Sign in
Sign in
Recover your password.
A password will be e-mailed to you.
ବୁହାଳୋ ବରପଡା ଠାରେ ଆଧ୍ୟାତ୍ମିକ ପରିବେଶରେ ମା ମଙ୍ଗଳାଙ୍କ ବାର୍ଷିକ ମେଳା ଉତ୍ସବ ଅନୁଷ୍ଠିତ l
(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ )- ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ଗ୍ରାମ ପଞ୍ଚାୟତ ର ବରପଡ଼ାଠାରେ ମା' ମଙ୍ଗଳାଦେବୀଙ୍କ ବାର୍ଷିକ ପୂଜା ଉତ୍ସବ ଆନନ୍ଦ ଉଲ୍ଲାସ ର ସହ ଅନୁଷ୍ଠିତ ହୋଇଯାଇଛି l ଶହେ ବର୍ଷର ଏହି ପୁରାତନ ଅନୁଷ୍ଠାନ ଏବେବି ବାପ -ଅଜା ସମୟର ପରମ୍ପରାକୁ ଆଧାରକରି ବଞ୍ଚି…
ଟାଟା ପାଓ୍ଵାର ପକ୍ଷରୁ ନିଯୁକ୍ତ ଏଜେନ୍ସି ମନମୁଖୀ ଶାସନ
ଭଦ୍ରକ(ସୀତାକାନ୍ତ ପାଢ଼ୀ):-: ଟାଟା ପାଓ୍ଵାରା ବିଦୁ୍ୟତ ଯୋଗାଣ ଦାୟିତ୍ଵ ନେଇ ଏହାର ପରିଚାଳନା ଭାର କେତେକ ଏଜେନ୍ସି ହାତକୁ ଟେକି ଦେଇଛି। ସେହି ଏଜେନ୍ସିର କତ୍ତର୍ୃପକ୍ଷଙ୍କ ମନମୁଖୀ ଶାସନର ପ୍ରତିବାଦ କରିଛନ୍ତି କାର୍ଯ୍ୟରତ ଠିକା କର୍ମଚାରୀମାନେ। ଗତକାଲି ଅପରାହ୍ଣରେ ଭଦ୍ରକ ନୂଆବଜାର…
ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ସ୍ୱଚ୍ଛତା ପକ୍ଷ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଗଦଗୁରୁ ଶ୍ରୀ କୃପାଳୁ ମହାରାଜଙ୍କ ଜନ୍ମ ଶତ ବାର୍ଷିକୀ ଉତ୍ସବ ଅବସରରେ ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ପ୍ରତି ରବିବାର ଭ୍ରମ୍ୟମାଣ କରି ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଆଜି ରବିବାର ପବିତ୍ର…
ଅମୃତା ଫାଉଣ୍ଡେସନ ଦ୍ଵିତୀୟ ବାର୍ଷିକ ଉତ୍ସବ-୨୦୨୨
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଅମୃତା ଫାଉଣ୍ଡେସନ,ଭୁବନେଶ୍ୱର ପକ୍ଷରୁ ଆଜି ଜଗତସିଂହପୁର ଜିଲ୍ଲା ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଫାଉଣ୍ଡେସନର ଦ୍ଵିତୀୟ ବାର୍ଷିକ ଉତ୍ସବ ଅମୃତୋତ୍ସଵ-୨୦୨୨ ଅନୁଷ୍ଠିତ ହୋଇଯାଇଛି ।ପାଉଣ୍ଡେସନର ସଭାପତି ଡକ୍ଟର ବଟ କିଶୋର ରାୟଙ୍କ ଅଧ୍ୟକ୍ଷତା…
ନବରଙ୍ଗପୁର କଲେଜର ସ୍ୱର୍ଣ୍ଣ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକ
ନନବରଙ୍ଗପୁରରୁ ଜିଲ୍ଲା ପ୍ରଥିନିଧି ଅଶୋକ ସାହୁ ; ଆଜି ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ନବରଙ୍ଗପୁର କଲେଜର ସ୍ୱର୍ଣ୍ଣ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ପୂର୍ବତନ ବିଧାୟକ…
ଆର୍ଟ ଏଣ୍ଡ ସ୍କ୍ରାପ ପ୍ରତିଯୋଗିତା ଅନୁଷ୍ଠିତ
ଭଞ୍ଜନଗର : ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓସେପା ଆନୁକୁଲ୍ୟରେ ଭଞ୍ଜନଗର ବ୍ଳକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ୟୁ.ବି ହାଇସ୍କୁଲ ପରିସରରେ ଆର୍ଟ ଏଣ୍ଡ ସ୍କ୍ରାପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ବ୍ଳକର ଶହେ…
ସତ୍ୟଭାମାପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ବୈଠକ
ବିଦ୍ୟାଳୟ ରୂପାନ୍ତରଣ ଉତ୍ତମ ଶୈକ୍ଷିକ ପରିମଣ୍ଡଳ ସୃଷ୍ଟି କରିଛି ।
ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସତ୍ୟଭାମାପୁର ନୋଡାର ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ତଥାଅଭିଭାବକ-ଶିକ୍ଷକସମନ୍ୱୟବୈଠକ ଶନିବାର ସକାଳେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ…
ପରିତ୍ୟକ୍ତ ଘରୁ ୧୬ ଲକ୍ଷ ୧୧ ହଜାର ନକଲି ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍
ରାଉରକେଲାରୁ ବିପୁଳ ପରିମାଣର ନକଲି ଟଙ୍କା ଜବତ ଓ ଜଣେ ଗିରଫ।
ରାଉରକେଲା,(ବସନ୍ତ କୁମାର ଜେନା) ;ସୁନ୍ଦରଗଡ ଜିଲ୍ଲା ରାଉରକେଲା ରୁ ଧରା ପଡ଼ିଲା ଆନ୍ତରାଜ୍ୟ ଜାଲ ନୋଟ କାରବାର କରୁଥିବା ଅପରାଧୀ ଶେଖ ଅହମ୍ମଦ। ରାଜ୍ୟ STF , ରାଉରକେଲା ୧୫ ନମ୍ବର ସେକ୍ଟର ପୋଲିସ ସହାୟତା ରେ ଶେଖ ଅହମ୍ମଦକୁ ୧୭…
ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗୀୟା ସୁଭଦ୍ରା ମହତାବଙ୍କ ୪୪ତମ ସ୍ମୃତିଦିବସ ସମାରୋହ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ଆଜି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଡ଼ଃ. ହରେକୃଷ୍ଣ ମହତାବ ଙ୍କ ଧର୍ମପତ୍ନୀ ତଥା ଓଡ଼ିଶାର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ସମାଜ ସଂସ୍କାରକ ଧର୍ମପରାୟଣା ମହିଳା ସ୍ୱର୍ଗୀୟା ସୁଭଦ୍ରା ମହତାବଙ୍କ ୪୪ତମ ସ୍ମୃତିଦିବସ ସମାରୋହ ତଥା ଶ୍ରାଦ୍ଧବାର୍ଷିକ…
ବରତୁଣ୍ଡାରେ ନୂଆଁଖାଇ ଭେଟଘାଟ।
ପଦ୍ମପୁର- ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍ ବରତୁଣ୍ଡା ହାଇସ୍କୁଲ ପଡିଆ ରେ ରବିବାର ଦିନ ଏକ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ସ୍ଵୟଂ ସହାୟକ ଗୋଷ୍ଠୀ ମହାସଂଘ ଓ ଗନ୍ଧମାର୍ଦନ କଳାକାର ମହାସଂଘ ଆନୁକୂଲ୍ୟରେ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ…