ବାଲି ବୋଝେଇ ଟ୍ରକ ଧକ୍କା ରେ ସାଇକେଲ ଆରୋହି ମୃତ ; ସହାୟତା ଦାବିରେ ବହୁ ସମୟ ରାସ୍ତା ରୋକ।

 ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ)- ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ ବନ୍ଧକାଟିଆ ଗ୍ରାମ ପଞ୍ଚାୟତ ଫତେପୁର ଗ୍ରାମର ବିଷ୍ଣୁଚରଣ ସିଂ ୪୭ ବର୍ଷ ସାଇକେଲ ଯୋଗେ ଆସୁଥିବା ବେଳେ ତିଳକଣା ପଂଚାୟତ ଅଫିସ ସମ୍ମୁଖରେ ଏକ ବାଲି ବୋଝେଇ ଟ୍ରକ ପିଟି ହୋଇଯିବା ଯୋଗୁଁ ଗୁରୁତର ଭାବେ…

ସରପଞ୍ଚ ହେବେ ତ ଏମିତି: ଶ୍ରମିକଙ୍କ ସହ ମିଶି କାମ କଲେ ସରପଞ୍ଚ

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ସରପଞ୍ଚ ସରସ୍ଵତୀ ଠାକୁର ଏବେ ଅଞ୍ଚଳରେ ଚର୍ଚ୍ଚାରେ ରହିଛନ୍ତି। ବକ୍ସମା ପଞ୍ଚାୟତ ବିଭିନ୍ନ ଜାଗାରେ ମନରେଗା କାର୍ଯ୍ୟ, ବିଭିନ୍ନ ସଂସ୍ଥା ପକ୍ଷରୁ ଚାଲିଥିବା କାର୍ଯ୍ୟକୁ ଏବେ ସରପଞ୍ଚ…

ବାବା ଗୋରେଖନାଥ ଙ୍କ ମନ୍ଦିରରୁ ଚୋରୀ ଅଭିଯୋଗ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ତିର୍ତ୍ତୋଲ ଥାନା ପ୍ରସିଦ୍ଧ ବାବା ଗୋରେଖନାଥ ଙ୍କ ମନ୍ଦିରରୁ ବିଳମ୍ବିତ ରାତିରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରୀ କଲେ ଦୁର୍ବୁତ l ଘଟଣା ସ୍ଥଳରେ ବର୍ତ୍ତମାନ ସୁଦ୍ଧା ପହଞ୍ଚି ନାହିଁ ପୋଲିସ l ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ…

୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ପ୍ରତ୍ୟେକ ବାଟାଲିଅନ ପାଇଁ ୨୨୧ଟି ପଦବୀ ଆହୁରି ୧୩୨ଟି ପଦବୀ ଆଉଟ୍‌ ସୋର୍‌ସିଂ ଜରିଆରେ ପୂରଣ ହେବ ଭୁବନେଶ୍ୱର/ ଶାସକ ପ୍ରଶାସକ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ (ଆଇଆରବି) ପାଇଁ ୬୬୩ଟି ପଦବୀକୁ (Security Coys) ମଞ୍ଜୁର…

ରାୟଗଡ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଯୋଗଦେଲେ ସ୍ୱଧା ଦେବ ସିଂହ

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡରେ ନୂତନ ଜିଲ୍ଲାପାଳ ଭାବେ ଆଇଏଏସ ଅଫିସର ଶ୍ରୀମତି ସ୍ୱଧା ଦେଵ ସିଂହ. ଆଜି ପୂର୍ବାହ୍ନରେ ଯୋଗଦାନ କରିଛନ୍ତି l ଆଜି ବିଦାୟୀ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଥିଲେ l ଦାୟିତ୍ୱ ଗ୍ରହଣ…

ଆଇସିଆଇସିଆଇ ବ୍ୟାଙ୍କ ନୂତନ ଶାଖାର ଶୁଭାରମ୍ଭ କଲେ ସାଂସଦ।

ବାସୁଦେବପୁର/ପ୍ରତାପ ପାଢ଼ୀ- ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ପେଟ୍ରୋଲ ପମ୍ପ ପାଖରେ ଆଇସିଆଇସିଆ ଇ ର ଏକ ନୂତନ ଶାଖା ର ଶୁଭ ଉଦଘାଟନ ହୋଇ ଯାଇଛି। ଏହି ଉଦ୍ ଘାଟନ ଉତ୍ସବ ରେ ଭଦ୍ରକ ସଂସଦୀୟ କ୍ଷେତ୍ର ର ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ…

ନିଖିଳ ଓଡିଶା ଆଶାକର୍ମୀ ସଂଘ ପକ୍ଷରୁ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟ ଚିକିତ୍ସା…

ଲାଞ୍ଚୁଆ ଅଧିକାରୀଙ୍କୁ ବଦଳି ସହ ଆଶାକର୍ମୀଙ୍କ ସ୍ଵତନ୍ତ୍ର ପ୍ୟାକେଜ ଟଙ୍କାରୁ ବେଆଇନ ଭାବେ ଅସୁଲି କରୁଥିବା ଟଙ୍କା ଫେରାଇବାକୁ ଦାବୀ ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ) ନିଖିଳ ଓଡିଶା ଆଶାକର୍ମୀ ସଂଘ ପକ୍ଷରୁ ଆଗରୁ ବିଭିନ୍ନ ସମସ୍ୟା ସମ୍ପର୍କରେ କିଛି ଦିନ ତଳେ ଘସିଏନ ଗୋଷ୍ଠୀ…

ମେଲଛାମୁଣ୍ଡାରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳନ

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ହୋମୋପେଥିକ ଡାକ୍ତରଖାନା ଆନୁକୂଲ୍ୟରେ ଖେଳ ପଡିଆଠାରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଡାକ୍ତର ପୁଷ୍ପଲତା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ହାଇସ୍କୁଲ ପ୍ରଧାନ ଶିକ୍ଷକ ବାଲମକୁନ୍ଦ ସାହୁ, ସରପଂଚ…

ଭାରତୀୟ ଜନତା ପାର୍ଟି ପକ୍ଷରୁ ଆର୍ନ୍ତଜାତୀୟ ଯୋଗ ଦିବସ ପାଳିତ

ମାହାଙ୍ଗା (ଦେବେନ୍ଦ୍ର ଷଢଙ୍ଗୀ):-ମାହାଙ୍ଗା ବ୍ଳକ ପୋଡ଼ାମରାଇ ସ୍ଥିତ ଭାରତୀୟ ଜନତା ପାର୍ଟି ସେବା ପ୍ରକୋଷ୍ଠ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଯୁବନେତା ଶାରଦା ପ୍ରଧାନଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଆର୍ନ୍ତଜାତୀୟ ଯୋଗଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଯୋଗାଚାର୍ଯ୍ୟ ଯୋଗଦାନ କରି ଯୋଗ…

ଫସଲ ବୀମା ରାଶି ମିଳିବା ଦାବୀ ନେଇ ପାଟଣାଗଡ଼ କୃଷକ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର…

▪️ଆଗାମୀ ୧୦ ଦିନ ମଧ୍ୟରେ ଦାବୀ ପୂରଣ ନହେଲେ ସମସ୍ତ ସରକାରୀ ଅଫିସରେ ତାଲା ପକାଇ ଧାରଣା ଦେବା ସହ ସରକାରୀ ଅଫିସ ଅଚଳ କରିବାକୁ ଚେତାବନୀ▪️ ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ) ସରକାର ଅନ୍ନଦାତା ଚାଷୀମାନଙ୍କୁ ଅଣଦେଖା ଓ ଶୋଷଣ କରାଯାଉଥିବାର ଅଭିଯୋଗ ହେଉଛି । ବର୍ଷାନୁବର୍ଷ ଧରି ମରୁଡି…