ଲିନେନ୍‍ କ୍ଲବ ତରଫରୁ ‘ଲିନେନ୍‍ ଉତ୍ସବ’ର ଶୁଭାରମ୍ଭ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ ପକ୍ଷରୁ ଭାରତରେ ଅଗ୍ରଣୀ କପଡା ଓ ପୋଷାକ ବ୍ରାଣ୍ଡ୍‍ ଲିନେନ୍‍ କ୍ଲବ ତାହାର ବାର୍ଷିକ ପାର୍ବଣ ଅଭିଯାନ- ଲିନେନ୍‍ ଉତ୍ସବ ନିଜର ଭୁବନେଶ୍ୱର ଓ କଟକରେ ଥିବା ଏକ୍ସକ୍ଲୁସିଭ ସୋ’ରୁମ୍‍ଗୁଡିକରେ ଆରମ୍ଭ କରିଛି । ଏହି ଶିଳ୍ପରେ ଅଗ୍ରଣୀ ସ୍ଥାନରେ ଥିବା…

ମହିଳା ମାନଙ୍କୁ ସ୍ୱାବଲମ୍ବ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମ ଅନ୍ୟତମ…

 ନିଶ୍ଚିନ୍ତକୋଇଲି " କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟଳୟ ପରିସରରେ ହଜାର ହଜାର ସଂଖ୍ୟାରେ ସ୍ୱୟଂ ସହାୟକ ମାଆ ଭଉଣୀ ମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ଋଣ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବ୍ଲକ ଉପାଧ୍ୟାକ୍ଷ ଅଶୋକ କୁମାର ଓଝା ଙ୍କ ସଂଯୋଜନା ରେ…

ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) କାର୍ଯ୍ୟକ୍ରମ ବାଲିଆପାଳ ଓ ବସ୍ତାଠାରେ ଅନୁଷ୍ଠିତ

ସୁବର୍ଣ୍ଣରେଖା ବନ୍ଦର କର୍ମଚାରୀଙ୍କ ସହାୟତାରେ ଆୟୋଜିତ ବାଲେଶ୍ୱରର ୧୧ଟି ବିଦ୍ୟାଳୟରୁ ୨୦୮୦ ଛାତ୍ରଛାତ୍ରୀମାନଙ୍କ ଅଂଶଗ୍ରହଣ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ ଆୟୋଜିତ ବାଲିଆପାଳ :ମହାକାଶ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି : ବଢ଼ିଲା ମହାଙ୍ଗା ଭତ୍ତା

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଉପହାର ଦେଇଛନ୍ତି। ବଢ଼ାଇଛନ୍ତି ମହାଙ୍ଗା ଭତ୍ତା | ସୂଚନାନୁସାରେ, କ୍ୟାବିନେଟ ବୈଠକରେ ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହାଙ୍ଗା ଭତ୍ତା (ଡିଏ) କୁ 4% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶେଷ ଥର…

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ କରିବା ପାଇଁ କଲେ ଅନୁରୋଧ   ନୂଆଦିଲ୍ଲୀ/ଭୁବନେଶ୍ୱର – ପାରାଦୀପ- ଚଣ୍ଡିଖୋଲ ଜାତୀୟ ରାଜପଥ ନଂ ୫ଏକୁ ସଂଯୋଗ କରୁଥିବା ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି…

ଓଡ଼ିଶା ନାଟ୍ୟ ସଂଘ ଦିବସ ରେ “ସାମାଜିକ ଗଣମାଧ୍ୟମ ଯୁଗରେ ମଞ୍ଚ ନାଟକ ର ସ୍ଥିତି ” ଆଲୋଚନାଚକ୍ର ଆୟୋଜିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ବିଜୟ ବ୍ୟାୟାମ ଶାଳା ପରିସରରେ ଓଡ଼ିଶା ନାଟ୍ୟ ସଂଘର ୩୫ ତମ ବାର୍ଷିକ ଦିବସ ଉପଲକ୍ଷେ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଏକ ନାଟ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସାଂପ୍ରତିକ ସାମାଜିକ ଗଣମାଧ୍ୟମ ଯୁଗ ବା…

ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ଆପନ୍ନା ପରିଚ୍ଛା ସ୍ମୃତି ସଂସଦ ଆନୁକୂଲ୍ୟରେ ବିଷ୍ଠୁମୋହନ ଅଧିକାରୀ ସମ୍ବର୍ଥିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ,ଗଜପତି ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ପ୍ରଥମ ଓଡ଼ିଶା ରେଳପଥ ନିର୍ମାଣରେ ପାରଳା'ର ଅବଦାନ ଶୀର୍ଷକ ଏକ…

ଅନ୍ତିମ ଦିବସରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଳାରେ ଅହିଂସା ରଥ ୩ ଦିନ ଧରି ପରିକ୍ରମା କରି ଆଜି ଅନ୍ତିମ ଦିବସରେ ରଘୁନାଥ ପୁର ବ୍ଲକର ଗୁଆଳି ପୁର, ଅଢେଇ କୁଳ, ରେଢ଼ୁଆ ହାଟ ରଘୁନାଥ ପୁର ବଜାର ବିଜୁପଟ୍ଟନାୟକ ଛକ, ବରାଗୋଳ, ତରିକୁନ୍ଦ, ବିରିଡି ବ୍ଲକ ବାଗଲ ପୁର ପରିଭ୍ରମଣ କରି…

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ “ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ।

ପଦ୍ମପୁର: ବରଗଡ ଜିଲ୍ଲା ରାଜବୋଡାସମ୍ବର ବ୍ଳକ୍ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ "ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାଳୀ ଚରଣ ଦୁବେଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବରେ…

ପାଇପ ଚୋରି ଘଟଣା : ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ l

 (ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ) ବିଳମ୍ବିତ ରାତ୍ରିରେ ମେଘା ପ୍ରୋଜେଟ ପାଣି ପାଇପଚୋରି ଘଟଣାରେ ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ୱର୍ ଫାଣ୍ଡି ନାହଂଗ ପଞ୍ଚାୟତରୁ । ମେଘା ପ୍ରୋଜେଟ ପାଇପ ଚିତ୍ତରଂଜନ …