପତି ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ।
କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସଦର ମହକୁମା ଥିବା ଲ୍ୟାମ୍ପରେ ଚଳିତ ମାସ ୨୮ ତାରିଖ ରେ ହେବାକୁ ଥିବା ସଭାପତି ପଦବୀ ର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ହେଇଯାଇଛି । ଏହିପଦ ପାଇଁ ଚଳିତ ମାସ ୯ ତାରିଖରେ ନିର୍ଦେଶକ ଭାବେ ଅଞ୍ଚଳର ଅନ୍ୟ ସଭ୍ୟସଭ୍ୟା…
ନିଶ୍ଚିନ୍ତକୋଇଲି ଠାରେ ସଡକ ଦୁର୍ଘଟଣା:ଜଣେ ମୃତ, ଜଣେ ଗୁରୁତର ।
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) କଟକ ଚାନ୍ଦବାଲି ରାସ୍ତା ନିଶ୍ଚିନ୍ତକୋଇଲି ଫିଲ୍ମ ହଲ ନିକଟରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ରେ ଜଣେ ମୃତ୍ୟବରଣ କରିଥିଲା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଛି।ଉଭୟଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା।…
ସରକାରୀ ନିୟମକୁ ଫୁ କରି ଆଗେଇ ଚାଲିଛି କ୍ଷୁଦ୍ର ଜଳ ସେଚନ ବିଭାଗର କାମ : ଚାଲିଛି ଠିକାଦାରଙ୍କ ମନମାନି !
ପଦ୍ମପୁର- ସରକାରୀ ନିୟମକୁ ଫୁ କରି ମନଇଚ୍ଛା କାମ ଆଗେଇ ଚଲାଇଛନ୍ତି ଠିକାଦାର । କୌଣସି ସରକାରୀ କାମ ହେଲେ ତାହା କେଉଁ ବିଭାଗର କାମ , ତାର ବ୍ୟୟ ଅଟକଳ କେତେ, କର୍ଯ୍ୟ ଅବଧି କେତେ ଏହି ସମସ୍ତ ସୂଚନା ଏକ ଫଳକରେ ରହିଥାଏ । ଯାହା ଦ୍ବାରା କାର୍ଯ୍ୟର ସବିଶେଷ ବିବରଣୀ ଜଣାପଡିଥାଏ । ହେଲେ…
ମହିଳା ପତଞ୍ଜଳୀ ଯୋଗ ସମିତି ଯୁବା ସଙ୍ଗଠନ ପକ୍ଷରୁ ବିଶ୍ବ ଯୋଗ ଦିବସ ପାଳିତ ।
ପଦ୍ମପୁର- ବିଶ୍ବ ଯୋଗଦିବସ ଅବସରରେ ମହିଳା ପତଞ୍ଜଳୀ ଯୋଗସମିତି ଯୁବା ସଙ୍ଗଠନ ପକ୍ଷରୁ ବିଶ୍ବ ଯୋଗ ଦିବସ ପାଳନ କରାଯାଇଛି । ଦହିତା ଆଶ୍ରମ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ମେହେରଙ୍କ ତତ୍ବାବଧାନରେ ଧୁବୁନି ଭୋଇ,ମୋହନ ମେହେର, ହେମନ୍ତ ମେହେର,କୁଞ୍ଜବିହାରୀ ନାଏକ,…
ରାୟଗଡ଼ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ
ରାୟଗଡରୁ ସରୋଜ କୁମାର ସାହୁ: ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଉପଲକ୍ଷେ ରାୟଗଡ଼ ସହରର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ମାନଙ୍କରେ ବହୁ ଆଡମ୍ବର ସହ ପାଳନ କରାଯାଇଛି। ଏହି ଅବସରରେ ରାୟଗଡ଼ ଗାୟତ୍ରୀ ନଗର ସ୍ଥିତ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ମଜଦୁର ସଂଘ, ରାୟଗଡ଼ ୱାକର୍ସ…
ବଜ୍ରାଘାତରେ ୩ ଗୋରୁ ମୃତ
ରଣପୁର/ପ୍ରସନ୍ନ କୁମାର ସାମନ୍ତରାୟ :ବଜ୍ରାଘାତରେ ୩ ଗୋରୁ ମୃତ l ଏପରି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଶଙ୍ଖମୂଳ ଗ୍ରାମରେ l ଆଜି ମଧ୍ୟାହ୍ନରେ କାଳବୈଶାଖୀର ତାଣ୍ଡବରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ମାରିଥିଲା l ଫଳରେ ଶଙ୍ଖମୂଳ ଗାଁର…
ଅବକାରୀ ବିଭାଗ ଦ୍ଵାରା 37ଲିଟର ଦେଶୀ ମଦ ସହ ବାଇକ ଜବତ,2ଗିରଫ l
ରଣପୁର/ପ୍ରସନ୍ନ କୁମାର ସାମନ୍ତରାୟ :ରଣପୁର ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୁଡ଼ରେ ରଣପୁର ଅବକାରୀ ବିଭାଗ l ଆଜି ରଣପୁର ବ୍ଲକର କାକଲମା ଓ ଭେରୁପଡା ରେ ଚଢ଼ାଉ କରି 37ଲିଟର ଦେଶୀ ମଦ ଓ OD25C0499 ନଂର ଏକ ବାଇକ ଜବତ କରିଵା ସହ 2ଜଣଙ୍କୁ ଗିରଫ କରିଛି l…
ମୋବାଇଲ୍ ଫୋନ୍ର ଅତ୍ୟଧିକ ବ୍ୟବହାର ଯୁବପିଢ଼ିଙ୍କ ଏକାଗ୍ରତା ହ୍ରାସର କାରଣ : ଡାକ୍ତର ଅଶୋକ ମହାପାତ୍ର
ଭୁବନେଶ୍ୱର: ମୋବାଇଲ୍ ଫୋନ୍ର ବହୁଳ ବ୍ୟବହାର ଫଳରେ ଯୁବପିଢ଼ିଙ୍କ ମଧ୍ୟରେ ଏକାଗ୍ରତାର ଘୋର ଅଭାବ ଦେଖାଦେଉଛି । ଶରୀର ପାଇଁ ମଧ୍ୟ ଏହା କ୍ଷତିକାରକ ସାବ୍ୟସ୍ତ ହେଉଛି । ନିଜ ଘର ଠାରୁ ୫୦ ମିଟର ଦୂରରେ ମୋବାଇଲ ଟାୱାର ରହିବା ଉଚିତ୍ । ନଚେତ୍ ଏହାର କୁପ୍ରଭାବ ମଣିଷ ଶରୀର ଉପରେ ପଡିବ ବୋଲି…
ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
https://youtu.be/hp3pJn-GZ2c
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶରୀରକୁ ସୁସ୍ଥ , ମନକୁ ଶାନ୍ତ ଓ ଶ୍ବାସକ୍ରିୟାକୁ ନିୟନ୍ତ୍ରିତ କରିବା ପାଇଁ ସାରା ବିଶ୍ୱରେ ମଙ୍ଗଳବାର ଦିନ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ପାରଳାଖେମୁଣ୍ଡି ସମେତ ସାରା ଗଜପତି ଜିଲ୍ଲାରେ ମଧ୍ୟ ଅଷ୍ଟମ…
ପଦ୍ମପୁର ତାଲୁକ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
ପଦ୍ମପୁର: ପଦ୍ମପୁର ତାଲୁକ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ପଦ୍ମପୁର ସିଭିଲ କୋଟ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହେବା ସହ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି ସଚେତନତା ଶିବିରରେ ଅତିରିକ୍ତ ଜିଲ୍ଲା ବିଚାରପତି ତଥା ତାଲୁକ ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ …