ଜିଲ୍ଲାସ୍ତରୀୟ କ୍ରୀଡା ଛାତ୍ରବାସ ଚୟନ ନିମନ୍ତେ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନୀୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କ୍ରୀଡା ଛାତ୍ରବାସ ଚୟନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତହୋଇଯାଇଛି। ଅନ୍ୟ ମାନଙ୍କ…

ନୂଆଗାଁ ଥାନା ରେ ନୂତନ ଥାନା ଅଧିକାରିଣୀ ଭାବେ ଯୋଗଦେଲେ ପୁଷ୍ପଲତା ବେହେରା

ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ଥାନା ରେ ନୂତନ ଥାନା ଅଧିକାରିଣୀ ପୁଷ୍ପଲତା ବେହେରା ଯୋଗ ଦେଇଛନ୍ତି।ଏହା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାରେ ସବ୍ ଇନିସ୍ ପେକ୍ଟର ଭାବେ କାର୍ଯ୍ୟ କରିଥିଲେ।ନୂଆଗାଁ ଥାନା ରେ ଯୋଗ ଦେବାପରେ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା,ପୁଲିସ ଜନସାଧାରଣ…

ଜଣେ ବିବାହିତା ମହିଳାଙ୍କୁ ଟାଙ୍ଗିଆ ରେ ହାଣିଦେଲା ଜଣେ ଯୁବକ

ପଦ୍ମପୁର ଉପଖଣ୍ଡ ପଦ୍ମପୁର ଥାନା ଲୋହାରପାଲି ପଂଚାୟତ ଅଧିନସ୍ତ ଗମ୍ଭାରିଡ଼ିହି ଗାଁ ରେ ଜଣେ ମହିଳା ନଳକୂପ କୁ ପାଣି ନେଇ ଯାଇଥିବା ସମୟରେ ସେହି ଗାଁ ର ଜଣେ ଯୁବକ ବିବାହିତା ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ! ଏ ପ୍ରଯ୍ୟନ୍ତ କେଉଁ କାରଣ ଯୋଗୁଁ ହତ୍ୟା କରାଯାଇଛି ତାହା ଜଣା…

ଖଣି ଓ ଇସ୍ପାତ ଏବଂ ପୂର୍ତ୍ତି ମନ୍ତ୍ରୀ ଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡିଶାର ଖଣି ,ଇସ୍ପାତ ଓ ପୂର୍ତ୍ତି ଵିଭାଗ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ୍ ଜଗତସିଂହପୁର ଜିଲ୍ଲା ଗସ୍ତ ରେ ଆସି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଵା ସହ ପୂର୍ତ୍ତି ଵିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଭାଗୀୟ…

ଆଳିପିଙ୍ଗଳ-ଖଇରା ରାସ୍ତାର ପ୍ରଶସ୍ତି ଓ ସଶକ୍ତିକରଣ କାର୍ଯ୍ୟର ଭିର୍ତ୍ତିପ୍ରସ୍ତର ସ୍ଥାପନ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆଳିପିଙ୍ଗଳ ରୁ ଖଇରା ରାସ୍ତା ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ (ଇସ୍ପାତ,ଖଣି ଓ ପୂର୍ତ୍ତ ବିଭାଗ) ଦ୍ୱାରା ଉଦଘାଟିତ ହୋଇସାରିଛି l ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି,ଡା. ରାଜଶ୍ରୀ ମଲ୍ଲିକ(ମାନ୍ୟବର…

ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତର ବାରିଆଘାଟ୍ ଗ୍ରାମର ସ୍ଥିତି ଦୟନୀୟ.

ନବରଙ୍ଗପୁର/ଅଶୋକ ସାହୁ.:ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତର ବାରିଆଘାଟ୍ ଗ୍ରାମରେ ନାହିଁ ନ ଥିବା ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି । ସୁଦୂର ନବରବଙ୍ଗପୁର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଠାରୁ ପ୍ରାୟ ପଞ୍ଚତିରିଶ କିଲୋମିଟର ଦୂରରେ ଥିବା ଏହି ଗ୍ରାମ ସମ୍ପୂର୍ଣ ଭାବେ…

ମନ କିଣୁଛି ସାସ୍ୱତଙ୍କ ଦିଆସିଲି ରଥ

ପୁରୀ(ଅନିମେଶ ପଟ୍ଟନାୟକ): ଦିଆସିଲିରେ ନନ୍ଦିଘୋଷ, ତାଳଧ୍ଵଜ ଓ ଦର୍ପଦଳନ । ଖାଲି ସେତିକି ନୁହେଁ, ତିନି ରଥରେ ବିରାଜମାନ ତିନି ଠାକୁର । ଯାହା ଏବେ ଜଗନ୍ନାଥ ପ୍ରେମିଙ୍କ ମନ କିଣୁଛି । ସୋସିଆଲ ମିଡିଆରେ ବହୁଳ ଭାବେ ଭାଇରାଲ ହେଉଛି ଯୁବ ପ୍ରତାଭା ସାସ୍ୱତରଞ୍ଜନ ସାହୁଙ୍କ ଏହି ମିନିଏଚର । ଏହି…

ବାଣପୁର ଏନଏସି ପକ୍ଷରୁ ଜବରଦଖଲ ଉଛେଦ କାର୍ଯ୍ୟକ୍ରମ ଆରମ୍ଭ

ବାଣପୁର (ସେକ କୌଶର): ବାଣପୁର ବଜାର ମଧ୍ୟରେ ଜବରଦଖଲ କରିଥିବା କିଛି ଉଠାଦୋକାନୀଙ୍କୁ ଉଛେଦ କରୁଛି ବାଣପୁର ଏନ ଏ ସି | ପର୍ବରୁ ଉଠାଦୋକାନୀଙ୍କୁ ତାଗିତ ସହ ଜୋରିମାନା କରାଯାଇଥିଲା. ଜବରଦଖଲ କରିରହିବା କିଛିଦୋକାନୀ ପ୍ରଶାସନ କୁ ବେଖାତିର କରି କିଛି ବ୍ୟକ୍ତି ନିଜେ ଉଛେଦ ନ କରିବାରୁ ଆଜି…

ଡଅଁର ସମବାୟ ସମିତିର ବିଜେଡିରୁ ଅପ୍ରତିଦ୍ୱନ୍ଦୀ ଭାବେ ଅକ୍ଷୟ ଧଳଙ୍କ ବାଜିମାତ

ହାଟଡିହି(ମକର ଧ୍ୱଜ ଯେନା): କେଉଁଝର ଜିଲ୍ଲା ହାଟଡିହି ବ୍ଲକ ରେ ଥିବା ୮ଟି ସମବାୟ ସମିତି ମଧ୍ୟରୁ ବାଙ୍ଗୋର ସୋଷ ସଢା ଡଅଁର ଭଳି ସେବାସମବାୟ ସମିତିରେ ନିର୍ବାଚନ ପ୍ରକିୟା ଶେଷ ହୋଇଥିଲା। ଡଅଁର ସମବାୟ ସମିତିର ମୋଟ୍ ୧୫ଟି ଜୋନ୍ ରୁ ୩ଟି ଜୋନ୍ ର ରଙ୍ଗାଧର ମଲ୍ଲିକ,ବିନୋଦ ବେହେରା,ଅମରବର ସେଠୀ…

ଜଗତସିଂହପୁର ସରକାରୀ ବହୁବୃତ୍ତି (ପଲିଟେକନିକ)ଅନୁଷ୍ଠାନ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ଏକ ମାତ୍ର ସରକାରୀ ଡିପ୍ଲୋମା ଇଂଜିନିୟରିଂ ଶିକ୍ଷାନୁଷ୍ଠାନ ,ନାଉଗାଁ ବ୍ଲକ୍ ଅନ୍ତର୍ଗତ ଜାମୁଗା ପଞ୍ଚାୟତ ରେ ୨୦୧୭ ମସିହା ଠାରୁ ସ୍ଥାପନ କରାଯାଇଛି l ଏହି ଅନୁଷ୍ଠାନ ରେ ମେକାନିକାଲ ,ଇଲେକ୍ଟ୍ରିକାଲ,ସିଭିଲ ଏବଂ ମେଡ଼ିକାଲ…