ପ୍ରଶିକ୍ଷଣ ତଥା ନିଯୁକ୍ତି ମେଳା ଅନୁଷ୍ଠିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ପରିସରରେ ଓଡିଶା ଜୀବିକା ମିଶନ ସଂଯୋଜନା ରେ ଦିନ୍ ଦୟାଲ ଉପାଧ୍ୟାୟ - ଗ୍ରାମୀଣ କୌଶଳ ଯୋଜନା ଅଧୀନରେ ଏକ ପ୍ରଶିକ୍ଷଣ ତଥା ନିଯୁକ୍ତି କର୍ମଶାଳା ଆୟୋଜନ ହୋଇଯାଇଅଛି | ଏହି ମେଳା ରେ ମୋଟ ୨୫୦ ଜଣ ରୁ ଉର୍ଦ୍ଧ ଯୁବକ…

ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପରିଚାଳନା ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ଭବନର ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନାର ବୈଠକ ବ୍ରହ୍ମପୁର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁଙ୍କ…

ଆମ୍ ଆଦମୀ ପାର୍ଟି , ଜିଲ୍ଳା କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆମ୍ ଆଦମୀ ପାର୍ଟି , ଗଜପତି ଜିଲ୍ଳା କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଆପ୍ ରାଜ୍ୟ ଉପସଭାପତି ତଥା ଗଜପତି…

ରାଇଘର ବ୍ଲକ ରେ ଫୁଟିଲା ଗୁଳି

ଉମରକୋଟ /ଜିତେନ୍ଦ୍ର ମହାନ୍ତି: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ ଫୁଟିଲା ଗୁଳି | ରାଇଘର ବ୍ଲକ ସୋନପୁର ଓ ରେଙ୍ଗାଭାଟି ରାସ୍ତା ରେ ଏକ ନୀଳଗିରି ଜଙ୍ଗଲ ନିକଟ ରାସ୍ତାରେ ଜଣେ ଯୁବକ ଙ୍କୁ ଗୁଳି ମାଡ଼ କରଯାଇଛି । ଯୁବକ ଯୁବକ ଜଣକ ହେଲେ ଛତିଶଗଡ ଗରିଆବନ୍ଧ ଜିଲ୍ଲା ଭୂତବେଡ଼ା ଗ୍ରାମର…

ବିବାଦୀୟ ଶବକୁ ନେଇ ବିଶ୍ଵ ହିନ୍ଦୁ ପରିଷଦର ସାମ୍ବାଦିକ ସମ୍ମିଳନୀ।

ଉମରକୋଟ/ଜିତେନ୍ଦ୍ର ମହାନ୍ତି- ବିବାଦୀୟ ଶବ ସଂସ୍କାରକୁ ନେଇ ଉମରକୋଟରେ ରାସ୍ତାରୋକ ଏବଂ ରାସ୍ତାରୋକକୁ ହଟାଇବା ପାଇଁ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଆଜି ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସହରର ଡିଏନକେ ସ୍ଥିତ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀ ଡକା…

ଜେଏସପି ପରିଚାଳନା ନିର୍ଦ୍ଦେଶକଙ୍କ ସିଏସଆର କାର୍ଯ୍ୟ ପରିଦର୍ଶନ

ଭୁବନେଶ୍ବର / ଅନୁଗୁଳ: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିମଲେନ୍ଦ୍ର ଝା, ଜେଏସପି ଫାଉଣ୍ଡେସନ ଦ୍ଵାରା ଅନୁଗୁଳରେ କାର୍ଯ୍ୟକରି ହେଉଥିବା କମ୍ପାନୀର ବିଭିନ୍ନ ସିଏସଆର କାର୍ଯ୍ୟ ଗତକାଲି (୧୪ ସେପ୍ଟେମ୍ବର ୨୦୨୨ ଦିନ) ବୁଲି ଦେଖିଥିଲେ ।ଦିବ୍ୟାଙ୍ଗ…

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀନିବାସ ନେଇ ସୁରକ୍ଷା ନିୟମାବଳୀ ପ୍ରସ୍ତୁତ

ଭୁବନେଶ୍ୱର :କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀନିବାସରେ ରହୁଥିବା ବାଳିକାମାନଙ୍କର ସୁରକ୍ଷା ଓ ନିରାପତ୍ତା ନିମନ୍ତେ ଏକ ପରାମର୍ଶ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱସ୍ଥୀ ଏସ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ଓସେପାର ରାଜ୍ୟ ପ୍ରକଳ୍ପ…

ଲିମ୍ଫୋମା ସଚେତନତା ଦିବସ: ପ୍ରାକ୍‍ ନିଦାନ ଓ ଚିକିତ୍ସା ହୋଇପାରିଲେ ଆରୋଗ୍ୟ ସମ୍ଭବ- କିମ୍‍ସ ବିଶେଷଜ୍ଞ

ଭୁବନେଶ୍ୱର: ଶରୀରରେ ଲସିକା ଗ୍ରନ୍ଥି ଫୁଲିଲେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ । ଲସିକା ଗ୍ରନ୍ଥି ଫୁଲିବା ସହ ଯଦି ଜ୍ୱର, ରକ୍ତହୀନତା, କାମଳ ଓ ଦୁର୍ବଳତା ଲାଗି ରହେ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । କାରଣ ହୁଏତ ଏହା ଲିମ୍ଫୋମା ଆଡ଼କୁ ଅଗ୍ରସର ହୋଇପାରେ । ଲିମ୍ଫୋମା…

ଗୁରୁଙ୍କ ସ୍ମୃତିରେ ଗୁରୁ ଦକ୍ଷିଣା

‘ମୋ କଲେଜ’ ଅଭିଯାନକୁ ୧ ଲକ୍ଷ ଟଙ୍କା ଦାନ କଲେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଅଧ୍ୟାପିକା ଭୁବନେଶ୍ଵର,: ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଲାଗି ୧ ଲକ୍ଷ ଟଙ୍କା ଦାନ କରିଛନ୍ତି ଅଧ୍ୟାପିକା ଡକ୍ଟର ସ୍ନେହଲତା ଦାସ।…

କେଉଁଝର ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତିଙ୍କ ସମ୍ବାଦିକ ସମ୍ମିଳନୀ

ହାଟଡିହି ମକର ଧ୍ୱଜ ଯେନା : କେଉଁଝର ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ରାଜେଶ ସେଠୀଙ୍କ ନେତୃତ୍ବରେ ବିଜେପି ଦଳର ଏକ ଟିମ୍ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ହାଟଡିହି ବ୍ଲକ ଶାଳଣିଆଁ ଠାରେ ଏକ ସାମ୍ବାଦିକ ସମ୍ମୀଳନୀ ଡକାଇ ଥିଲେ।ଏହି ସମ୍ମୀଳନୀରେ ସେ ମୁଖ୍ୟତଃ ଜିଲ୍ଲାର…