ଗଣ୍ଡଗୋଳ ମାମଲାରେ ୩ ଗିରଫ, କୋର୍ଟ ଚାଲାଣ ।

ବେଲଗୁଣ୍ଠା-( ଶିବରାମ ଚୌଧୁରୀ ) ୧୩/୩-: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସିନେମା ହଲ୍ ଛକରେ ଏକ ଗଣ୍ଡଗୋଳ ମାମଲାରେ ପୋଲିସ ଉଭୟ ପକ୍ଷରୁ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ କୋଳି ସାହିର ଚନ୍ଦ୍ରଶେଖର ପାତ୍ର…

ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବାର ଅନ୍ତିମ ପର୍ଯ୍ୟାୟରେ ଜିଲ୍ଳାର ୧୦୮୨ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ନବରଙ୍ଗପୁର ତା ୧୩.୩.୨୦୨୬: ଅଶୋକ ସାହୁ,ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟ ଠାରେ ଗତ ୧୦.୩.୨୦୨୬ ରୁ ଆରମ୍ଭ ହୋଇଥିବା ଚାରି ଦିନିଆ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ସମାପ୍ତ ହୋଇଯାଇଛି।ଏହି ଯୋଜନାରେ ଆଜି ପର୍ଯ୍ୟନ୍ତ ଜିଲ୍ଲାର ୧୦୮୨ ଜଣ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ଗ୍ୟାଷ୍ଟ୍ରୋ…

ପିଏମ କିଷାନ ଉତ୍ସବ ଦିବସ ପାଳିତ ହେଲା

ବାଲେଶ୍ୱର, ତାରିଖ - ୧୩/୦୩/୩୦୨୬:ଆଜି ହେଉଛି ପିଏମ କିଷାନ ଉତ୍ସବ ଦିବସ । ଆଜି ସନ୍ଧ୍ୟା ୫.୩୦ ଘଟିକା ସମୟରେ ଆସାମର ଗୁଆହଟିରୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଆଭାସୀ ଜରିଆରେ ପିଏମ କିଷାନ ଯୋଜନାର ୨୨ ତମ କିସ୍ତି ଟଙ୍କା ଭାରତର କୃଷକ ଭାଇଭଉଣୀ ମାନଙ୍କ…

କଟକ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ

ବିବାହ ବନ୍ଧନରେ ବାନ୍ଧିହେଲେ ୫୫ଯୋଡା ବରବଧୂ କଟକ ତା ୧୨.୦୩.୨୦୨୬ ରିଖ – ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ, ଏହା ବାଲ୍ୟବିବାହ ବିରୋଧରେ ଏକ ସଙ୍କଳ୍ପ, ଯୌତୁକ ପ୍ରଥା ବିରୋଧରେ ଏକ ସାମାଜିକ ସନ୍ଦେଶ ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ…

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ କିଡ୍ନୀ ଦିବସ ପାଳିତ

ଭୁବନେଶ୍ୱର, ମାର୍ଚ୍ଚ ୧୨: ବୃକକ୍ ଜନିତ ରୋଗର ଉପଯୁକ୍ତ ଚିକିତ୍ସା ଓ ଉପଯୁକ୍ତ ଜୀବନଶୈଳୀ ମାଧ୍ୟମରେ କିଭଳି ମଣିଷ ନିଜକୁ ସୁସ୍ଥ ରଖିପାରିବ ସେ ନେଇ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍, ଭୁବନେଶ୍ୱର ପକ୍ଷରୁ ଗୁରୁବାର ବିଶ୍ୱ କିଡ୍ନୀ ଦିବସ ପାଳିତ ହୋଇଯାଇଛି ।…

ପାଇକା ମହୋତ୍ସବକୁ ପ୍ରଶାସନିକ ବିରୋଧ, ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ଧାରଣା ।

  କେନ୍ଦ୍ରାପଡ଼ା:୧୨/୦୩(ପ୍ରଫୁଲ୍ଲ କୁମାର ମଲ୍ଲ) ମାର୍ଶାଘାଇ ବ୍ଲକରେ ଆୟୋଜିତ ହେବାକୁ ଥିବା ୧୧ତମ ପାଇକା ମହୋତ୍ସବକୁ ପ୍ରଶାସନ ପକ୍ଷରୁ ବିରୋଧ ହେବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ବିଭିନ୍ନ ଅଞ୍ଚଳର ମହିଳାମାନେ ଏକତ୍ରିତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ…

କଳାକାରମାନେ ସମାଜ ସଂସ୍କାରକ ହେତୁ ସେମାନଙ୍କ ଉନ୍ନତି ଏକାନ୍ତ କାମ୍ୟ : କଳାକାର ମହାସଂଘ

  ପୁରୀ, ତା. ୧୨/୦୩ : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ତରଫରୁ ଏକ ରାଜ୍ୟସ୍ତରୀୟ କଳାକାର ସମାବେଶ ସ୍ଥାନୀୟ ବଡଦାଣ୍ଡ ସ୍ଥିତ ଐତିହାସିକ ରଙ୍ଗମଞ୍ଚ 'ଅନ୍ନପୂର୍ଣ୍ଣା ଥିଏଟର' ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ଆଠ ଘଟିକା ସମୟରେ…

ଦୁର୍ନୀତି ନିରାକରଣରେ ସୂଚନା ଅଧିକାର ଆଇନ ୨୦୦୫ର ଭୂମିକା ଉପରେ ବକ୍ତୃତା ପ୍ରତିଯୋଗିତା

ରାୟଗଡ,୧୨।୩ : ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ରାୟଗଡ ପକ୍ଷରୁ ଜିଲାସ୍ତରୀୟ ସୂଚନା ଅଧିକାର ଆଇନ ୨୦୦୫ ଉପରେ ସଚେତନ‌ତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭଵନଠାରେ  ଅନୁଷ୍ଠିତ ହୋଇଛି I  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚଦ୍ର ନାୟକଙ୍କ…

ସଭାପତି ହେଲେ ପ୍ରିତପଲ, ସମ୍ପାଦକ ନୃସିଂହ

ମାଲକାନଗିରି ଓକିଲ ସଂଘର ନିର୍ୱାଚନ, ବିନା ପ୍ରତିଦ୍ୱନ୍ଦିରେ ସମସ୍ତ ପଦବୀ ପ୍ରାର୍ଥୀ ନିର୍ୱାଚିତ ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ରାଜ୍ୟ ବାର୍ କାଉସିଲ ତରଫରୁ ସାର।। ରାଜ୍ୟର ପଞ୍ଜିକୃତ ବାର୍ ମାନଙ୍କରେ ନିର୍ୱାଚନ ପାଇଂ ମାର୍ଚ ୨୮ ତାରିଖ ଧା ର୍ଯ୍ୟ ହୋଇଥିଲ।। ଏହି ନିର୍ୱାଚନ…

ମୁଣ୍ଡ ବଢୁଛି ନାବାଳିକାର, ଚିନ୍ତାରେ ପରିବାର ଲୋକେ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,ତାରିଖ -୧୨/୦୩/୨୬: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ପର୍ଶନପାଲ୍ଲୀ ଗ୍ରାମର ୧୨ ବର୍ଷର ନାବାଳିକା ରାଜେ, ବୟସ ସହ ମୁଣ୍ଡ ବଢ଼ୁଥିବାରୁ ଚିନ୍ତାରେ ପରିବାର ଲୋକ। ସୂଚନା ଅନୁଯାୟୀ ପଡିଆ ବ୍ଲକ ଅନ୍ତର୍ଗତ ପର୍ସନପଲ୍ଲୀ ଗ୍ରାମର ଇର୍ମା…