ପବିତ୍ର ବାରୁଣୀ ଯାତ୍ରାରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇଲେ।

ବସ୍ତା ୧୭/୩:ବସ୍ତା ଥାନା ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର ଵେଣାପୁରା ଗ୍ରାମ ସ୍ଥିତ ସୁବର୍ଣ୍ଣରେଖା ନଦୀରେ ପାରମ୍ପାରିକ ପବିତ୍ର ବାରୁଣୀ ସ୍ନାନ ଉପଲକ୍ଷେ ଆଜି ବହୁ ଶ୍ରଦ୍ଧାଳୁ ବୁଡ ପକାଇଥିଲେ।ବେଣାପୁରା ଠାରେ ଥିବା ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଓ ମହାଦେବ ପୀଠରେ ପାରମ୍ପାରିକ ପୂଜା…

ମିଳିମିଳା ସଚେତନା ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ମିଳିମିଳା ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ଏହି ରୁତୁରେ କିଛି ଶିଶୁଙ୍କୁ ମସୁର ପରି କିଛି ଚିହ୍ନ ଦେଖାଗଲେ ପରିବାର ଲୋକ ସନ୍ଦେହରେ ବସନ୍ତ ଭାବି…

ଜାତୀୟ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ।

ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଜାତୀୟ ମହିଳା ଆୟୋଗ ଓ ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି l ଏହି ଜନଶୁଣାଣୀ ଶିବିରରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୨୯ଗୋଟି ମୋକଦ୍ଦମା ଦାୟର ହୋଇଥିଲା l ତନ୍ମଧ୍ୟରୁ ଉଭୟ ଦଳ ପକ୍ଷରୁ ୮ଗୋଟି,ଏକ…

ମଲ୍ଲିପଶି ଠାରେ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ମିରିଗିଖୋଜି ଦଳ ଚମ୍ପିୟାନ।

କେନ୍ଦୁଝର,ତା୧୭/୩- ସ୍ବାମପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲିପଶି ଠାରେ ୨୫ତମ ଦିବାରାତ୍ର ରାଜ୍ୟସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବାବା ମଲ୍ଲିକେଶ୍ୱର ଭଲିବଲ୍ ସଂଘର ଉପଦେଷ୍ଟା ତଥା ମୁଖ୍ୟ ପାର୍ଥସାରଥି ବେଜଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।…

ଜ୍ଞାନ ପ୍ରକାଶର ପ୍ରତଷ୍ଠା ଦିବସ ଅବସରରେ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: "ଜ୍ଞାନ ପ୍ରକାଶ"ର ଦଶ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦୁଇ ଦିନ ଧରି ପ୍ରତଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି । ପ୍ରଥମ ଦିବସରେ ମୋଟୁ ମୁଗି ପଏଣ୍ଟ ମଧୁସୂଦନ ପାର୍କରେ ଜ୍ଞାନ ପ୍ରକାଶ ଟିମ୍ସହିତ ପ୍ରତିଷ୍ଠାତା ଜ୍ଞାନଚାନ୍ଦ ଶତପଥୀ…

ଶୈକ୍ଷିକ ଉତ୍କର୍ଷତା, ବିକାଶ ଓ ସଶକ୍ତୀକରଣ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱ ନେଇ ସୋଆ ବଦ୍ଧପରିକର: ସୋଆ ଉପସଭାପତି

ସୋଆରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ଭୁବନେଶ୍ୱର , ୧୬ ମାର୍ଚ୍ଚ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ କାର୍ଯ୍ୟରତ ମହିଳାମାନଙ୍କ ପକ୍ଷରୁ ସୋମବାର ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ…

ସାଙ୍ଗ ମାନଙ୍କ ସହିତ ଗାଧୋଇବା ହେଲା କାଳ ପରିତ୍ୟକ୍ତ ପଥର ଖାଦାନରେ ପଡ଼ି ଦଶମ ଶ୍ରେଣୀର ଛାତ୍ର ମୃତ।

ନୀଳଗିରି,ତା,୧୬/୦୩- କାଳ ନେବ ବାଳ ଧରି ଆୟତ୍ତ ନୁହଇଁ କାହାରି।ମୃତ୍ୟୁ ସତ୍ୟ ମୃତ୍ୟୁ ଆସେ ।କିନ୍ତୁ ଏମିତି ମୃତ୍ୟୁ ବେଳେ ବେଳେ ସମସ୍ତ ଙ୍କୁ ଚକିତ କରିବା ସହିତ ଦୁଃଖ ସାଗର ରେ ଭସାଇ ଦେଇ ଥାଏ।ସେଇମିତି ଏକ ମୃତ୍ୟୁ ଯାହା ଆଜି ଶେରଗଡ଼ ଓ ନୀଳଗିରି ଅଞ୍ଚଳ ରେ ଶୋକ ର ଛାୟା ଖେଳାଇ ଦେଇଛି।…

ନିତା ଅମ୍ବାନୀଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୫

ଭୁବନେଶ୍ୱର,୧୬ ।୩: ରିଲାଏନ୍‍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଚେୟାରପର୍ସନ ନିତା ଏମ୍‌. ଅମ୍ବାନୀଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି। ସୋମବାର କିସ୍‍ ଦୂତି ଚାନ୍ଦ ଆଥ୍‍ଲେଟିକ୍‍ ଷ୍ଟାଡିୟମରେ ଅନୁଷ୍ଠିତ ଏକ ଭବ୍ୟ ଉତ୍ସବରେ କିସ୍‍ର ୪୦ ହଜାର…

ପଦ୍ମପୁରର ୱିନର ବ୍ରାଇଟ ଫ୍ୟୁଚର ସ୍କୁଲ୍‌କୁ ସିବିଏସଇ ଅନୁସଂଲଗ୍ନତା : ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୧୬/୦୨):- ପଦ୍ମପୁର ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଏକ ଗୌରବମୟ ଓ ଐତିହାସିକ ସଫଳତା ହାସଲ ହୋଇଛି। ପଦ୍ମପୁର ସହରର ପ୍ରସିଦ୍ଧ ଶିକ୍ଷା ପ୍ରତିଷ୍ଠାନ ୱିନର ବ୍ରାଇଟ ଫ୍ୟୁଚର ସ୍କୁଲ୍‌ ବର୍ତ୍ତମାନ ଆଧିକାରିକ ଭାବରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ)…

ଆସିକାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଆରକ୍ଷି ଅଧିକ୍ଷକ ଙ୍କ ୧୫୫ ଟି…

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାଶକ: ଗଞ୍ଜାମ ଜିଲ୍ଲା ଆସିକା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଆଜି ସୋମବାର ମାର୍ଚ୍ଚ ମାସ ୧୬ ତାରିଖ ୨୦୨୬ ଦିବସ ରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ ଭି…