Sign in
Sign in
Recover your password.
A password will be e-mailed to you.
କୋଣାର୍କରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଶ୍ଵ ଯୋଗଦିବସ
ଅସ୍ତରଙ୍ଗ(ଦୁଃଶାସନ ନାୟକ): ବିଶ୍ଵ ଯୋଗଦିବସ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ କ୍ରମେ ବିଶ୍ଵ ଯୋଗ ଦିବସ ଉପଲକ୍ଷେ୨୧ତାରିଖ ବୁଧବାର ସକାଳ୬ଘଟିକା ଠାରୁ ୮ଘଟିକା ପର୍ଯ୍ୟନ୍ତ କୋଣାର୍କ ମନ୍ଦିର ସମ୍ମୁଖ ମନ୍ଦିର ପରିସର ଓ ଆନ୍ତର୍ଜାତିକ ବାଖ୍ୟାନ କେନ୍ଦ୍ର ପରିସରରେ…
ଗାଡ଼ ରେ ପଡି ଯୁବକ ଗୁରୁତର।
ସିମୁଳିଆ( ଅକ୍ଷୟ କୁମାର ଜେନା): ସରକାର ଙ୍କ ଭେଳିକି ଭେଳିକି ଯୋଜନା ଲୋକ ମାନଂକ ପାଖରେ ଯେତେ ଆଦୃତ ହେଉଛି। ତାହା କୁ ସୁଚାରୁ ରୂପ ଦେବାକୁ ତଳ ସ୍ଥର ରୁ ଉପରିସ୍ଥ ଅଫିସର ଯାଏ ଅବହେଳା ଦେଖାଉ ଥିବାର ନଜିର ଆସୁଛି। କୌଣସି କାମ ପୂର୍ଣ୍ଣାଙ୍ଗ ହୋଇ ପାରୁ ନଥିବା ବେଳେ ସାଧାରଣ ଲୋକ ଟି ଜିବନ…
ଦୁର୍ନୀତି ର ତଦନ୍ତ ଏବଂ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଲ ଙ୍କୁ ଭେଟିଲେ ଗୁଦେରପାଲି ସରପଞ୍ଚ ।
ପଦ୍ମପୁର- ଗାଇସିଲେଟ ବ୍ଳକ ରେ ବରଗଡ଼ ଜିଲ୍ଲାପାଲ ମନିଷା ବାନାର୍ଜୀ ଙ୍କ ଅଭିଯୋଗ ଶୁଣାଣି ରେ ଗୁଦେରପାଲି ଗ୍ରାମ ପଞ୍ଚାୟତ ରେ ସରକାରୀ ଅନୁଦାନରୁ ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏକ ଅର୍ଦ୍ଧ ନିର୍ମିତ ନିମ୍ନ ମାନର ଦୁଇ ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଛି। ବର୍ତ୍ତମାନ ସୁଦ୍ଧା…
ବଜାର ମଧ୍ୟ ଦେଇ କୋଇଲା ଗାଡ଼ିଯିବାରେ ତ୍ରିପାକ୍ଷିକ ଆଲୋଚନା
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ଟିକିରି ବଜାର ରାସ୍ତା ଦେଇ ଉତ୍କଳ ଆଲୁମିନା କୁ କୋଇଲା ଗାଡ଼ି ଯାତାୟାତ ନେଇ ସ୍ଥାନୀୟ ଥାନାପୁଲିସ, ପବ୍ଲିକ ଏବଂ ଆଲୁମିନା କମ୍ପାନୀ ଅଧିକାରୀ ମଧ୍ୟରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇ ଥିଲା ।ଟିକିରିଥାନାପରିସରରେଅନୁଷ୍ଠିତ ବୈଠକରେ…
ଆନ୍ତର୍ଜାତିକ ବିଶ୍ୱ ଯୋଗ ଦିବସ ପାଳିତ
ପଦ୍ମପୁର-ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ପଦ୍ମପୁର ରେ କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ଆଜି ସକାଳ ୬ ଘଣ୍ଟା ରୁ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି ।ଉକ୍ତ ଶିବିର କୁ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପଧାନ ଉଦଘାଟନ କରି ସ୍ୱାଗତ ଭାଷଣ ବିଶ୍ୱ ଯୋଗ ଦିବସ ର…
ପଲସଦାସ୍ଥିତ ଆୟୁଷ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
ପଦ୍ମପୁର-ପଲସଦାସ୍ଥିତ ଆୟୁଷ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା | ସ୍ଥାନୀୟ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ପଙ୍କଜ ସାହୁ ଓ ଆୟୁର୍ବେଦ ଚିକିତ୍ସାଧିକାରୀ ଡାକ୍ତର ମନୋରଞ୍ଜନ ଦେବତାଙ୍କ ଉପସ୍ଥିତି ରେ ଧନ୍ଵନ୍ତରୀଙ୍କ ଉଦ୍ଦେଶ୍ୟରେ ରେ ପ୍ରଦୀପ ପ୍ରଜୃଳନ କରି…
ହିମାଚଳ ପ୍ରଦେଶର କାଙ୍ଗରା ଫୋର୍ଟ ଠାରେ ‘ଆନ୍ତର୍ଜାତିକ ଯୋଗ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଶାରିରୀକ ଓ ମାନସିକ ଶାନ୍ତି ପାଇଁ ଯୋଗ ଏକ ବୈଜ୍ଞାନିକ ପ୍ରୟୋଗ- ଧର୍ମେନ୍ଦ୍ର ପ୍ରଧାନ
କାଙ୍ଗରା ଫୋର୍ଟ(ହିମାଚଳ ପ୍ରଦେଶ) – ଯୋଗ କେବଳ ଏକ ଶାରିରୀକ ବ୍ୟାୟମ ନୁହେଁ ବରଂ ଶରୀରକୁ ନୂଆ ଉର୍ଜା ଦେଇଥାଏ । କରୋନା ସମୟରେ ବିଶ୍ୱ ସମୁଦାୟକୁ ଯୋଗ ହିଁ ପ୍ରତିଷେଧମୂଳକ ସଦୃଶ ମେଡ଼ିସିନ୍ ହୋଇଥିଲା ।…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସଦ୍ ଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ ଜନ ସାଧାରଣ ଙ୍କ…
ପୁଡାପଦର ଗାଁରେ ଖାଲି ଥିବା ଅଙ୍ଗନୱାଡ଼ି କର୍ମୀ ପଦବୀ ପୂରଣ ପାଇଁ ଅନ୍ୟ ଗ୍ରାମର ପାର୍ଥିନୀଙ୍କୁ ଅଗ୍ରାଧିକାର ଦେଉଥିବାର…
ନିଜ ଗାଁର ଆଶାୟୀ ପ୍ରାର୍ଥିନୀ ନିଯୁକ୍ତି ଦେବାକୁ ସିଡିପିଓଙ୍କୁ ଦାବୀପତ୍ର ପ୍ରଦାନ
ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ) ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ଖାଲିଥିବା ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଯେଉଁ ଗାଁର ତଥା ୱାଡ଼ ଅନ୍ତର୍ଭୁକ୍ତ…
ଓଡ଼ଗାଁ ବ୍ଳକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ରାଜ୍ୟ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ସୋମବାର ଦିନ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଳକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ଉପଦେଶ…