ଜିନ୍ଦଲ ପାନ୍ଥର ପକ୍ଷରୁ ‘ଶାନ୍ତ ସିଟି, ସେଫ୍ ସିଟି’ ଅଭିଯାନର ଶୁଭାରମ୍ଭ: ଏକ ସର୍ଭେ ଅନୁସାରେ ଭୁବନେଶ୍ୱରର ୮୭%…

  · ଏକ ଜିନ୍ଦଲ ପାନ୍ଥର – ୟୁଗଭ୍ ସର୍ଭେ ଅନୁଯାୟୀ ଭୁବନେଶ୍ୱରର ୮୭% ବାସିନ୍ଦା ଟ୍ରାଫିକ୍ ଶବ୍ଦକୁ ଏକ ଗମ୍ଭିର ସ୍ୱାସ୍ଥ୍ୟ ବିପତି ବୋଲି ମାନୁଛନ୍ତି, ଏଥିସହିତ ୭୧% ଲୋକ ଶବ୍ଦ ପ୍ରଦୁଷଣଜନିତ ବିଭ୍ରାଟ ଯୋଗୁଁ ଦୁର୍ଘଟଣା ବା ଦୁର୍ଘଟଣାରୁ ଅଳ୍ପକେ ବର୍ତି ଥିବା ପ୍ରକାଶ କରିଛନ୍ତି ।…

ଆଠଗଡ଼ରେ ଶିଳ୍ପ ଭିତ୍ତିଭୂମିର ବିକାଶ: କୁସପାଙ୍ଗୀ ଓ ବାଲି ଅଞ୍ଚଳରେ ପ୍ରସ୍ତାବିତ ଶିଳ୍ପ ପାର୍କ ସ୍ଥଳ ପରିଦର୍ଶନ କଲେ…

ଭୁବନେଶ୍ୱର/କଟକ, ୧୩ ମାର୍ଚ୍ଚ ୨୦୨୬: ରାଜ୍ୟରେ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡକୋ )ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଇଡ୍‌କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀ କଟକ ଜିଲ୍ଲା ଆଠଗଡ଼ ତହସିଲ ଅନ୍ତର୍ଗତ କୁସପାଙ୍ଗୀ ଏବଂ ବାଲି…

ସଫଳତା ପାଇଁ ନିଜର ଅନ୍ତର୍ନିହିତ ଗୁଣକୁ ବିକଶିତ କର: ଛାତ୍ରଛାତ୍ରୀଙ୍କୁ ସନ୍ଥ ଗୌର ଗୋପାଳ ଦାସଙ୍କ ଆହ୍ୱାନ

ଭୁବନେଶ୍ୱର, ମାର୍ଚ୍ଚ ୧୩: ସଫଳତା ହାସଲ କରିବା କ୍ଷେତ୍ରରେ ଦକ୍ଷତା ଓ କାର୍ଯ୍ୟ କୁଶଳତା ହିଁ ମାପଦଣ୍ଡ ବୋଲି ଅନେକଙ୍କର ଚିନ୍ତାଧାରା ରହିଥିବା ବେଳେ ପ୍ରକୃତରେ କିନ୍ତୁ ମଣିଷର ମାନସିକତା ହିଁ ତାକୁ ଆଗକୁ ବଢ଼ିବାରେ ସହାୟକ ହୋଇଥାଏ ବୋଲି ମତ ରଖିଛନ୍ତି ପଥ ପ୍ରଦର୍ଶକ, ବିଶିଷ୍ଟ ପ୍ରେରଣାଦାୟୀ…

ବିଜେପୁର ସିଏଚସିରେ ଯୋଗଦେଲେ ଶିଶୁରୋଗ ବିଶେଷଜ୍ଞ ଡା. ହେମନ୍ତ ପାଣ୍ଡିଆ ଓ ସ୍ତ୍ରୀ–ପ୍ରସୂତି ବିଶେଷଜ୍ଞ ଡା. ସୁଭେନ୍ଦୁ…

ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ଶିଶୁରୋଗ ବିଶେଷଜ୍ଞ ଡା. ହେମନ୍ତ କୁମାର ପାଣ୍ଡିଆ ଓ ସ୍ତ୍ରୀ ଏବଂ ପ୍ରସୂତି ବିଶେଷଜ୍ଞ ଡା. ସୁଭେନ୍ଦୁ ମେହେର ଯୋଗଦେଇଥିବାରୁ ଅଞ୍ଚଳର ସ୍ୱାସ୍ଥ୍ୟ ସେବାରେ ନୂଆ ଆଶା ସୃଷ୍ଟି ହୋଇଛି। ଦୁଇଜଣ ବିଶେଷଜ୍ଞ ଡାକ୍ତର…

ବାଲେଶ୍ୱର ଟ୍ରକ ଓ ବସ ମାଲିକ ଘେରିଲେ RTO କାର୍ଯ୍ୟାଳୟ

ବାଲେଶ୍ୱର: ଆଜି ଦିବା 12 ଟା ସମୟରେ ବାଲେଶ୍ୱର ଟ୍ରକ ଓ ବସ ମାଲିକମାନେ ବାଦଲ ଦାସଙ୍କ ନେତୃତ୍ୱରେ ଆଞ୍ଚଳିକ ପରିବହନ କାର୍ଯାଳୟକୁ ଘେରିଥିଲେ କାରଣ ଅକସମାତ RTO ବିନା ନଟିସରେ ଫିଟନେସ ସେଣ୍ଟରକୁ ବାଲେଶ୍ୱର ଠାରୁ 18 କିଲୋମିଟର ଦୂର ଖନ୍ତାପଡ଼ା କୁ ଉଠାଇ ଦେଇଛନ୍ତି ପୁଣି ରାସ୍ତାରେ ପଡୁଚି ଟୁଲ…

ଜିଲ୍ଲା ସ୍ତରୀୟ “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” କାର୍ଯ୍ୟକ୍ରମ ବାଲେଶ୍ୱରରେ ଅନୁଷ୍ଠିତ

ବାଲେଶ୍ୱର, ୧୩/୦୩/୨୬_ : ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ ଆଜି ବାଲେଶ୍ୱରର ପଦ୍ମାବତୀ ଆମ୍ୟୁଜମେଣ୍ଟ ପାର୍କ ଠାରେ ଅତି ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ…

କେନ୍ଦୁଝର ଦରବାର ହଲ୍‌ରେ ଜନଗଣନା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ।

କେନ୍ଦୁଝର,ତା୧୩/୩- କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଦରବାର ହଲ୍‌ଠାରେ ପ୍ରଥମ ପର୍ଯ୍ୟାୟ ଜନଗଣନା-୨୦୨୭ ପାଇଁ ଫିଲ୍ଡ ଟ୍ରେନର ମାନଙ୍କର ତିନି ଦିନିଆ ପ୍ରଶିକ୍ଷଣ ଶିବିର ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମନ୍ଦୋଦରଧର ମହାଳିକଙ୍କ ଅଧ୍ୟକ୍ଷତାରେ ଏହି…

କେନ୍ଦୁଝରରେ ସେନାବାହିନୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଆଦର୍ଶ ସ୍ୱାସ୍ଥ୍ୟ ଶିବିର ନିମନ୍ତେ ପ୍ରଶାସନ ସହ ସମନ୍ୱୟ ବୈଠକ…

 ​କେନ୍ଦୁଝର,ତା୧୩/୩- କେନ୍ଦୁଝର ଜିଲ୍ଲାରେ ପୂର୍ବତନ ସେନା କର୍ମଚାରୀ, ବୀର ନାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ପାଇଁ ଏକ ବୃହତ 'ଆଦର୍ଶ ସମନ୍ୱିତ ସ୍ୱାସ୍ଥ୍ୟ ଶିବିର' ଆୟୋଜିତ ହେବାକୁ ଯାଉଛି। ଚଳିତ ମାର୍ଚ୍ଚ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ସ୍ୱାସ୍ଥ୍ୟ ଶିବିର…

କେନ୍ଦୁଝରରେ ସଫଳତାର ସହ ଶେଷ ହେଲା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା: ୧୬୮୭ ପ୍ରାର୍ଥୀ ସାମିଲ, ବଣ୍ଟାଗଲା ୫୨ ନିଯୁକ୍ତି…

କେନ୍ଦୁଝର,ତା୧୩/୩- ୨୦୨୬ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆଜି କେନ୍ଦୁଝର ସ୍ଥିତ ଓଡ଼ିଶା ସ୍କୁଲ୍ ଅଫ୍ ମାଇନିଂ ଇଞ୍ଜିନିୟରିଂର ଖେଳ ପଡ଼ିଆରେ ସଫଳତାର ସହ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଯୁବକଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଏବଂ…

ଜିଲ୍ଲା ସ୍ତରୀୟ ପି ଏମ କିସାନ ଉତ୍ସବ: ଚାଷୀଙ୍କୁ ୨୨ ତମ ପିଏମ୍ କିଷାନ୍ ସମ୍ମାନନିଧି କିସ୍ତି ପ୍ରଦାନ

ନବରଙ୍ଗପୁର ତା ୧୩.୩.୨୦୨୬ : ଅଶୋକ ସାହୁ,ପିଏମ୍ କିସାନ୍ ସମ୍ମାନନିଧି ର ୨୨ତମ କିସ୍ତି ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଡିବିଟି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମର ଗୌହାଟୀ ଠାରୁ ପ୍ରଦାନ କରିଛନ୍ତି । ଯାହାର ସିଧା ପ୍ରସାରଣ ଆଭାସୀ ଜରିଆରେ…