Sign in
Sign in
Recover your password.
A password will be e-mailed to you.
ମିଳିତ ଅବକାରୀ ଧରପଗଡ଼ ; ୨ ଗିରଫ
ଭଞ୍ଜନଗର : ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଭାରପ୍ରାପ୍ତ ତହସିଲଦାର ନିହାର ରଞ୍ଜନ ବେହେରା ଙ୍କ ନେତୃତ୍ୱରେ ଶୁକ୍ରବାର ଭଞ୍ଜନଗର ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ସହରର ବିଭିନ୍ନ ଦେଶୀ ମଦ ଭାଟିରେ ଚଢ଼ାଉ କରାଯାଇଛି। ଏଥିରେ ୫୦୦ ଲିଟର ରୁ ଉର୍ଦ୍ଧ୍ବ ଗୁଡ଼ ମିଶ୍ରିତ ପୋଚ ନଷ୍ଟ…
ବାଥରୁମ୍ ରେ ଫୁଟିଲା ବୋମା ,ଚିକିତ୍ସାଧୀନ ଯୁବତୀ ଙ୍କୁ ଭେଟିଲେ ସିଙ୍ଗାର ପଲ୍ଲୀ ସରପଞ୍ଚ
ନୂଆଗାଁ/ସୁବ୍ରତ ପରିଡା: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ପଞ୍ଚାୟତ ନୂଆଗାଁ ରେ ୧୮ ବର୍ଷୀୟ ଯୁବତୀ ଗାଧୋଇବାକୁ ଗଲାବେଳେ ବୋମା ଫୁଟିବା ଦ୍ଵାରା ଯୁବତୀ ଜଣଙ୍କ ଗୁରୁତର ହୋଇଥିଲେ।ସୂଚନା ଅନୁଯାୟୀ ଦୀନବନ୍ଧୁ ଦଳ ବେହେରା ଙ୍କ ଝିଅ ଅଶାନ୍ତି ଦଳ ବେହେରା ବାଥ୍ ରୁମ୍ କୁ…
ସାଂସଦ ଡ଼. ରାଜଶ୍ରୀ ମଲ୍ଲିକ ଙ୍କ ଧୋୟାଅଞ୍ଚଳ ଗସ୍ତ
ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ସାଂସଦ ଡ଼. ରାଜଶ୍ରୀ ମଲ୍ଲିକ ତିର୍ତ୍ତୋଲ ବ୍ଲକ ଧୋୟା ଅଞ୍ଚଳ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଦେଖାଯାଇଛି l ଏହି ବ୍ଲକ କନିମୁଳ ପଂଚାୟତ ମିର୍ଜାପୁର ଗ୍ରାମର ସ୍ବର୍ଗତ ଧୂର୍ବ ଚରଣ ମଲ୍ଲିକ ଙ୍କ ପତ୍ନୀ ସତ୍ୟଭାମା ଙ୍କ…
ଭିଜିଲାନ୍ସ ହାତରେ ନବରଙ୍ଗପୁର ଜିଲ୍ଲା ଏମଡିଏମ ଡେଭେଲପର
ଉମରକୋଟ/ ଜିତେନ୍ଦ୍ର ମହାନ୍ତି : ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ Accountant- cum-programmer ବିକାଶ ସାନା ଏମଡିଏମ ବିଲ କରିବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । 10 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବିଲ କରିବା ପାଇଁ ସେ ଦୁଇ ଲକ୍ଷ…
୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ବିଧାୟକ ପ୍ରତାପ ଜେନା
ପୁରାଣ ପ୍ରସିଦ୍ଧ ଜରିଆ ଝିଲ୍ଲୀ ର ଉନ୍ନତିକରଣ କାର୍ଯ୍ୟ ପାଇଁ ବି ନେଲେ ବୈଠକ
ମାହାଙ୍ଗା/ ଦେବେନ୍ଦ୍ର ଷଡ଼ଙ୍ଗୀ: ମାହାଙ୍ଗା ବ୍ଲକ ଅଞ୍ଚଳର ଜନସାଧାରଣଙ୍କ ଘରେ ଘରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ମେଗା ପାନୀୟଜଳ ପ୍ରକଳ୍ପର ସମୀକ୍ଷା ସହ ପୁରାଣ ପ୍ରସିଦ୍ଧ ଜରିଆ ଝିଲ୍ଲୀ…
ବିଶିଷ୍ଟ ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା !
ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର : ଏକ ଦୁଖଦ ଘଟଣାରେ ଓଲିଉଡ ଅନ୍ୟତମ ଲୋକପ୍ରିୟ ଅଭିନେତା ତଥା ଯାତ୍ରା ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ଘଟିଛି | ଶୁକ୍ରବାର ଦିନ ତାଙ୍କ ଘରୁ ପୋଲିସ ତାଙ୍କ ମୃତଦେହ ଜବତ କରିଛନ୍ତି। ତାଙ୍କର ମୃତ୍ୟୁ ଆତ୍ମହତ୍ୟାଜନିତ…
ଆଇନ ବ୍ୟବସ୍ଥା ଉପରୁ ଭରସା ତୁଟିଲା ପରେ ନ୍ୟାୟ ପାଇଁ ଆତ୍ମହତ୍ୟାର ବାଟ ବାଛିଲେ ଗୁଣନିଧି ।
ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ) :କଟକ କିଶନନଗର ଥାନାରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା । ଆଇନ ବ୍ୟବସ୍ଥା ଉପରୁ ଭରସା ତୁଟିଲା ପରେ କିପରି ଜଣେ ଲୋକ ବାଛିନେଉଛି ମୃତ୍ୟର ରାସ୍ତା ତାହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି । ପୋଲିସ ସବୁଜାଣି ମଧ୍ୟ ଘଟଣା ଘଟିବାର କିଛି ସମୟ…
ଓଡ଼ିଶାକୁ ଜାତୀୟ ଏମ୍ଏସ୍ଏମ୍ଇ ଆୱାର୍ଡ-୨୦୨୨
ଭୁବନେଶ୍ୱର, :ଭାରତ ସରକାର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ପାଦନ ଉଦ୍ୟୋଗ, ସେବା ଉଦ୍ୟୋଗ, ସ୍ୱତନ୍ତ୍ର ଉଦ୍ୟୋଗ ଏବଂ ପ୍ରତିଷ୍ଠାନ ସହାୟତା କ୍ଷେତ୍ର ଭଳି ସର୍ବମୋଟ ୪୪ ଗୋଟି କ୍ଷେତ୍ରରେ ପୁରସ୍କାର ନିମନ୍ତେ ବିବେଚିତ ହୋଇଛନ୍ତି । ଏଥିରେ ଓଡ଼ିଶା ଜାତୀୟ…
ଶିକ୍ଷାକ୍ଷେତ୍ରରେ କେନ୍ଦୁଝର ଜିଲ୍ଲାକୁ ଅଗ୍ରଣୀ ଜିଲ୍ଲାରେ ପରିଣତ କରାଯିବ : ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ
ଡି.ଏନ୍. ହାଇସ୍କୁଲ ସମୀକ୍ଷା ବୈଠକରେ ଜିଲ୍ଲାର ପ୍ରଧାନ ଶିକ୍ଷକଙ୍କୁ ମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର (ଶାସକ ପ୍ରଶାସକ) : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କେନ୍ଦୁଝର ଜିଲ୍ଲା ପରିଦର୍ଶନରେ ଯାଇ ଡି.ଏନ୍. ହାଇସ୍କୁଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଉଥିବା…