Sign in
Sign in
Recover your password.
A password will be e-mailed to you.
ତାମିଲନାଡୁ ମାନସିକ ରୋଗୀଙ୍କୁ ଗଛରେ ବାନ୍ଧି ମାଡ ମାରିବା ଘଟଣା. ଫେରାର ସାମ୍ବାଦିକ କଲେ ଆତ୍ମସମର୍ପଣ
ଭଦ୍ରକ(ସୀତାକାନ୍ତ ପାଢ଼ୀ)-:ପୀରହାଟ ଥାନା ଅଧିନ ରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା ,ଜଣେ ମାନସିକ ଅନାଗ୍ରସର ବ୍ୟକ୍ତିଙ୍କୁ ଗଛରେ ବାନ୍ଧି ମାଡ ମରାଯାଉଥିବା ଭିଡ଼ିଓ ଏବେ ଭାଇରଲ ହେଉଛି. ମାନସିକ ରୋଗୀ ଜଣଙ୍କୁ ଅନ୍ୟରାଜ୍ୟରେ ହୋଇଥିବା ବେଳେ କିଛି ଲୋକ ତାଙ୍କୁ ଗଛରେ ବାନ୍ଧିଛନ୍ତି.…
ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ରାୟଗଡ ଗସ୍ତ
ଡ୍ରୋନ୍ ମାଧ୍ୟମରେ ସ୍ୱାମୀତ୍ୱ ପ୍ରକଳ୍ପର ସର୍ଭେ କାର୍ଯ୍ୟ କଲେ ନିରୀକ୍ଷଣ
ରାୟଗଡ:- ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ରାୟଗଡ ଜିଲ୍ଲାକୁ ଗସ୍ତ କରି ''ସ୍ୱାମୀତ୍ୱ'' ପ୍ରୋଜେକ୍ଟର ସମୀକ୍ଷା କରିଥିଲେ । ସର୍ବ ପ୍ରଥମେ ରାୟଗଡ ତହସିଲ ଅନ୍ତର୍ଗତ ହାଲୁଆ ଗ୍ରାମପଞ୍ଚାୟତରେ…
ମୋ କଲେଜ’ ଅଭିଯାନ ଅଧୀନରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’
ବିଶ୍ୱବିଦ୍ୟାଳୟର ‘ଆଲୁମିନି ଡିରେକ୍ଟୋରି’ ପୁସ୍ତକ ଉନ୍ମୋଚନ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନ ମିଟ୍-୨୦୨୨’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋ’ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ…
ଗଜପତି ଜିଲ୍ଲା ଗସ୍ତରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ : ମୋହନା ତହସିଲର ରାଜସ୍ବ ବିଭାଗ କାର୍ଯ୍ୟ ସମେତ ଅନ୍ୟାନ୍ୟ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ , ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ , ଓଡ଼ିଶା ସରକାରଙ୍କ ସମେତ ନିର୍ଦ୍ଦେଶକ, ଭୂମି ଅଭିଲେଖ ଓ ସର୍ବେକ୍ଷଣ ଅଧିକାରୀ , ଓଡିଶା ଦକ୍ଷିଣାଞ୍ଚଳ ରାଜସ୍ବ ଜିଲ୍ଲାର ପରିଦର୍ଶନରେ ଆସି…
ଜାତୀୟ ଅନୁସୂଚିତ ଜାତି କମିଶନ ଉପାଧ୍ୟକ୍ଷଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ
ଅନୁସୂଚିତ ଜାତିଙ୍କ ପାଇଁ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ନେଇ ସମୀକ୍ଷା
ଭୁବନେଶ୍ୱର(ଶାସକ ପ୍ରଶାସକ ): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଅନୁସୂଚିତ ଜାତି କମିଶନର ଉପାଧ୍ୟକ୍ଷ ଶ୍ରୀ ଅରୁଣ ହାଲଦାର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ…
ଗୁଣାତ୍ମକ ଶିକ୍ଷାକୁ ପ୍ରାଥମିକତା ପ୍ରଦାନ କରାଯାଉଛି : ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ
ଭୁବନେଶ୍ୱର :ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ବାରିପଦା ଗସ୍ତରେ ଯାଇ ସଦର ମହକୁମାସ୍ଥ ପ୍ରୟାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଉଥିବା ଜିଲ୍ଲା ପ୍ରଧାନଶିକ୍ଷକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ମୟୂରଭଞ୍ଜ ଜିଲ୍ଲା କିପରି…
ଦିନକୁ ଦିନ ବଢିବାରେ ଲାଗିଛି ପଦ୍ମପୁର ସହରରେ ବେଆଇନ ଘରୋଇ ହଷ୍ଟେଲ, ପ୍ରଶାସନ ଚୁପ ।
ପଦ୍ମପୁର- ଜୁନ ମାସ ଦ୍ବିତୀୟ ସପ୍ତାହ ପରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାରେ ଲାଗିଛି । ପଦ୍ମପୁର ସହରରେ ବିଭିନ୍ନ ଅଞ୍ଚଳର ପିଲାମାନେ ସ୍କୁଲ କଲେଜରେ ପାଠ ପଢିଥାନ୍ତି । ଅଧିକାଂଶ ପିଲା ଘରୋଇ ହଷ୍ଟେଲ କୁ ଭରସା କରି ସେଠାରେ ରହି ପାଠ ପଢୁଛନ୍ତି । ପଦ୍ମପୁର ସହରରେ ଦିନକୁ ଦିନ ବେଆଇନ ଭାବରେ…
ବିବାଦ ଛାଡ଼ୁନି:ପୁଣିବିବାଦ ଘେରରେ କେନ୍ଦ୍ରାପଟି ଆରଆଇ ।
ଅସ୍ତରଙ୍ଗ(ଦୁଃଶାସନ ନାୟକ)- ବିବାଦରେ କେନ୍ଦ୍ରାପାଟି ରାଜସ୍ୱ ନିରୀକ୍ଷକ ହେଉଛନ୍ତି ଦୀପ୍ତିରଞ୍ଜନ ମହାପାତ୍ର | ଏହି କିଛିମାସ ତଳେ ଅସ୍ତରଙ୍ଗ ଆରଆଇ ସର୍କଲ ରେ ଥିବାବେଳେ ଏହି ବାବୁଜଣକ ଆରଆଇ କାର୍ଯ୍ୟାଳୟ ରେ ଥିବା ଚଉକିରେ ନକଲି ଆରଆଇଙ୍କୁ ବସାଇ ଅର୍ଥ ଆଦାୟ କରୁଥିବା ଅଭିଯୋଗ ସହ ଧରା ପଡିବା…
ନବକୃଷ୍ଣ ଚୋୖଧୁରୀଙ୍କ ତିରୋଧାନ ଦିଵସ ପାଳିତ
ଜଗତସିଂହପୁର,/ସୁମନ୍ତ କୁମାର ଦାସ:ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଜଗତସିଂହପୁର ଜିଲ୍ଲାର ସୁଯୋଗ୍ୟ ସନ୍ତାନ,ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଦିଵସ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୋୖର ପରିଷଦ ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଅଛି lନବକୃଷ୍ଣ ଚୌଧୁରୀ…
ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ
ଜଗତସିଂହପୁର/ସୁମନ୍ତ କୁମାର ଦାସ:ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ ଜନ୍ମମାଟି ଖେରସ ଠାରେ ଓଡ଼ିଶା ପାଠକ ସାମୁଖ୍ୟ ପକ୍ଷରୁ ପାଳନ ହୋଇଯାଇଛି lଓଡ଼ିଆ ପାଠକ ସାମୁଖ୍ୟର ଆବାହକ ବିପ୍ଳବ ଚୌଧୁରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ…