Sign in
Sign in
Recover your password.
A password will be e-mailed to you.
ଜାତୀୟ ମୁଏଥାଇ ୨୦୨୨ – ଓଡିଶା କୁ ୬ ସ୍ଵର୍ଣ, ୯ ରୌପ୍ୟ ଏବଂ ୧୬ କାଂସ୍ୟ ସହ ସମୁଦାୟ ୩୧ ଟି ପଦକ
ଭୁବନେଶ୍ୱର : ଆନ୍ତର୍ଜାତିକ ଅଲମ୍ପିକ କମିଟି ଦ୍ୱାରା ସ୍ୱୀକୃତ "ଇଣ୍ଟରନାସନାଲ ଫେଡେରେସନ ଅଫ ମୁଏଥାଇ ଆସୋସିଏସନ" ସହ ଅନୁବନ୍ଧିତ ଏକମାତ୍ର ଭାରତୀୟ ସଂସ୍ଥା "ୟୁନାଇଟେଡ଼ ମୁଏଥାଇ ଆସୋସିଏସନ- ଇଣ୍ଡିଆ" ପକ୍ଷରୁ ମଧ୍ୟପ୍ରଦେଶ ର ଦେବାସ ସ୍ଥିତ ଶ୍ରୀମନ୍ତ ଟୁକୋଜି ରାଓ ପାୱାର ଇଣ୍ଡୋର ଷ୍ଟାଡିଅମ…
“ମାନବିକତା ପାଇଁ ଯୋଗ”:ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ସେନା ମୁଖ୍ୟାଳୟ ଛତିଶଗଡ-ଓଡିଶା…
ଭୁବନେଶ୍ୱର: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ସେନା ମୁଖ୍ୟାଳୟ ଛତିଶଗଡ-ଓଡିଶା ପକ୍ଷରୁ ଗତକାଲି ରାୟପୁର ସ୍ଥିତ ସେଣ୍ଢ ହ୍ରଦ କୂଳରେ ଥିବା ସମ୍ମାନଜନକ "ସୌଭାଗ୍ୟଂ " ଧ୍ୟାନ କେନ୍ଦ୍ରରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାୟ 250 ରୁ ଅଧିକ ଅଧିକାରୀ, ଯବାନ ଏବଂ ନାଗରିକ…
ଅଲିମ୍ପିକ୍ ମୂଲ୍ୟବୋଧ ସମ୍ପର୍କିତ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ
ଭୁବନେଶ୍ୱର : ଆଜି ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ଟ୍ରଷ୍ଟ, ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଅଲିମ୍ପିକ୍ ଫାଉଣ୍ଡେସନ ଫର୍ କଲଚର ଏଣ୍ଡ୍ ହେରିଟେଜ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସହଯୋଗରେ ଅଲିମ୍ପିକ୍ ମୂଲ୍ୟବୋଧ ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଗୋପବନ୍ଧୁ…
ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ସାମାଜିକ ସମ୍ପର୍କ ସୁଦୃଢ଼ କରିବାକୁ ପଡ଼ିବ : ଆକାଶ ଦାସନାୟକ
ମୋ କଲେଜ’ ଅଭିଯାନ ଅଧୀନରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ‘ମାନସିକ ସ୍ୱାସ୍ଥ୍ୟ’ ଉପରେ ଆଲୋଚନାଚକ୍ର
କଟକ/ଭୁବନେଶ୍ଵର,: ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟଠାରେ ‘ମାନସିକ ସ୍ୱାସ୍ଥ୍ୟ’ ଶୀର୍ଷକ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।…
ମାଇକ୍ରୋଫାଇନାନ୍ସ କମ୍ପାନି ବିରୋଧରେ ଗର୍ଜିଲା ଗରିବ ସେନା ।
ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନଙ୍କ ଠାରୁ ୬ କୋଟି ଠକେଇ ଘଟଣା ।
ଠାକୁର ସେଲମା ବେଲ ପରେ ନିଖୋଜ । ମହିଳାମାନଙ୍କ ଆତ୍ମହତ୍ୟା କରିବା ଚେତାବନୀ
ଟିଟିଲାଗଡ(ରଶ୍ମିରେଖା ମହାପାତ୍ର ): ଟିଟିଲାଗଡ ଅଂଚଳର ବହୁ ଚର୍ଚ୍ଚିତ ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନଙ୍କୁ ଳୋଭ ଦେଖାଇ…
ଦୋକାନ ଗୃହ ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ :ଉପଜିଲ୍ଲାପାଳଙ୍କୁ ଫେରାଦ ହେଲା କଂଟାବାଞ୍ଜି ବିଜେଡି .
ଟିଟିଲାଗଡ(ରଶ୍ମିରେଖା ମହାପାତ୍ର ): ନିକଟ ଅତୀତରେ କଂଟାବାଞ୍ଜି ସହରରେ ଉଠାଦୋକାନୀ ମାନଙ୍କୁ ଜବରଦଖଳ ଉଚ୍ଚେଦ ସମୟରେ ରାସ୍ତାକଡରୁ ହଟାଇ ଦିଆଯାଇଥିଲା ।ପରେ ସେମାନଙ୍କ ଥଇଥାନ ପାଇଁ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ଅନୁଦାନ ଦେଇଥିବା ବେଳେ କଂଟାବାଞ୍ଜି ଏନ.ଏ.ସି. ପ୍ରଶାସନ ତରଫରୁ…
୧୧ କେଭି ତାର ସଂସ୍ପର୍ଶ ରେ ଆସି ମାମୁଁ ମୃତ, ଭାଣଜି ଗୁରୁତର।
ଉମରକୋଟ(ଜିତେନ୍ଦ୍ର ମହାନ୍ତି )-ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ ଥିବା ସମସ୍ତା ଫାଇନାନ୍ସ ନାମକ ବେସରକାରୀ ସଂସ୍ଥା ରେ ଟଙ୍କା ଋଣ ଆଣିବାକୁ ଯାଇ ଥିବା ବେଳେ ସେଠାରେ ଥିବା ୧୧ କେଭି ତାର ସଂସ୍ପର୍ଶ ରେ ଆସି ମାମୁ ମୁର୍ତ୍ୟୁ ବରଣ କରିଥିବା ବେଳେ ଭାଣଜି ଙ୍କୁ ଗୁରୁତ୍ୱର ହୋଇଛନ୍ତି lସୂଚନା…
ବିଦେଶରୁ ଅପିଲ କଲେ ନବୀନ
"ଓଡ଼ିଶାର ଝିଅ"ଙ୍କୁ ଦଳମତ ନିର୍ବିଶେଷରେ ସମର୍ଥନ କରନ୍ତୁ ରାଜ୍ୟ ବିଧାନ ସଭାର ସମସ୍ତ ବିଧାୟକ
ଭୁବନେଶ୍ୱର : ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଦଳମତ ନିର୍ବିଶେଷରେ ସମର୍ଥନ ଜଣାଇବା ପାଇଁ ଓଡିଶା ବିଧାନସଭାର ସମସ୍ତ ସଭ୍ୟଙ୍କୁ ଆହ୍ୱାନ ଜଣାଇଛନ୍ତି ବିଦେଶ…
ଅମିତ ଶାହାଙ୍କୁ ଭେଟିଲେ ବିଜେଡି ସାଂସଦ ଅନୁଭବ
ନୂଆଦିଲ୍ଲୀ : କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ଓଡ଼ିଆ ସିନେ ତାରକା ତଥା କେନ୍ଦ୍ରାପଡ଼ାରୁ ବିଜେଡି ସାଂସଦ ଅନୁଭବ ମହାନ୍ତି | ସେ ନିଜେ ଆଜି ଏହି ଫୋଟୋ ତାଙ୍କ ଟୁଇଟର ହାଣ୍ଡଲ ରେ ପୋଷ୍ଟ କରିଛନ୍ତି | ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କ ସହ ସାକ୍ଷାତ ଆଲୋଚନା ବେଳେ ଦେଶର…
ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କ ସହ ବିଭାଗୀୟ ସଚିବଙ୍କ ସୌଜନ୍ୟମୂଳକ ସାକ୍ଷାତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ବରିଷ୍ଠ ପ୍ରଶାସକ ଶ୍ରୀ ସଂଜୟ କୁମାର ସିଂ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଲା ପରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତଙ୍କୁ ସଚିବାଳୟସ୍ଥିତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।…