Sign in
Sign in
Recover your password.
A password will be e-mailed to you.
ପେକ୍ସ ସଭାପତି ହେଲେ ଜଣେ ଉଚ୍ଚ ଶିକ୍ଷିତ କୃଷକ
କୃଷକ ମାନଙ୍କର ସମସ୍ୟାର ସମାଧାନ ହେବ ଅଗ୍ରାଧିକାର :- ବିଜୁ ସ୍ୱାଇଁ
ବରଗଡ :- ପାଇକମାଲ ପେକ୍ସ ର ସଭାପତି ଭାବରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ଶ୍ରୀ ବିଜୟ କୁମାର ସ୍ୱାଇଁ ( ବିଜୁ) । ପାଇକମାଲ ପେକ୍ସ ସଭାପତି ପଦ ପାଇଁ ହୋଇଥିବା ନିର୍ବାଚନ ପାଇଁ ଶ୍ରୀ ବିଜୟ ସ୍ୱାଇଁ କେବଳ ଜଣେ…
ଦୁର୍ଘଟଣାରେ ଆଖି ବୁଜିଲେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା
ଶୋକଵ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମନ୍ତ୍ରୀ ଓ ସାଂସଦ
ଭୁବନେଶ୍ୱର : ପବିତ୍ର ଘୋଷଯାତ୍ରା ଅବସରରେ ପୁରୀକୁ ଫଟୋ ଖବର ସଂଗ୍ରହ ପାଇଁ ଯାଉଥିବା ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା(୫୭)ଙ୍କର ଏକ ସଡକ ଦୁର୍ଘଟଣାରେ ପରଲୋକ ହୋଇଛି। ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ…
ଶ୍ରୀଯୁକ୍ତ ନିରଞ୍ଜନ ମହାନ୍ତିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ନାଉଗାଁ /ପ୍ରିୟ ରଞ୍ଜନ ଦାସ: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ସ୍ଥିତ ନାଉଗାଁ ହାଟ ସରକାରୀ ଉଚ୍ଚ ବିଦ୍ୟାଳୟର ସୁନାମ ଧନ୍ୟ ପ୍ରଧାନ ଶିକ୍ଷକ, ଆମ ଜିଲ୍ଲାର କୃତୀ ଶିକ୍ଷକ, ଦକ୍ଷ ପରିବେଶବିତ ତଥା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନିରେଞ୍ଜନ ମହାନ୍ତିଙ୍କ…
କଂଗ୍ରେସ କାର୍ଯ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ
ବାସୁଦେବପୁର/ପ୍ରତାପ ପାଢ଼ୀ - ଆଜି ବାସୁଦେବପୁର ବଜାର ଠାରେ ପୌର ପାଲିକା ମୁଖ୍ୟ ଫାଟକ ପାଖରେ କଂଗ୍ରେସ କାର୍ଯ୍ୟାଳୟର ନୂତନ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ କରାଯାଇଛି। ପିସିସି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ଦାସ ଙ୍କ ସହ କଂଗ୍ରେସ ନେତା ବିଜୟ ମହାନ୍ତି, ମମତା…
‘ଉତ୍କଳ ଆଲୁମିନା’ ଦ୍ୱାରା ପାରିପାର୍ଶ୍ଵିକ ବିଦ୍ୟାଳୟରେ ବିଜ୍ଞାନାଗାର ଓ ପୁସ୍ତକାଳୟ ସ୍ଥାପନ
ଟିକିରି/ବୈକୁଣ୍ଠ ଦୁରିଆ : ଗୁଣାତ୍ମକ ଶିକ୍ଷା ଯୋଗାଇଦେବା କ୍ଷେତ୍ରରେ ନିଜର ଅବଦାନ ରଖିବା ପ୍ରୟାସରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଏବଂ କଳାହାଣ୍ଡି…
କାଳିଆ ଠାକୁରଙ୍କ ପବିତ୍ର ଘୋଷଯାତ୍ରାର ସିଧା ପ୍ରସାରଣ ଦେଖନ୍ତୁ (Rath Jatra Puri live )
https://youtu.be/X_IY2GDmt48
ଭଞ୍ଜନଗର ବ୍ଳକରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା
ଭଞ୍ଜନଗର / ନିଲୁ ବିଷୋୟୀ ଭଞ୍ଜନଗର ବ୍ଳକର ବିଭିନ୍ନ ବିଦ୍ୟାଳୟରେ ନିଜର କାର୍ଯ୍ୟକାଳ ପୂରଣ କରିଥିବା କିଛି ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ଦରକାରୀ ପେନସନ କାଗଜପତ୍ର ପ୍ରଦାନ କରାଯାଇଛି I ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ…
ଆବର୍ଜନାରେ ପୋତି ହେବାରେ ଲାଗିଛିଡ୍ରେନ: ଜଳ ନିଷ୍କାସନ ରେ ସମସ୍ୟା
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ଟିକିରି ମୁଖ୍ୟ ରାସ୍ତା ର ଉଭୟ ପାର୍ଶ୍ୱରେ ଥିବା ଡ୍ରେନର ନିୟମିତ ସଫେଇ ଅଭାବରୁ ର ଜଳ ନିଷ୍କାସନ ରେ ସମସ୍ୟା ହେଉଛି ।ସେହିପରି ଡ୍ରେନ ଭିତରେଦୀର୍ଘ ଦିନ ଧରିଆବର୍ଜନା ପଡ଼ି ରହୁ ଥିବାରୁ ପରିବେଶ ଦୂଷିତହେବା ସହ ମଶା ମାଛି ଙ୍କ ସଂଖ୍ୟା…
ନିମ୍ନ ମାନର କାର୍ଯ୍ୟ,ନିର୍ମାଣ ସରିନାହିଁ ଭୁଷୁଡିଲା ପାଚେରୀ।
ଉମରକୋଟ/ଜିତେନ୍ଦ୍ର ମହାନ୍ତି: ସର୍ବ ଶିକ୍ଷା ଅଭିଯାନ ଅଧୀନରେ ସଭିଏଁ ପଢନ୍ତୁ ସଭିଏଁ ବଢ଼ନ୍ତୁ ମନ୍ତ୍ର କୁ ଗୁରୁତ୍ବ ଦେଇ ସମସ୍ତ ସରକାରୀ ସ୍କୁଲ ର ଭିତ୍ତିଭୂମି ସଜାଡି ଗୁଣାତ୍ମକ ଶିକ୍ଷା ଯୋଗାଇବାକୁ ସରକାର ଅହରହ ଚେଷ୍ଟା କରୁଛନ୍ତି।5T ଭଳି ଯୋଜନା ରେ ଶିକ୍ଷା ବ୍ୟବସ୍ଥାକୁ ସାମିଲ କରି ଥିବା…
ରଥଯାତ୍ରା ପାଇଁ ଶ୍ରୀବାଣୀକ୍ଷେତ୍ର ଚଳଚଞ୍ଚଳ
ଭୁବନେଶ୍ୱର: ରଥଯାତ୍ରା ପାଇଁ କିସ୍ ଶ୍ରୀବାଣୀ କ୍ଷେତ୍ରରେ ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ । ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ନୀତି ନିର୍ଘଣ୍ଟ ଅନୁଯାୟୀ ଆସନ୍ତା କାଲି ଘୋଷଯାତ୍ରା ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦ଘଣ୍ଟା ସମୟରେ…