କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ନୋଡାଲ ଅଧିକାରୀ ଦାୟିତ୍ୱ

 ୩୦ ବରିଷ୍ଠ ଅଧିକାରୀ ୩୦ଟି ଜିଲ୍ଲାର ନୋଡାଲ ଅଧିକାରୀ ନିୟୋଜିତ  ପ୍ରତି ମାସରେ ଜିଲ୍ଲା ଗସ୍ତ କରି ସମୀକ୍ଷା ରିପୋର୍ଟ ଦେବେ ଭୁବନେଶ୍ୱର: କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ କରି ଚାଷୀମାନଙ୍କ…

ଆଦିବାସୀ ଜୁଆଙ୍ଗ ସମ୍ପ୍ରଦାୟର ଦିବ୍ୟାଙ୍ଗ ଯୁବତୀଙ୍କୁ ନୂଆ ଜୀବନ ଦେଲା ଓଡିଶା ମୋ ପରିବାର

ଭୁବନେଶ୍ୱର: ଯେଉଁ ବୟସରେ ହସି,ଖେଳି ପାଠ ପଢିବାକୁ ଯିବା କଥା, ସେହି ବୟସରେ ମାନସୀ ଦିବ୍ୟାଙ୍ଗ ଭାବେ ଅଗଣାରେ ପଡ଼ି ଲୁହ ଝରାଉଥିଲେ। ଅଣ୍ଟା ହାଡ଼ ଖସି ଯାଇଥିବାରୁ ଦୈନନ୍ଦିନ କାମ କରିବାକୁ ଅସମର୍ଥ ହୋଇ ପଡ଼ିଥିଲେ ସେ, ଅନ୍ୟର ସାହାରାରେ ଚଳପ୍ରଚଳ କରୁଥିବାରୁ ମନେ ମନେ ଭାଙ୍ଗି ପଡୁଥିଲେ ।…

ବିଜୁ ସେତୁ ନିର୍ମାଣ ନେଇ ସମୀକ୍ଷା ବୈଠକ ନେଲେ ମନ୍ତ୍ରୀ ଶ୍ରୀ ପ୍ରିତୀରଞ୍ଜନ ଘଡାଇ

ବିଜୁ ସେତୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମାପ୍ତି ଉପରେ ଗୁରୁତ୍ୱ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାରେ ୩୦୦ ବିଜୁ ସେତୁ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛିା ଏହି ଲକ୍ଷ୍ୟ…

ମହିଳାଙ୍କୁ ଆକ୍ରମଣ ସହ ଗାଡ଼ି ପୋଡି଼ ଘଟଣାରେ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଗାଙ୍ଗପୁର ପୋଲିସ୍

ଭଞ୍ଜନଗର, : ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ଗ୍ରାମରେ ଗତ ଶୁକ୍ରବାର ଜଣେ ମହିଳାଙ୍କୁ ଆକ୍ରମଣ କରିବା ସହିତ ଗାଡ଼ି ପୋଡ଼ିଦେବା ଘଟଣା ଅଭିଯୋଗରେ ଗାଙ୍ଗପୁର ପୋଲିସ୍ ଚାରି ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି I ଅଭିଯୋଗ ଆଣିଥିବା ମହିଳା ଜଣଙ୍କ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ…

ଆଇ.ଟି.ସି. ଏମ୍.ଏସ୍.କେ – ଆଇ.ଟି.ଡ଼ି.ଏ. ମିଶନ ଜୀବିକା ପକ୍ଷରୁ କର୍ମଶାଳା ଓ ତାଲିମ ଶିବିର ।

କଲ୍ୟାଣସିଂହ ପୁର/ପ୍ରଦୀପ ଦଲାଇ ଙ୍କ ରିପୋର୍ଟ:  ରାୟଗଡା ଜିଲ୍ଲାର କଲ୍ୟାଣସିଂହ ପୁର ବ୍ଲକ ଅଧିନସ୍ତ ବ୍ଲକ କନଫରେନ୍ସ ହଲ୍ ଠାରେ ଆଇ.ଟି.ସି. ମିଶନ ସୁନେହରା କଲ୍ ପ୍ରକଳ୍ପ ଏବଂ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇ.ଟି.ଡ଼ି.ଏ.) ମିଶନ ଜୀବିକାର ମିଳିତ ଆନୁକୂଲ୍ୟରେ ସ୍ବେଛାସେବୀ ସଂଗଠନ…

ସିକରପାଇ ମା ଭୈରବୀ ମନ୍ଦୀର, ବାଲି ଯାତ୍ରା ପାଇଁ ବିଶେଷ ପୂଜାର୍ଚ୍ଚନା ।

କଲ୍ୟାଣସିଂହପୁର/ପ୍ରଦୀପ ଦଲାଇ-ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ଗ୍ରାମର ଭୈରବୀ ମନ୍ଦୀର ଠାରେ ବାଲି ଯାତ୍ରା ପାଇଁ ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇ ଯାଇଛି। ମା ଭୈରବୀ ପୂଜା କମିଟି ସିକରପାଇ ପକ୍ଷରୁ ଆୟୋଜିତ ଏହି ବାଲିଯାତ୍ରା ଚଳିତ ମାସ ୧୧ ରୁ ୨୩…

ରାୟଗଡ ଜିଲ୍ଲା ଗସ୍ତରେ ରାଜ୍ୟ ବିଧାନସଭା ସଦାଚାର କମିଟି ଜିଲ୍ଲାର ଉଚ୍ଚ ପଦାଧୀକାରୀଙ୍କ ସହିତ ଆଲୋଚନା

ରାୟଗଡରୁ ସରୋଜ କୁମାର ସାହୁ: ରାଜ୍ୟ ବିଧାନସଭା ସଦାଚାର କମିଟି ଦିନିକିଆ ରାୟଗଡ ଜିଲ୍ଲା ଗସ୍ତ କରି ଜିଲ୍ଲାର ଉଚ୍ଚ ପଦାଧୀକାରୀଙ୍କ ସହିତ ଜନପ୍ରତିନିଧିଙ୍କ ଅଭିଯୋଗ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସମୀକ୍ଷା କରିଥିଲେ । ବିଧାନସଭା ସଦାଚାର କମିଟିର…

ଶ୍ରୀବନ୍ତପୁର ମିଶନ ଶକ୍ତି ମା’ମାନଙ୍କ ଦ୍ୱାରା ଏକ ଉତ୍ପାଦନ କେନ୍ଦ୍ର ଶୁଭ ଉଦଘାଟନ

ଜଗତସିଂହପୁର/ସୁମନ୍ତ କୁମାର ଦାସ-ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅପଣ୍ଡରା ପଂଚାୟତ ଶ୍ରୀବନ୍ତ ପୁର ଗ୍ରାମର ମହିଳା ମା ମାନେ ଏକ ଉତ୍ପାଦନ କେନ୍ଦ୍ର ଉଦଘାଟନ ହୋଇଯାଇଛି l ଏଥିରେ ବ୍ଲକ ଅଧକ୍ଷ ପ୍ରକାଶ ପ୍ରଧାନ, ଜିଲ୍ଲା ପରିଷଦ ତଟିନା ସ୍ୱାଇଁ ଏବଂ ପଂଚାୟତ ର ଅନ୍ୟ ଅତିଥି ମାନେ ଯୋଗ ଦାନ…

ସ୍କୁଲ ପିଲାଙ୍କୁ ଦିଆ ଯାଉଛି ପୋକଡା ଚାଉଳ ଭାତ !

ପିଲାଙ୍କୁ ଠିକ୍ ଖାଦ୍ୟ ନଦେଲେ ଆମେ ଆଉ ପିଲାଙ୍କୁ ସ୍କୁଲକୁ ଛାଡିବୁ ନାହିଁ : ଅଭିଭାବକ ଉମରକୋଟ/ଜିତେନ୍ଦ୍ର ମହାନ୍ତି : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ମୁର୍ତ୍ତୁମା ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା। ପିଲାଙ୍କୁ ଦିଆଯାଉଛି ପୋକରା ଚାଉଳ ଭାତ। ସୂଚନା ପ୍ରକାରେ,…

ସୋଆରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ଭାରତୀୟ ଜ୍ଞାନ ପରମ୍ପରାର ସଂଯୋଜକ ପ୍ରଫେସର ଜି. ଏସ୍ ମୂର୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପିପିଟି ପ୍ରେଜେନ୍‌ଟେସନ୍ ମାଧ୍ୟମରେ ନିଜର ବକ୍ତବ୍ୟ ରଖିଥିଲେ ।…