ରାୟଗଡ଼ ବ୍ଲକର ଚତୁର୍ଥ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ରାୟଗଡ଼ରୁ ସରୋଜ କୁମାର ସାହୁ: ରାୟଗଡ଼ ବ୍ଲକର ଚତୁର୍ଥ ପଞ୍ଚାୟତ ସମିତି ବୈଠକ ବୁଧବାର ସଦଭାବନା ଗୃହ ଠାରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ବିଧ୍ୟାୟକ ମକରନ୍ଦ ମୁଦୁଲି ଅତିଥି ରୂପେ ଯୋଗଦେଇ ସମସ୍ତ ନବ ନିର୍ବାଚିତ ସମିତି ସଭ୍ୟା, ସଭ୍ୟ ଓ ସରପଞ୍ଚଙ୍କୁ ସ୍ଵାଗତ ଜଣାଇବା ସହ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ କଲ୍ୟାଣସିଂହପୁର ଠାରେ ହିନ୍ଦୀ ଦିବସ ପାଳିତ।

ପ୍ରଦୀପ ଦଲାଇ ଙ୍କ ରିପୋର୍ଟ/ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଓଡ଼ିଶା ଆର୍ଦଶ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳନ ହୋଇଯାଇଅଛି। ବିଦ୍ୟାଳୟର ଅଧ୍ୟକ୍ଷ ସଙ୍ଗୀତ ପଲକ ମୁଖ୍ୟ ଅତିଥି ଭାବେ ରହି ଦୀପ ପ୍ରଜ୍ବଳନ କରିବା ସହ ହିନ୍ଦୀ ଭାଷାର ମହତ୍ତ୍ଵ ବିଷୟରେ ବର୍ଣ୍ଣନା କରିଥିଲେ।…

ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ନବୀନ : ପୁଞ୍ଜିନିବେଶ ପାଇଁ କଲେ ଆମନ୍ତ୍ରଣ

ଓଡ଼ିଶା ପୁଞ୍ଜିନିନେଶ ପାଇଁ ଏବେ ସାରା ଦେଶର ପୁଞ୍ଜିପତିଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି | ମୁମ୍ବାଇ : ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ଅବ୍ୟବହିତ ପୂର୍ବରୁ ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ପ୍ରତିଷ୍ଠିତ ଶିଳ୍ପପତି ଏବଂ ବ୍ୟାଙ୍କର୍ସଙ୍କୁ ଭେଟି ୱାନ୍ ଟୁ ୱାନ୍ ଆଲୋଚନା…

୨୫ ରୁ ଜିଲ୍ଲା ପରିଭ୍ରମଣ କରିବ ଅହିଂସା ରଥ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ୱାଧୀନତା ସଂଗ୍ରାମରେ ଓଡିଶାର ଅବଦାନ ଓ ବାର୍ତାର ପ୍ରଚାର ପ୍ରସାର ସହିତ ଏହି ସ୍ମୃତିକୁ ଜନମାନସରେ ଉଜ୍ଜୀବିତ ରଖିବା ପାଇଁ ଓଡିଶା ସରକାର ରାଜ୍ୟବ୍ୟାପୀ ଅହିଂସା ରଥର ପରିଭ୍ରମଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି l…

ପାପଡାହାଣ୍ଡି ଥାନା ପରିସରରେ ଖବର ପ୍ରସାରଣ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ଏଏସପିଙ୍କ ମାଡ଼

ନବରଙ୍ଗପୁରରୁ ଜିଲ୍ଲା ପ୍ରଥିନିଧି ଅଶୋକ ସାହୁ:-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରେ ବୁଧବାର ଏପରି ଘଟଣା ଦେଖିବାକୁ ମିଳିଛି | ସୂଚନା ମୁତାବକ ବରଗଡ ଅଞ୍ଚଳର ଜଣେ ବିବାହିତ ମହିଳା କେତେବୁନ ନିଶାଙ୍କ ସହ ପାପଡାହାଣ୍ଡି ଅଞ୍ଚଳର ଓମପ୍ରକାଶ ଜ୍ଞାନଚାନ୍ଦ ଦାସଙ୍କ ଗତ 14ବର୍ଷ ହେଲା ପ୍ରେମ…

ଅଚାନକ ଆକାଉଣ୍ଟାଣ୍ଟ ଜେନେରାଲ କୋପରେଟିଭ ସୋସାଇଟିରେ ସମବାୟ ମନ୍ତ୍ରୀ

ପାକସ ଓ ସମବାୟ ସମିତିର ନିୟମିତ ଅଡିଟ୍‍ ପାଇଁ ପରାମର୍ଶ ଭୁବନେଶ୍ୱର- ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ସମବାୟ ବିଭାଗ ଅର୍ନ୍ତଗତ ଆକାଉଣ୍ଟାଣ୍ଟ ଜେନେରାଲ କୋପରେଟିଭ ସୋସାଇଟି ଦପ୍ତରକୁ ଅଚାନକ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ…

ଅବସର ପ୍ରାପ୍ତ ପୌରକର୍ମଚାରୀ ଙ୍କ ବିୟୋଗ

ପଦ୍ମପୁର -ବରଗଡ଼ ଜିଲ୍ଲା ପଦ୍ମପୁର ପୌରପରିଷଦ ରେ ଜମାଦାର ଭାବରେ ଚାକିରୀ କରି ଅବସର ଗ୍ରହଣ କରିଥିବା ଭରତ ପଧାନ( ୬୨) ଙ୍କ ବୁର୍ଲା ଡାକ୍ତର ଖାନା ରେ ଚିକିସ୍ୟାଧିନ ଅବସ୍ଥାରେ ପରଲୋକ ଘଟିଛି । ସେତାଙ୍କ ପଛରେ ସ୍ତ୍ରୀ ଉଷା ଦୁଇ ଝିଅ ମନିଷା ଓ ଆଶା ଭାଇ ପୁରନ୍ଦର ,ହୃଶିକେଶ ପୁତୁରା…

ମୁମ୍ବାଇ ଇଣ୍ଡିଆନ୍‌ସର କେନ୍ଦ୍ରୀୟ ଟିମ୍‌ରେ ମାହେଲା ଜୟବର୍ଦ୍ଧନେ ଓ ଜାହିର ଖାନଙ୍କୁ ନୂତନ ଦାୟିତ୍ୱ

~ ମାହେଲା ଜୟବର୍ଦ୍ଧନେଙ୍କୁ ଗ୍ଲୋବାଲ୍ ହେଡ୍‌-ପରଫରମାନ୍ସ ଓ ଜାହିର ଖାନଙ୍କୁ ଗ୍ଲୋବାଲ୍ ହେଡ୍‌-କ୍ରିକେଟ୍ ଡେଭେଲପ୍‌ମେଂଟ୍ ଭାବେ ପଦୋନ୍ନତି ସହ ନୂଆ ଦାୟିତ୍ୱ ପ୍ରଦାନ ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ପାଇଁ ଏକ ବିଶ୍ୱସ୍ତରୀୟ କ୍ରିକେଟ୍ ପରମ୍ପରା ଗଠନ କରିବା ଲାଗି ଏମ୍‌ଆଇ…

ଆସୋଚାମ୍ ୧୭ତମ ବାର୍ଷିକ ବ୍ୟାଙ୍କିଙ୍ଗ୍ ସମିଟ୍ ଆଣ୍ଡ୍ ଆୱାର୍ଡସ୍ : ଆଇଡିବିଆଇ ବ୍ୟାଙ୍କକୁ ତିନିଟି ପୁରସ୍କାର

ଭୁବନେଶ୍ୱର: ଆସୋଚାମ୍ ୧୭ତମ ବାର୍ଷିକ ବ୍ୟାଙ୍କିଙ୍ଗ୍ ସମିଟ୍ ଆଣ୍ଡ୍ ଆୱାର୍ଡସରେ ଲେଣ୍ଡିଂ (ଋଣ ପ୍ରଦାନ), ନନ୍ ଲେଣ୍ଡିଂ( ଅଣ ଋଣ) ଏବଂ ମଧ୍ୟମ ବର୍ଗର ବ୍ୟାଙ୍କ୍ ଶ୍ରେଣୀରେ ସାମଗ୍ରିକ ବ୍ୟାଙ୍କିଙ୍ଗ୍ ବର୍ଗରେ ଆଇଡିବିଆଇ ବ୍ୟାଙ୍କ୍ ତିନି ପୁରସ୍କାର ହାସଲ କରିଛି । ବ୍ୟାଙ୍କ୍ର ଉଭୟ ଡିଏମ୍ଡି…