Sign in
Sign in
Recover your password.
A password will be e-mailed to you.
ଆଦର୍ଶ ଗୁରୁକୁଳର ଐତିହାସିକ ସଫଳତା: ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ବିଭାଗରେ ଉତ୍ତୀର୍ଣ୍ଣ ।
କେନ୍ଦ୍ରାପଡା:୨୨/୦୫(ପ୍ରଫୁଲ୍ଲ କୁମାର ମଲ୍ଲ) ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଅବସ୍ଥିତ ଆବାସିକ ଟ୍ୟୁଟୋରିଆଲ୍ “ଆଦର୍ଶ ଗୁରୁକୁଳ” ଚଳିତ ବର୍ଷର +୨ ପରୀକ୍ଷାରେ ଐତିହାସିକ ସଫଳତା ହାସଲ କରି ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସଂସ୍ଥାରୁ ପରୀକ୍ଷା ଦେଇଥିବା…
ଚୋରା ମଦ ଜବତ ୦୮ କୋର୍ଟ ଚାଲାଣ ।
କେନ୍ଦ୍ରାପଡ଼ା:୨୨/୦୫(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲ।ପାଳ ଶ୍ରୀ ରଘୁରାମ ଆୟର ଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳ ପ୍ରତ୍ୟକ୍ଷ ତଥୋଅବଧ।ନ ରେ କେନ୍ଦ୍ରାପଡ଼ା ଜିଲ୍ଲା ର କେନ୍ଦ୍ରାପଡ଼ା ସଦର, ନିକିରେଇ, ରାଜନଗର, ତାଳଚୁଆ ମେରେଇନ ଓ ମାର୍ଶାଘାଇ ଥାନା…
ଗୁରାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର ସଦସ୍ୟ କୁ ନେଇ ଏକ ସାଧାରଣ ବୈଠକ ରେ ଯୋଗଦେଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ରେ ଥିବା ଅସ୍ଥାୟୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି…
ନିର୍ଦ୍ଧାରିତ ସ୍ଥାନ ପରିବର୍ତ୍ତନ କରି ପାଚେରୀ ନିର୍ମାଣ ଅଭିଯୋଗ, ବିଡିଓଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର
କୋଲାବିରା: କୋଲାବିରା ବ୍ଲକ ଅନ୍ତର୍ଗତ ତରେଇକେଲା ଗ୍ରାମରେ ମଞ୍ଜୁର ହୋଇଥିବା ଏକ ପାଚେରୀ ନିର୍ମାଣ ପ୍ରକଳ୍ପକୁ ନିର୍ଦ୍ଧାରିତ ସ୍ଥାନରେ କାର୍ଯ୍ୟକରିତ ନକରି ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ଅଭିଯୋଗକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ…
ରାଜନଗର ବ୍ଲକରେ ସୁନାମୀ ମକ୍ ଡ୍ରିଲ୍ ଓ ସୁନାମୀ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ।
କେନ୍ଦ୍ରାପଡ଼ା:୨୨.୦୫(ପ୍ରଫୁଲ୍ଲ କୁମାର ମଲ୍ଲ) ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା (INCOIS) ଙ୍କ ମିଳିତ ପ୍ରୟାସରେ ରାଜନଗର ବ୍ଲକ ଅଧୀନ ତାଳଚୁଆ ପଞ୍ଚାୟତରେ ସୁନାମୀ ମକ୍ ଡ୍ରିଲ୍ ଏବଂ ସୁନାମୀ ପ୍ରସ୍ତୁତି କାର୍ଯ୍ୟକ୍ରମ…
ଅପରେସନ୍ ନେତ୍ରକୁ ବେଦାନ୍ତ ଆଲୁମିନିୟମର ସମର୍ଥନ, ଝାରସୁଗୁଡା ପୋଲିସ ଦ୍ୱାରା ଏକ ଜନ ସୁରକ୍ଷା ପଦକ୍ଷେପ
୨୫୦ରୁ ଅଧିକ ଅଂଶଗ୍ରହଣକାରୀ ଏହି ଶୁଭାରମ୍ଭରେ ସାମିଲ ହୋଇଥିଲେ, ଯାହା ସାର୍ବଜନୀନ ପରିବହନ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ କ୍ୟୁଆର-ଲିଙ୍କ୍ଡ୍ ସ୍ମାର୍ଟ ଟ୍ରାକିଂ ସିଷ୍ଟମ କାର୍ଯ୍ୟକାରୀ କରିଛି
ଝାରସୁଗୁଡ଼ା, ୨୨/୦୫/୨୦୨୬ : ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ…
ନବରଙ୍ଗପୁର ଜିଲ୍ଲାରେ ଏକା ଥରକେ ଦୁଇ ପ୍ରଶାସନିକ ଅଧିକାରୀଙ୍କ ପଦୋନ୍ନତି
ନବରଙ୍ଗପୁର:22/05/2026,ଜିଲ୍ଲା ଶିକ୍ଷା ଓ ଶିକ୍ଷା ନିରୀକ୍ଷକ ସଂଘର ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଓ ଅଧ୍ୟକ୍ଷ ଗଣ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲାକା ରବୀନ୍ଦ୍ର ଏବଂ ଜିଲ୍ଲା ଆଦିବାସୀ ଉନ୍ନୟନ ବିଭାଗ ପ୍ରକଳ୍ପ ପ୍ରଶାସକ ରାଜୀବ କୁମାର ସାହୁଙ୍କ ପଦନ୍ନୋତି ନିମନ୍ତେ ଉଭୟ ଙ୍କୁ ପୁଷ୍ପ…
ହିଣ୍ଡାଲକୋ ହୀରାକୁଦରେ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସରେ ମେଗା ବୃକ୍ଷରୋପଣ ଅଭିଯାନ ଆୟୋଜନ
ହୀରାକୁଦ: ୨୦୨୬ ମସିହାର ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଅବସରରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ହୀରାକୁଦ ପାୱାର ଆଣ୍ଡ ସ୍ମେଲ୍ଟର, "ଗୋ ଗ୍ରୀନ୍ ଇନିସିଏଟିଭ୍" ଅଧୀନରେ ଏକ ମେଗା ବୃକ୍ଷରୋପଣ ଅଭିଯାନ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ପରିବେଶ ସୁରକ୍ଷା, ଜୈବ…
ପ୍ରଶାସନ ନ ଆସିଲା ନାଇଁ , “ଆଶା”ର ପ୍ରଚେଷ୍ଟାରେ ଆଗେଇ ଆସୁଛନ୍ତି ସହୃଦ ବ୍ୟକ୍ତି ଓ ସଂଗଠନ
କେନ୍ଦୁଝର: ୨୨/୦୫/୨୦୨୬: ବାଂଶପାଳ ବ୍ଳକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତ ଅଧୀନ ଦୁଆରଶୁଣି ଗାଁର ବାପ, ମା' ଛେଉଣ୍ଡ ପିଲାଙ୍କ ଅବସ୍ଥା ବିଷୟରେ ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ " ଆଶା" ର ଉଦ୍ୟମରେ ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରୁ ସହଯୋଗର ହାତ ଲମ୍ବିଛି।
ଦୁଆରଶୁଣୀ ଗାଁରେ…
ସାଂସ୍କୃତିକ ବିବିଧତାକୁ ଜଗତିକରଣ ପରିବେଶ ମଧ୍ୟରେ ପାଳନ କରିବା ଉଚିତ୍: ବିଶେଷଜ୍ଞ
ଭୁବନେଶ୍ୱର, ମେ ୨୨ : ସାଂସ୍କୃତିକ ବିବିଧତାକୁ ଜଗତିକରଣ ପରିବେଶ ମଧ୍ୟରେ ପାଳନ କରିବା ଉଚିତ୍ ଏବଂ ଏହାକୁ ଅର୍ଥନୈତିକ ବିକାଶ ସହ ଯୋଡ଼ିବାର ଆବଶ୍ୟକତା ରହିଛି ବୋଲି ଗୁରୁବାର କହିଛନ୍ତି ଜାତୀୟ ସ୍ମାରକି କର୍ତୃପକ୍ଷର ପୂର୍ବତନ ଅଧ୍ୟକ୍ଷ ତଥା କୋଲକାତା ସ୍ଥିତ ଭାରତୀୟ ନୃତତ୍ୱ ସର୍ବେକ୍ଷଣର…