Sign in
Sign in
Recover your password.
A password will be e-mailed to you.
ଶୁସାନ୍ତଙ୍କ ବିୟୋଗରେ ମୋହନା ସାମ୍ବାଦିକ ସଂଘର ଶୋକସଭା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ କିଛି ମାସ ପୂର୍ବେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ନାରିଙ୍ଗି ଗ୍ରାମର ଶୁସାନ୍ତ ନାୟକଙ୍କ ବାଇକ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିବାରୁ ତାଙ୍କ…
ବିକାଶ ଏଠି ଉଜାଣି ବହୁଛି :: ରୋଗୀଙ୍କୁ ୨ କିଲୋମିଟର ଦୋଳାରେ ବୋହି ସ୍ୱାସ୍ଥ୍ୟକେନ୍ଦ୍ର ନେଲେ ଗ୍ରାମବାସୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମ ଗୁଡିକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି। କିନ୍ତୁ ମୋହନା ବ୍ଲକର ଏମିତି ବହୁ ଗ୍ରାମ ରହିଛି ଯେଉଁଠିକି ଗମନାଗମନ କରିବା କଷ୍ଟସାଧ୍ଯ । ବିଭିନ୍ନ ସମୟରେ ଗୁରୁତର…
ଭାରତ ସରକାରଙ୍କ ହାଉସିଂ ଏଣ୍ଡ ଅର୍ବାନ ଏଫେୟାର୍ସ ମନ୍ତ୍ରାଳୟ ଯୁଗ୍ମ ସଚିବ ରୁପା ମିଶ୍ରଙ୍କ ୨ ଦିନିଆ ଗଜପତି ଜିଲ୍ଲା…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ହାଉସିଂ ଏଣ୍ଡ ଅର୍ବାନ ଏଫେୟାର୍ସ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀମତୀ ରୁପା ମିଶ୍ର ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକ୍ରମ ପରିଦର୍ଶନ କରି ପାରଳାଖେମୁଣ୍ଡି ଠାରେ ଏକ ସମୀକ୍ଷା ବୈଠକରେ…
ବଦଳିଲା ରଙ୍ଗ : ରୋମରେ ଇଷତ ଧୂସର, ଦୁବାଇରେ ନୀଳ
ଦୁବାଇ : ସବୁବେଳେ ଧଳା ଆଉଟ ଫିଟ ରେ ଦେଖାଯାଉଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂଆ ରୂପରେ ଦେଖିବାକୁ ମିଳିଛି ତାଙ୍କ ବିଦେଶ ଗସ୍ତ ଅବସରରେ । ରୋମରେ ତାଙ୍କୁ ଇଷତ ଧୂସର ବା ଘିଅ ରଙ୍ଗର ପଞ୍ଜାବୀ ପିନ୍ଧିବାକୁ ଦେଖିଥିବା ବେଳେ ଦୁବାଇରେ ତାଙ୍କୁ ନୀଳ ରଙ୍ଗର ପଞ୍ଜାବୀରେ…
ଅବକାରୀ ବିଭାଗର ଚଢ଼ାଉ:୧୮୦୦ ଲିଟର ମହୁଲପୋଚ ସହ ୧୪୦ ଲିଟର ରନ୍ଧାମଦ ଜବତ,ଜଣେ ଗିରଫ ।
ପଦ୍ମପୁର- ପଦ୍ମପୁର ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମଦ ରନ୍ଧା ହେଉଥିବା ଖବର ପାଇ ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ସମାରପାଲି ଓ ଗୁଣ୍ଡିଚାପାଲି ଠାରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ସମାରପାଲି ଠାରେ ୧୮୦୦ ଲିଟର ମହୁଲ ପୋଚ ସହ ୬୦ ଲିଟର ମଦ ଜବତ କରାଯାଇଥିଲା ଏବଂ…
ସାମାନ୍ୟ ବର୍ଷାରେ ରାସ୍ତାରେ ଜମୁଛି ପାଣି: ୫ ନମ୍ବର ୱାର୍ଡ ବାସୀଙ୍କ ସମସ୍ୟା ଦୂର ହେବ କେବେ।
ଉମରକୋଟ/ଜିତେନ୍ଦ୍ର ମହାନ୍ତି - ଉମରକୋଟ ପୈାର ପରିଷଦର ୱାର୍ଡ ନଂ ୫ ରେ ସାମାନ୍ୟ ବର୍ଷା ହେବା ମାତ୍ରେ ରାସ୍ତାରେ ଜମି ଯାଉଛି ପାଣି। ଏଥି ସହ କଚ୍ଚା ସଡ଼କ ହୋଇ ଥିବାରୁ ବର୍ଷା ହେବା ମାତ୍ରକେ କାଦୁଅ ପଚପଚ ହୋଇ ଯିବାଆସିବାରେ ବହୁ ଅସୁବିଧା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ୱାର୍ଡ ବାସୀ।…
ଅସରାଏ ବର୍ଷାରେ ଜଳବନ୍ଦୀରେ ପୌରବାସିନ୍ଦା
ବାସୁଦେବପୁର/ ପ୍ରତାପ ପାଢ଼ୀ : ବର୍ଷା ଦିନ ଆସୁ ଆସୁ ଜଳବନ୍ଦୀରେ ପୌରବାସିନ୍ଦା । ଏମିତି ଏକ ଅଭାବନୀୟ ପରିସ୍ଥିତିରେ କାଳ କାଟୁଛନ୍ତି ଭଦ୍ରକ ଜିଲ୍ଲାର ଦ୍ବିତୀୟ ବୃହତ୍ତମ ପୌରାଞ୍ଚଳ ବାସୁଦେବପୁରର ଅଧିବାସୀ ମାନେ । ପୋରପାଳିକାର 11,12 ନମ୍ବର ୱାର୍ଡ । ପୌରାଞ୍ଚଳର ଏକ ପ୍ରମୁଖ ଅଞ୍ଚଳ । ଏହି…
ବାଲିକୁଦା ବ୍ଲକ କାର୍ଯ୍ୟଳୟରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ l…
ତାମିଲନାଡୁରେ ନିଖୋଜ ବରଗଡ଼ ଜିଲ୍ଲା ର କସରଥ ଦୀପ
ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ଅଧିକାରୀଙ୍କୁ ଟୁଇଟ କରି ଅନୁରୋଧ କଲେ ରଶ୍ମିତା ମେହେର
ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ଅନ୍ତର୍ଗତ ତେଜଙ୍ଗ ଗ୍ରାମର କସରଥ ଦୀପ ନାମକ ଜଣେ ପ୍ରବାସୀ ଶ୍ରମିକ ଦୀର୍ଘ ଚାରି ବର୍ଷ ଧରି ତାମିଲନାଡୁ ର ଇରୋଡ ଜିଲ୍ଲା ଗୋବିଚେଟ୍ଟିପାଳୟମ…
ବ୍ରାଉନ ସୁଗାର ଚୋରା ଚାଲାଣ : ଜଣେ ଗିରଫ, ୩.୫୯୦ ଗ୍ରାମ ବ୍ରାଉନ ସୁଗାର ଓ ବାଇକ ଜବତ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ବ୍ରାଉନ ସୁଗାର କାରବାର ମାମଲାରେ ଫୁଲବାଣୀ ଟାଉନ ଥାନା ପୁଲିସ ଫୁଲବାଣୀ ସହର ଅଞ୍ଚଳର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି I ଏପରି ଘଟଣା ଫୁଲବାଣୀ ସହର ପାଇଁ ପ୍ରଥମ ହୋଇଥିବାରୁ ସହରବାସୀ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି I ରାଜ୍ୟର ଅନ୍ୟ ଜିଲ୍ଲା…