ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ବିପଦ ପୂର୍ଣ୍ଣ ରାସ୍ତାରେ ଅଂଚଳ ଗସ୍ତ କଲେ ରାଜ୍ୟପାଳ

କଡା କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରବଳ ଦାବୀ ରାୟଗଡ଼ / ସରୋଜ ସାହୁ : ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ରାୟଗଡ ଜିଲ୍ଲା ଗସ୍ତକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ବହୁ ପ୍ରସ୍ତୁତି କରିଥିଲା । ଲଗାତାର ଭାବେ ବୈଠକ କରି ସମସ୍ତ କାର୍ଯ୍ୟ ଗୁଡିକୁ ସୁରୁଖୁରୁରେ ତୁଲାଇବା…

ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ସମନ୍ଵୟ ଋଣ ମେଳା ଅନୁଷ୍ଠିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ:  ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ବ୍ୟାଙ୍କ ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ସମନ୍ୱୟ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି l କୃଷ୍ନାନନ୍ଦପୁର ଠାରେ ଥିବା ଇଣ୍ଡିଆନ ବ୍ୟାଙ୍କ ଓ ଶଙ୍ଖେଶ୍ୱର ଠାରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶାଖା ପକ୍ଷରୁ ଋଣ ମେଳା…

ଢେଇଗାଁରେ ଘଟିଛି ଏକ ହୃଦୟ ବିଦାରକ ଘଟଣା

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତୁମ୍ବାଅଣ୍ଡେଇସାହି ଗ୍ରାମ ପଞ୍ଚାୟତ ସ୍ଥିତ ଚଢେଇଗାଁରେ ଘଟିଛି ଏକ ହୃଦୟ ବିଦାରକ ଘଟଣା l ସେହି ଗ୍ରାମରେ ବାସ କରନ୍ତି ପ୍ରଶାନ୍ତ କୁମାର ଆଚାର୍ଯ୍ୟ ନାମକ ଏକ ବ୍ୟକ୍ତି l ପରିବାର କହିଲେ ପ୍ରଶାନ୍ତଙ୍କ ମାଆ ଓ ତାଙ୍କ ସ୍ତ୍ରୀ…

ଦେଶରେ ହଜି ଗଲାକି ପ୍ରସଙ୍ଗ !

ରାହୁଲଙ୍କ ବାନିୟନ୍ କୁ ନେଇ ଗୋଡ଼ ଟାଣିବା କେତେ ଦୂର ସମୀଚିନ !! ଆହୁତି ମହାନ୍ତି ଦେଶରେ ବହୁ ସମସ୍ୟା ଭରପୁର ହୋଇ ରହିଛି। ତେଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପରିବା ଠୁ ଆରମ୍ଭ କରି ଅନେକ ଜିନିଷର ଦର ଦାମ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ…

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦୁଇ ଦିନିଆ ରାୟଗଡ ଜିଲ୍ଲା ଗସ୍ତ

ରାୟଗଡରୁ ସରୋଜ କୁମାର ସାହୁ: ଓଡ଼ିଶାର ମହାମହିମ ରାଜ୍ୟପାଳ, ବିଶିଷ୍ଟ ବାଗ୍ନୀ ପ୍ରଫେସର ଗଣେଶୀ ଲାଲ ରାୟଗଡ ଜିଲ୍ଲା ଗସ୍ତରେ ଆସି ରାୟଗଡ ଜିଲ୍ଲାର କୋଲନରା ବ୍ଲକ ଅନ୍ତର୍ଗତ କେ. ଡେଙ୍ଗାସରିଗି ଗ୍ରାମର ଓଡିଶା ଜୀବିକା ମିଶନ ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା…

ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନିତ ଓଡିଆଙ୍କୁ ଦି ଇଣ୍ଟେଲେକ୍ଟସର ସମ୍ବର୍ଦ୍ଧନା

ନୂଆଦିଲ୍ଲୀ – ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ଓଡ଼ିଶା ନିବାସ ପରିସରରେ ଏକ ନିରାଡମ୍ବର ପରିବେଶରେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଥିବା ଦୁଇ ବିଶିଷ୍ଟ ଓଡିଆ ବ୍ଯକ୍ତିତ୍ବଙ୍କୁ ସମ୍ବର୍ଦ୍ଧିତ କରାଯାଇଛି| ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ…

ପାଇକା ନଦୀ ର ଡାହାଣପଟ ନଦୀ ବନ୍ଧ ରାସ୍ତା ଶୋଚନୀୟ ତ୍ୱରିତ ମରାମତି ସହିତ ଉନ୍ନତିକରଣ ଦାବୀ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ କୃଷ୍ଣା ନନ୍ଦପୁରର ସାଇଫୋନ ସେତୁ ଠାରୁ ଗୋପାଳପୁର (ଶ) ଗ୍ରାମପଞ୍ଚାୟତ ର ସରଳପୁର କୁ ସଂଯୋଗ କରୁଥିବା ନଦୀବନ୍ଧ ରାସ୍ତା ମରଣ ଯନ୍ତା ପାଲଟିଛି l ଏହି ବ୍ଲକ ଅଧୀନ ପାଞ୍ଚ ପଞ୍ଚାୟତର ତିରିଶ ହଜାର ରୁ ଉର୍ଦ୍ଧ ଜନସାଧାରଣ ଏହି ନଦୀବନ୍ଧ…

କେନ୍ଦୁଝର ଜିଲ୍ଲା ରେଡ୍‌କ୍ରସ୍‌ମ୍ୟାନଙ୍କ ସମାଜସେବାରେ ରେ ଦୁଇଦଶନ୍ଧି

କେନ୍ଦୁଝର : ଶ୍ରୀ ଏ.ଆର୍‌.ଖାନ ଏକ ସ୍ପଷ୍ଟ ବ୍ୟକ୍ତିତ୍ୱ ଯାହାଙ୍କର ପ୍ରତିଟି ମୁଭମେଂଟ୍‌ରେ ବାରି ହୋଇପଡେ ଅନ୍ୟକୁ ସହାୟତା କରିବାର ବିଶ୍ୱାସ, ବାପାଙ୍କଠାରୁ ପ୍ରେରଣା ପାଇ ମାନବୀୟସହାୟତାର ଏକ ଅନନ୍ୟ କର୍ମୀ ସାଜିଯାଇଛନ୍ତି ପିଲାଟିବେଳୁ । ନାହିଁ ଇଛା ନିଜକୁ ପ୍ରଚାରିତ କରିବା ପାଇଁ…

ଦିବଙ୍ଗତ ଶିକ୍ଷକ ଓ ପୁରାତନ ଛାତ୍ରଙ୍କୁ ସ୍ମୃତି ସୌରଭ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ବିଦ୍ୟାଳୟର ପୁରାତନ ଛାତ୍ର ଏବଂ ଦିବଙ୍ଗତ ଶିକ୍ଷକଙ୍କ ନିମନ୍ତେ ଏକ ସ୍ମୃତି ସୌରଭ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଦ୍ୟାଳୟର…

ମାନସିଂହ ସାହିତ୍ୟ ସଂସଦର ଏକବିଂଶତମ କବିତା ଆସର ଅନୁଷ୍ଠିତ

ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀ ଆନୁକୁଲ୍ୟରେ ସଭାପତି ଶ୍ରୀଯୁକ୍ତ ଵିଷ୍ଣୁ ପ୍ରସାଦ ଦଳେଇଙ୍କ ସଭାପତିତ୍ୱରେ  ଏକବିଂଶତମ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ଶ୍ରୀଯୁକ୍ତ ଲଳିତ କୁମାର ସ୍ବାଇଁ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଉପଦେଷ୍ଟା ଶ୍ରୀଯୁକ୍ତ ବନବିହାରୀ…