ଅଚ୍ୟୁତ ସାମନ୍ତଙ୍କ ମାନିଲା ଗସ୍ତ: ଏଫ୍‍ଆଇଭିବିର ସାଧାରଣ ପରିଷଦ ବୈଠକରେ ଯୋଗଦାନ

ଭାରତରେ ଭଲିବଲ୍‍ର ବିକାଶ ନେଇ ଆଲୋଚନା ଭୁବନେଶ୍ୱର :ଫେଡ଼େରେସନ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ଭଲିବଲ୍‍ (ଏଫ୍‍ଆଇଭିବି)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଫିଲିପାଇନ୍‍ସର ମାନିଲାଠାରେ ଗୁରୁବାର ଆରମ୍ଭ ହୋଇଛି । ଏଫ୍‍ଆଇଭିବିର ଆମନ୍ତ୍ରଣ କ୍ରମେ ଭାରତୀୟ ଭଲିବଲ୍‍ ସଂଘ (ଭିଏଫ୍‍ଆଇ)ର ସଭାପତି ଅଚ୍ୟୁତ…

ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ବିରାଟ ସମାବେଶ

ରାଉରକେଲା/ବସନ୍ତ ଜେନା: ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଙ୍କ ନେତୃତ୍ୱରେ ଆଜି ଷଷ୍ୟକଲା ପଂଚାୟତ ର ଖଣ୍ଡାଧାର ଠାରେ OMC ଗେଟ ନିକଟରେ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଏକ ବିରାଟ ସମାବେଶ ହୋଇଥିଲା I ଶ୍ରୀଯୁକ୍ତ ନାୟକ ଙ୍କ ସହିତ ଅନ୍ୟ ନେତାମାନେ ଉଦବୋଧନ ଦେଲାପରେ, OMC…

ଖାଲମଡା ସେବା ସମବାୟ ସମିତି ରେ ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ପ୍ରକାଶ

ନୂଆଗାଁ/ସୁବ୍ରତ ପରିଡା : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖାଲମଡା ସେବା ସମବାୟ ସମିତି ରେ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଖାଲମଡା ଗ୍ରାମର ପ୍ରକାଶ ପ୍ରଧାନ ଏକମାତ୍ର ସଭାପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ।ନିର୍ବାଚନ ଅଧିକାରୀ…

ରାୟଗଡ଼ ଜିଲ୍ଲା ରଙ୍ଗତୁଳୀ ଚିତ୍ରକର ସଂଘର ନୂତନ କାର୍ଯ୍ୟାଳୟ ଉଦଘାଟିତ

ରାୟଗଡ଼ରୁ ସରୋଜ କୁମାର ସାହୁ: ରାୟଗଡ଼ ଜିଲ୍ଲା ରଙ୍ଗତୁଳୀ ଚିତ୍ରକର ସଂଘର ସଭାପତି ଶ୍ରୀ ପ୍ରଦୀପ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଏକ ନୂତନ ସଂଘ କାର୍ଯ୍ୟାଳୟ ରାୟଗଡ଼ା କସ୍ତୁରୀ ନଗର ସ୍ଥିତ ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସରେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉଦଘାଟନ…

ବାଲ୍ୟ ବିବାହ ବନ୍ଦ ନିମନ୍ତେ ଓଡିଶା ଜୀବିକା ମିଶନର କର୍ମକର୍ତ୍ତାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହର ବନ୍ଦ କରିବା ନିମନ୍ତେ ଗୋଟିଏ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆର୍ . ଉଦୟଗିରି ବ୍ଲକ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ୫୧…

ପଦ୍ମପୁର ରେ ବଳିଦାନ ଦିବସ ପାଳନ

ପଦ୍ମପୁର:ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ପ୍ରେରଣାର ଉତ୍ସ, ବିଶିଷ୍ଟ ଶିକ୍ଷାବିତ୍, ପ୍ରଖର ରାଷ୍ଟ୍ରବାଦୀ ନେତା ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଆଜି ପଦ୍ମପୁରରେ ପାଳିତ ହୋଇଯାଇଛି, ନଗର୍ ବିଜେପି ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ମେହେରଙ୍କ…

ରାସ୍ତା ଦୁରବସ୍ଥା ନେଇ ନିର୍ବାହୀ ଯନ୍ତ୍ରୀ ଙ୍କୁ କାଉନ୍ସିଲର ଙ୍କ ଚିଠି ।

ପଦ୍ମପୁର-ସରକାର ଗମନା ଗମନ କୁ ପ୍ରାଧାନ୍ୟ ଦେବା ସହ କୋଟି କୋଟି ଅର୍ଥ ବିନିମୟ ରେ ରାସ୍ତା ମାନ ନିର୍ମାଣ କରୁଛନ୍ତି, ହେଲେ କିଛି ଲାଞ୍ଚୁଆ ଅଧିକାରୀ ଙ୍କ ଠିକାଦାର ପୋଷା ନୀତି ଓ ହାତ ଗୁଞ୍ଜ ପାଉଣା ର ଲୋଭ ସବୁ ଯୋଜନା କୁ ଭୁମିସ୍ଥ ହେବା ଆଗରୁ ହିଁ ଭୂମି ଗସ୍ତ କରି ଦେଉଛନ୍ତି। ସେହି ପରି…

ସାପ କାମୁଡାରେ ନାବାଳକ ର ମୃତ୍ୟୁ

ଉମରକୋଟ-/ ଜିତେନ୍ଦ୍ର ମହାନ୍ତି )-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରତାଖଣ୍ଡି ଗୁଡା ପଞ୍ଚାୟତର ଦଲଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମାମୁଁ ଘରକୁ ବୁଲିବାକୁ ଆସିଥିବା ବେଳେ ସାପ କାମୁଡାରେ ମୃତ୍ୟୁ ବରଣ କରିଛନ୍ତି ଜଣେ ନାବାଳକ। ନାବାଳକ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା…

ଚିଲିକା ବ୍ଲକ ମଧ୍ୟରେ ହରିପୁର ପଂଚାୟତର ନବନିର୍ବାଚିତ ଜନପ୍ରତିନିଧିଙ୍କ ଅସନ୍ତୋଷ ପ୍ରକାଶ l

ଚିଲିକା (ସେକ କୌଶର): ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକ ପରିସରରେ ଆଜି ମଧ୍ୟାହ୍ନ ସମୟରେ ସ୍ଥାନୀୟ ହରିପୁର ପଂଚାୟତର ନବନିର୍ବାଚିତ ଜନପ୍ରତିନିଧି ତଥା ସରପଞ୍ଚ,ୱାର୍ଡସଭ୍ୟସଭ୍ୟା ଓ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି | ଘଟଣାରୁ ଜଣାପଡିଛିଯେ,ସରପଞ୍ଚ ଗୀତାଞ୍ଜଳି…

ବାଲାବିହାରୀ କ୍ଲଷ୍ଟର ଗଇଠିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ପ୍ରତିବାଦରେ ରେ ତାଲା ପକାଇଲେ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ ଶିକ୍ଷା ଅଧୀନ ବାଲାବିହାରୀ କ୍ଲଷ୍ଟର ଗଇଠିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ପ୍ରତିବାଦରେ ରେ ତାଲା ପକାଇଲେ l ବିଦ୍ୟାଳୟ ଅନ୍ୟତ୍ର ମିଶ୍ରଣ ପ୍ରତିବାଦରେ ଶିକ୍ଷୟତ୍ରୀ ଙ୍କ ସମେତ ବିଦ୍ୟାଳୟ ରେ ତାଲା…