Sign in
Sign in
Recover your password.
A password will be e-mailed to you.
ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରେ ୨ଦିନିଆ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ପରିସରରେ ଥିବା ଇଣ୍ଡୋର ଷ୍ଟାଡିୟମ ଠାରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରେ ୨ଦିନିଆ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଶନିବାର ଦିନ ଉଦ୍ଘାଟିତ ହୋଇଯାଇଛି। ଏହି…
ରାଜ୍ୟରେ ଶିକ୍ଷାକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ସମସ୍ତେ ପ୍ରୟାସ କରିବା ଆବଶ୍ୟକ: ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ
ଗଣଶିକ୍ଷାମନ୍ତ୍ରୀ ଶ୍ରୀ ଦାଶଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ
ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ବାଲେଶ୍ୱର ଗସ୍ତରେ ଯାଇ ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀରେ ଅନୁଷ୍ଠିତ ହେଉଥିବା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ବିଶ୍ୱସ୍ତରରେ…
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରୀ ସଂଘର ସାଧାରଣ ପରିଷଦ ବୈଠକ
ଭୁବନେଶ୍ୱର:ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରୀ ସଂଘର ସାଧାରଣ ପରିଷଦ ବୈଠକ ଆଜି ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟରେ କୁଳପତି ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ. ରୋହିତ ପୂଜାରୀ କହିଲେ ଯେ…
ରଥଯାତ୍ରାରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର ହ୍ରାସ ସହ ରିସାଇକେଲିଂ ପାଇଁ ଅପିଲ୍ କଲେ କେନ୍ଦ୍ରମନ୍ତ୍ରୀ…
- ରଥଯାତ୍ରାରୁ ଶ୍ରୀଗୁଣ୍ଡିଚା ଯାତ୍ରା ଯାଏଁ ପୁରୀରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରକୁ କମ କରିବା ପାଇଁ ପରାମର୍ଶ- ଏହି ଦିନ ଲୋକମାନେ ଭୋଗ ଓ ଫୁଲ ପାଇଁ ପଲିଥିନ୍, ପାଣି ବୋତଲ ଓ ଖାଦ୍ୟ ସାମଗ୍ରୀକୁ ନେବା ପାଇଁ ପ୍ଲାଷ୍ଟିକର ମାତ୍ରାଧିକ ବ୍ୟବହାର କରିଥା’ନ୍ତି- ଏହାର ନକରାତ୍ମକ ପ୍ରଭାବ…
SPL କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବାଜି ମାରିନେଲା ଖିଷ୍ଠାପାତ୍ରଗୁଡା ।
କଲ୍ୟାଣ ସିଂହପୁରରୁ ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଶିକରପାଇ ଏମସିସି କ୍ରିକେଟ ପଡିଆ ଠାରେ ଏସ ପି ଏଲ ସିଜେନ୍ ୫ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବାଜିମାରିନେଲା ଖିଷ୍ଠାପାତ୍ରଗୁଡା। ଏଥିରେ ମୁଖ୍ୟ ଅତିଥି ଭାବେ ଏନ ଭାସ୍କର ରାଓ ଯୋଗଦେଇ ଫାଇନାଲ ମେଚ୍ ଟି ଆରମ୍ଭ…
ମୁଖ୍ୟମନ୍ତ୍ରୀଙ୍କ ମୋବାଇଲ ଅଫିସ, ଭାୟା ଓସ୍ବାସ
ଭୁବନେଶ୍ୱର : ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମରେ ତାଙ୍କ ଧାର୍ଯ୍ୟ ଗସ୍ତ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ନିୟମିତ ନିଜ ଅଫିସର ଗୁତୁତ୍ତ୍ୱପୁର୍ଣ୍ଣ ଫାଇଲ କାମ କରିବାକୁ ଭୁଲୁନାହାନ୍ତି | ଗସ୍ତ କ୍ରମ ସହ ଗୁରୁତ୍ୱପୂର୍ଣ୍ଣ ସରକାରୀ ଫାଇଲ ଗୁଡିକ ମଧ୍ୟ ରାଜ୍ୟ…
ପୌରପରିଷଦ ପକ୍ଷରୁ ପୌରାଞ୍ଚଳରେ ଆରମ୍ଭ ହେବ ଜନ ଅଭିଯୋଗ ଶୁଣାଣୀ ଏବଂ ହେଲ୍ପ ଲାଇନ ପ୍ରକୋଷ୍ଠ
https://youtu.be/iUUiH2DVRLg
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ପୌରାଞ୍ଚଳରେ ସହର ବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାପାଇଁ ପୌରପରିଷଦ ପକ୍ଷରୁ ଏଣିକି ଆରମ୍ଭ ହେବାକୁ ଯାଉଛି ଜନ ଅଭିଯୋଗ ଶୁଣାଣୀ ଏବଂ ହେଲ୍ପ ଲାଇନ ପ୍ରକୋଷ୍ଠ। ପାରଳାଖେମୁଣ୍ଡି ସ୍ଥିତ ପୌରପରିଷଦ…
ଟାଟା ଷ୍ଟିଲ ମେଡ଼ିକା ହସ୍ପିଟାଲ ପକ୍ଷରୁ ସମ୍ପୁର୍ଣ୍ଣ କହୁଣି ପ୍ରତ୍ୟାରୋପଣର ବିରଳ ଅସ୍ତ୍ରୋପଚାର
ଭୁବନେଶ୍ୱର/କଳିଙ୍ଗନଗର: ଓଡ଼ିଶାର ଯାଜପୁର ଜିଲ୍ଲା ଡୁବୁରୀଠାରେ ଅବସ୍ଥିତ ଟାଟା ଷ୍ଟିଲ ମେଡ଼ିକା ହସ୍ପିଟାଲ ୭୦ ବର୍ଷୀୟ ରୋଗୀ ଶ୍ରୀ ଚନ୍ଦ୍ରମୋହନ ଟିଉଙ୍କ ସମ୍ପୁର୍ଣ୍ଣ କହୁଣିର ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରିବା ସହିତ ଆଉ ଏକ ବିରଳ ସଫଳତା ହାସଲ କରିଛି । ଯାଜପୁରର ଗୋବରଘାଟି ଠାରେ ଅବସ୍ଥିତ…
ଛି…. କି ଅମଣିଷ ଏଗୁଡ଼ାକ, ୯୫ ବର୍ଷର ଵୃଦ୍ଧାପ୍ରତି ଦୁର୍ବୁତ୍ତଙ୍କ ଅସଦାଚରଣ !
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତୁମ୍ଭାଅଣ୍ଡେଇସାହି ଗ୍ରାମ ପଞ୍ଚାୟତ ସ୍ଥିତ ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ଯାହାକି ଏକ ପ୍ରକାର ନିନ୍ଦନୀୟ ଏବଂ ଲଜ୍ୟାଜନକ ଘଟଣା କହିଲେ ବି ଅତ୍ୟୁକ୍ତି ହେବ ନାହିଁ l ଏକ ୯୫ ବର୍ଷର ଵୃଦ୍ଧା ମହିଳା ଅସଦାଚରଣ ର…
କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ବାତିଲ କରିବା ଦାବି
ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆମ ଦେଶରେ ବେକାରୀର କରାଳ ରୂପ କୋଟି କୋଟି ଯୁବ ପ୍ରାଣକୁ ହସ୍ତସନ୍ତ କରିଚାଲିଛି l ବେକାରୀ ଜନିତ ଦରିଦ୍ରତାର କଷାଘାତରେ ଅବର୍ଣ୍ଣନୀୟ ଦୁଃଖ ଓ ଦୁର୍ଦଶା ଭିତରେ କାଳାତିପାତ କରିବାକୁ ପଡୁଛି l ସରକାରଙ୍କ ପ୍ରତିଶୃତି ମୁତାବକ ବର୍ଷକୁ ୨ କୋଟିର ନିଯୁକ୍ତି…