ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶେଷ ଫୋକସ୍‌ରେ ଓଡ଼ିଶା:ସମୀର ମହାନ୍ତି

ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ  ଓଡ଼ିଆ ଝିଅ ଦୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ପଦ ପାଇଁ ମନୋନୀତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା କାର୍ଯ୍ୟକାରିଣୀ ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆଲୋଚନା :…

ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ନବ ଯୌବନ ଦର୍ଶନ ଓ ଘୋଷଯାତ୍ରା ପ୍ରାରମ୍ଭିକ କାର୍ଯ୍ୟକ୍ରମ ନେତ୍ରୋତ୍ସବ ଅନୁଷ୍ଠିତ

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଳକ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ନବ ଯୌବନ ଦର୍ଶନ ଓ ଘୋଷଯାତ୍ରା ପ୍ରାରମ୍ଭିକ କାର୍ଯ୍ୟକ୍ରମ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଛି । ବିଗତ ସ୍ନାନପୂର୍ଣ୍ଣିମାଠାରୁ ଅଣସରରେ ଥିବା ଦାରୁ ବିଗ୍ରହମାନେ ଆଷାଢ…

ଉତ୍ସର୍ଗୀକୃତ ନିସ୍ୱାର୍ଥପର ସେବା, ଉଚ୍ଚକୋଟୀର ସାହିତ୍ୟ, ନିରପେକ୍ଷ ସାମ୍ବାଦିକତା ପାଇଁ ଉତ୍କଳମଣୀ ଚିର ସ୍ମରଣୀୟ ହୋଇ…

ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୯୪ତମ ପୂଣ୍ୟତିଥି ଦିବସ ପାଳିତ  ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ଉତ୍କଳମଣୀ ପୂଣ୍ୟତ୍ମା ଗୋପବନ୍ଧୁ ଦାସଙ୍କ ୯୪ତମ ପୂଣ୍ୟତିଥି ଦିବସ ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି । ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ…

ମା କାଳିଜାଇ କଳା ନିକେତନର ତୃତୀୟ ବାର୍ଷିକୋତ୍ସବ

ଚିଲିକା (ସେକ କୌଶର ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ବୁଧବାର ଅପରାହ୍ନରେ ମା କାଳିଜାଇ କଳା ନିକେତନ କେନ୍ଦ୍ରର ଦୁଇ ଦିନ ବ୍ୟାପି ତୃତୀୟ ବାର୍ଷିକୋତ୍ସବ ବାଲୁଗାଁ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ସଭାନେତ୍ରୀ ସ୍ୱପ୍ନା ବଡ଼ଜେନାଙ୍କ ପୌରହିତ୍ୟରେ ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ…

ପୂର୍ବତନ ସରପଞ୍ଚଙ୍କ ଦୁର୍ଘଟଣାରେ ଦେହାନ୍ତ ।

ପଦ୍ମପୁର- ପଦ୍ମପୁର ବ୍ଳକ ଖଲିଆପାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ଗିରିଧାରୀ ସେଠଙ୍କ ଝାଙ୍କରପାଲି ଠାରେ ସଡ଼କ ଦୂର୍ଘଟଣାରେ ଦେହାନ୍ତ ହୋଇଛି । ଗିରିଧାରୀ ସେଠ ପଦ୍ମପୁର ପଟୁ ନିଜ ଗାଁ ତେଣ୍ଡାପଦରକୁ ବାଇକ ଯୋଗେ ଫେରୁଥିବା ସମୟରେ ଝାଙ୍କରପାଲି ଛକ ନିକଟରେ ଏକ ଗୋରୁ ସାମନାକୁ ଆସିଯିବା ଫଳରେ…

ପ୍ରଚାର ପ୍ରସାର ଓ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ଯୁବ ସମାଜସେବୀ।

ବାସୁଦେବପୁର- ଗତ କିଛି ଦିନ ହେବ ଗଣ ମାଧ୍ୟମ ରେ ଚର୍ଚା ସାଜି ଛନ୍ତି ତୁଂଗୁରୁ ଭୋଳ ଓ ବର୍ଷା ଭୋଳ, ସାମାଜିକ ଗଣ ମାଧ୍ୟମ ରେ ଯେତେବେଳେ ଖୋଲିଲେ ଖାଲି ସେଇ ବିଷୟ ବସ୍ତୁ, ଯାହା ସମାଜ ଉପରେ କୁପ୍ରଭାବ ପଡିପାରେ। ସାମାଜିକ ଗଣ ମାଧ୍ୟମ ଗୁଡ଼ିକ କେବଳ ନିଜର ଟି ଆର୍ ପି ବଢ଼ାଇବା ପାଇଁ ଏହି ବିଷୟ…

ଆଇନଜୀବୀଙ୍କୁ ଏନଫୋର୍ସମେଣ୍ଟ ଅଫିସରଙ୍କ ଦୁର୍ବ୍ୟବହାର

ପୁରୀ (ଅନିମେଶ ପଟ୍ଟନାୟକ ): ଯୁବ ଆଇନଜୀବୀଙ୍କୁ ପୌରସଂସ୍ଥା ଏନଫୋର୍ସମେଣ୍ଟ ଅଫିସରଙ୍କ ଦୁର୍ବ୍ୟବହାର । ଫାଇନ ଆଦାୟକୁ ନେଇ ଆଇନଜୀବୀ ରାମଚନ୍ଦ୍ର ସାହୁଙ୍କ ସହ ଏନଫୋର୍ସମେଣ୍ଟ ଅଫିସର ବୃନ୍ଦାବନ ପତିଙ୍କ ଯୁକ୍ତିତର୍କ । ରାମଚନ୍ଦ୍ରଙ୍କ କହିବା ଅନୁଯାଇ ଅଫିସର ଜଣକ ବଡ଼ଶଙ୍ଖ ବଜାର…

ଭଞ୍ଜନଗର ମେଡ଼ିକାଲ ପରିଦର୍ଶନ ଉପଜିଲ୍ଲାପାଳ

ଭଞ୍ଜନଗର/ନିଲୁ ବିଷୋୟୀ : ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଆଜି ସକାଳ ସମୟରେ ଅଚାନକ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ ପରିଦର୍ଶନ କରିଛନ୍ତି । ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ସୀତାଂଶୁ ଶେଖର ଶତପଥି ଙ୍କ ସହ ହସ୍ପିଟାଲ ସମ୍ପର୍କ ରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ହସ୍ପିଟାଲ ର…

ଶ୍ରୀଜଗନ୍ନାଥଗବେଷଣା ପ୍ରତିଷ୍ଠାନ ୪୨ତମ ବାର୍ଷିକଉତ୍ସବ ଅନୁଷ୍ଠିତ

 କଳିଯୁଗରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ହିଁ ସକଳ ପାପତାପରୁ ମୁକ୍ତି ଦେଇଥାଏ - ସ୍ୱାମୀ ନିର୍ଲିପ୍ତାନନ୍ଦ ମହାରାଜ ଭୁବନେଶ୍ୱର:ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର ୪୨ତମ ବାର୍ଷିକଉତ୍ସବ, ଆଜି ତା୨୬ା୦୬ା୨୦୨୨ରିଖ ସନ୍ଧ୍ୟା ଘ୬:୩୦ମିନିଟ୍ ସମୟରେଭୁବନେଶ୍ୱରସ୍ଥଜୟଦେବ ଭବନଠାରେ ଅନୁଷ୍ଠିତ…

ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ମଙ୍ଗଳବାର ଦିନ ଗଜପତି ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାଣ ଖ୍ରୀଷ୍ଟିଆନ ମାନଙ୍କ ଦ୍ୱାରା ଦେଖା ଦେଉଥିବା ସମସ୍ୟା ଓ ଅନ୍ୟାନ୍ୟ ଘଟଣାର ସମାଧାନ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର…