Sign in
Sign in
Recover your password.
A password will be e-mailed to you.
ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଦିବସ ପାଳନ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାପ୍ରଶାସନ ଓ ଜିଲ୍ଲା ଅବକାରୀ ବିକାଶ ପକ୍ଷରୁ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଦିବସ ପାଳିତ ହୋଇଯାଇଛି l ନିଶା ଅଭ୍ୟାସ ସ୍ୱାସ୍ଥ୍ୟରେ କ୍ଷତି କରେ, ପରିବଟିକ ବିଶୃଙ୍ଖଳିତ ସୃଷ୍ଟି କରେ,…
ଆଶ୍ରା ସ୍କୁଲ ପରିସରରେ ଆନ୍ତର୍ଜାତିୟ ନିଶା ବିରୋଧ ଦିବସ ପାଳିତ
ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିଂହାରପୁର ପଂଚାୟତ ନୂଆପୋଲସ୍ଥିତ ଆଶ୍ରା ସ୍କୁଲ ପରିସରରେ ଆନ୍ତର୍ଜାତୀୟ ନିଶା ବିରୋଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସ୍ଥାନୀୟ ବଜାର ପରିକ୍ରମା କରି…
ଦ୍ରୌପଦୀଙ୍କ ପାଇଁ ଗର୍ବିତ, ହେଲେ ଦଳର ପ୍ରାର୍ଥୀଙ୍କୁ ଦେବି ଭୋଟ :ସୁର ରାଉତରାୟ
ଭୁବନେଶ୍ୱର : ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଯୋଗୁଁ ଓଡ଼ିଆ ଭାବେ ମୁଁ ଗର୍ବିତ । ହେଲେ ମୁଁ ଏକ ଜାତୀୟ ଦଳର ମୁଁ ଶୃଙ୍ଖଳିତ ସଦସ୍ୟ । ଦଳ ଯାହା ନିଷ୍ପତ୍ତି ନେବ ତାହା ମୋ ପାଇଁ ଶିରୋଧାର୍ଯ୍ୟ । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଚେଲା କୁମାର ଓ ଶରତ ପଟନାୟକ ଆମର ନେତା…
ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ: ଅନ୍ଧାରରେ ପରୀକ୍ଷା, ମୋବାଇଲ ଫ୍ଲାସ ଲାଇଟରେ ଚାଲିଛି ଖାତା ଦେଖା
ନବରଙ୍ଗପୁର:ନବରଙ୍ଗପୁର ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ସାଙ୍ଘାତିକ ଦୃଶ୍ୟ।ଅନ୍ଧାରରେ ପରୀକ୍ଷା ଦେଉଛନ୍ତି ଯୁକ୍ତ ତିନି ଛାତ୍ର,ଛାତ୍ରୀ । କେବଳ ଏତିକି ନୁହଁ ମୋବାଇଲର ଫ୍ଲାସ ଲାଇଟରେ ଯୁକ୍ତ ଦୁଇ କଳା ଦ୍ଵିତୀୟ ବର୍ଷର ଖାତାର ମୂଲ୍ୟାୟନ ଚାଲିଛି।ପିଲାଙ୍କ ଭବିଷ୍ୟତକୁ ନେଇ ଚାଲିଛି…
ଚାଲିଛି ମେସିନ୍ ରେ ମହାବନ୍ଧ : ଦିଗହରା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା
ପ୍ରଶାସନିକ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ପଣ୍ଡ ହେଉଛି ନିଶ୍ଚିତ କର୍ମ ନିଯୁକ୍ତି ଲକ୍ଷ୍ୟ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଲିଥିବା କେନ୍ଦ୍ର ସରକାରଙ୍କ ବହୁମୁଖୀ ଯୋଜନା ଯୋଜନା ମଧ୍ୟରେ ସୀମିତ ରହିଯାଇଛି । କେନ୍ଦ୍ର ସରକାରଙ୍କ ଏକ ଲୋକାଭିମୁଖୀ ଯୋଜନା…
ଗ୍ରୀଷ୍ମକାଳୀନ ଶିକ୍ଷା ଶିବିର ଉଦଯାପିତ
ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ୧୨୧ଟି ଗ୍ରାମରେ ପ୍ରଥମ ଓଡିଶା ଏଜୁକେଶନ ଫାଉଣ୍ଡେସନ ପକ୍ଷରୁ ଚାରି ସପ୍ତାହ ଧରି ଚାଲିଆସୁଥିବା ଗ୍ରୀଷ୍ମକାଳୀନ ଶିକ୍ଷା ଶିବିର ଉଦଯାପିତ ହୋଇଯାଇଛି।କୁଜଙ୍ଗ ବ୍ଲକ ପଙ୍କପାଳ ପଞ୍ଚାୟତର ପହଣା ଗ୍ରାମର ବଟ ମହାପୁରୁଷଙ୍କ…
ଲୁହ ଆଉ କୋହରେ ଭିଜିଲା କୁଞ୍ଜବନ
ଗାଁ ମାଟିରେ ରେ ସହିଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି l
ରଣପୁର/ପ୍ରସନ୍ନ କୁମାର ସାମନ୍ତରାୟ :ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକର କୁଞ୍ଜବନ ଗାଁରେ ପହଞ୍ଚିଲା ସହିଦ ଯବାନ ବୈକୁଣ୍ଠନାଥ ପ୍ରଧାନଙ୍କ ପାର୍ଥିବ ଶରୀର l ତ୍ରିପୁରା ସୀମାରେ BSF ଯବାନ ଭାବେ କାର୍ଯ୍ୟରତ ଥିବାବେଳେ ଗତ 23ତାରିଖଦିନ…
ଗରିବ ଏବଂ ନିରାଶ୍ରୟ ପିଲାଙ୍କ ମୁହଁ ରେ ହସ ଫୁଟେଇବାର ନିଆରା ପ୍ରୟାସ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲାରେ ବିଭିନ୍ନ ଫାଉଣ୍ଡେସନ ଗଢି ଉଠିଥିବା ବେଳେ ସର୍ଭିସ ସ୍ମାଇଲ ଫାଉଣ୍ଡେସନ ନିଆରା ଶୈଳୀ ରେ ଜୁନ 25ତାରିଖ ଦିନ ସାଲେପୁର ବ୍ଲକ ସ୍ଥିତ ବୋଇଲ ଗ୍ରାମ ପଞ୍ଚାୟତ ରେ ଥିବା ସ୍ଵପ୍ନେଶ୍ୱର୍ ବାଳା ଆଶ୍ରମ ରେ ଥିବା ଛୋଟ ଛୋଟ ପିଲାଙ୍କ ପାଇଁ ତାଙ୍କ…
ରାଉରକେଲାର ଚାନ୍ଦିପୋଷ ଠାରେ ପୋଲିସର ଏନକାଉଣ୍ଟର ; ଅପରାଧୀ ଠାରୁ AK-47 ରାଇଫଲ୍ ଜବତ
ରାଉରକେଲା/ବସନ୍ତ ଜେନା : ରାଉରକେଲାରୁ ଏକ ବଡ଼ ଏନକାଉଣ୍ଟରର ଖବର ସାମ୍ନାକୁ ଆସିଛି। ଚାନ୍ଦିପୋଷ ଥାନା ଅନ୍ତର୍ଗତ ଏହି କାଣ୍ଡ ଘଟିଥିବା ସୂଚନା ମିଳିଛି। ପୋଲିସର ଏନକାଉଣ୍ଟରରେ ଜଣେ ଭୟଙ୍କର ଅପରାଧୀ ଆହତ ହୋଇଥିବା ବେଳେ ତାଙ୍କ ନିକଟରୁ ଏକେ -୪୭ ବନ୍ଧୁକ ଜବତ ହୋଇଛି। ରାଉରକେଲା ପୋଲିସ ଅନ୍ୟ ୨…
ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୨ଟି ”ପୋଲିସ-ଫାୟାର-ଆମ୍ବୁଲାନ୍ସ” ଜରୁରୀକାଳୀନ ସେବା ଗାଡିର ଶୁଭାରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ପୋଲିସ ଥାନା ପରିସରରେ ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୨ଟି ''ପୋଲିସ-ଫାୟାର ଆମ୍ବୁଲାନ୍ସ ଜରୁରୀକାଳୀନ ନଂ ୧୧୨ ସେବା ଗାଡିର ଶୁଭାରମ୍ଭ ହୋଇଛି। ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ…