ଆଇଏମ୍‌ଏସ୍ ଆଣ୍ଡ ସମ୍‌ର ବାର୍ଷିକ ଉତ୍ସବ ଇମ୍ପଲସ୍ ଆୟୋଜିତ

ଭୁବନେଶ୍ୱର,: ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଯେ ବେଶ ମନୋରଞ୍ଜନଧର୍ମୀ ହୋଇପାରନ୍ତି ତାହା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଛାତ୍ରଛାତ୍ରୀମାନେ ଦେଖାଇପାରିଛନ୍ତି । ସେପ୍ଟେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ଶିକ୍ଷା ଓ ଅନୁସନ୍ଧାନ…

ଖଣ୍ଡିଝରଣ ଡ୍ୟାମରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ କ୍ଷତାକ୍ତ ଓ ଗଳିତ ମୃତଦେହ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ କଣ୍ଟାପଡା ର ମହମ୍ମଦ ମୁସ୍ତାକ ଗତ ୨୫ ତାରିଖରୁ ନିଖୋଜ ଥିବା ବେଳେ ଆଜି ସକାଳୁ ତାଙ୍କୁ ଖୋଜାଖୋଜି କରୁଥିବା କିଛି ପିଲା ଡ୍ୟାମପାଣି ଭିତରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଡେମ ରେ ମୃତଦେହ ଭାସୁଥିବା କଥା ଜଣା ପଡିବା ପରେ…

ରେଳବାଇ ଟିକେଟ କଳାବଜାରୀ ଅଭିଯୋଗରେ ଟ୍ରାଭେଲ ଏଜେନ୍ସି ମାଲିକ ଗିରଫ

ବଡ଼ବିଲ (ଶାସକ ପ୍ରଶାସକ): ରେଳବାଇ ଟିକେଟ ବୁକିଂରେ କଳାବଜାରୀ କରୁଥିବା ଅଭିଯୋଗରେ ବଡବିଲରେ ରେଳବାଇ ପୋଲିସର ଏକ ସ୍ପେଶାଲ ଟିମ ଚଢ଼ାଉ କରିଛି। ବଡ଼ବିଲ ମେନ୍‌ରୋଡ ସ୍ଥିତ ଆଇଆରସିଟିସିର ଅଧିକୃତ ଏଜେନ୍ସି ସି. ବି. ଟ୍ରାଭେଲ୍ସ ଉପରେ ଏହି ଚଢାଉ ହୋଇଥିବାର ସୂଚନା ମିଳିଛି। ସଂପୃକ୍ତ ଟ୍ରାଭେଲ…

ଜଗତସିଂହପୁର ଜିଲ୍ଲାରେ ଦ୍ୱିତୀୟ ଦିବସରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ତଥା ଗାନ୍ଧିଜୀଙ୍କ ଓଡି଼ଶା ଆଗମନର ୧୦୦ବର୍ଷ ପୂର୍ତ୍ତୀ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାନ୍ଧୀ ବାର୍ତ୍ତାର ପ୍ରଚାର ପ୍ରସାର କରିବାପାଇଁ ସାର ରାଜ୍ୟ ଅହିଂସା ରଥ ପ୍ରରିକ୍ରମ କରୁଛି ! ଏହି କ୍ରମରେ ସେପ୍ଟେମ୍ବର ୨୫ ରୁ…

ଜଗତସିଂହପୁର ଜିଲ୍ଲାରେ ଶିକ୍ଷା ବଂଚାଅ ଦିବସ ପାଳିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଭାରତୀୟ ନବଜାଗରଣର ଅନ୍ୟତମ ପୁରୋଧା,,ମହାନ୍ ମାନବତାବାଦୀ ଦାର୍ଶନିକ, ଶିକ୍ଷାବିତ, ଆଦର୍ଶ ଶିକ୍ଷକ, ପାଠ୍ୟପୁସ୍ତକ ରଚୟିତା, ନାରୀ ଶିକ୍ଷା ପ୍ରଚଳନ ର ଆଗୁଆ ଯୋଦ୍ଧା , ବିଧବା ବିବାହ ପ୍ରଚଳନର ପୃଷ୍ଠପୋଷକ ହିନ୍ଦୁ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି, ବହୁତ…

କୃପାଳୁ ଶିଶୁ ସାହିତ୍ୟ ଆସର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା ଚଳିତ ମାସର ଶେଷ ରବିବାର ଭ୍ରାମ୍ୟମାଣ କୃପାଳୁ ଶିଶୁ ସାହିତ୍ୟ ଆସର ରାଜୁଗୁରୁ ସାହି ନିବାସୀ ସମାଜସେବୀ ତଥା ଶିଶୁ ପ୍ରେମୀ ରାମଚନ୍ଦ୍ର ମହାପାତ୍ର ଗୃହରେ ତାଙ୍କରି ସଭାପତିତ୍ତ୍ଵରେ ଅନୁଷ୍ଠିତ…

ଗଜପତି ଜିଲ୍ଲାରେ ଅବକାରୀ ଚଢ଼ାଉ : ୫ ଜଣ ଗିରଫ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠିଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବୋଧାନରେ ସେପ୍ଟେମ୍ବର ୨୩ ଓ ୨୪ ତାରିଖ ଦୁଇ ଦିନ ଧରି ମୋହନା ଓ ଆର୍.ଉଦୟଗିରି ଏରିଆରେ ପୋଲିସ…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ

ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କନେଇପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଓ ଆରକ୍ଷୀ ଅଧିକ୍ଷକ…

ବାର୍ଡ ଦ୍ଵାରା ଟେଲିକମ୍ ଉପୋଭକ୍ତା ସଚେତନତା କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳହିତୈଷିଣୀ ସଭା ଗୃହ ଠାରେ ଉପୋଭକ୍ତା ଓକିଲାତି ସଂଘ ବାର୍ଡ ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଏକ ଦିନିକିଆ ଟେଲିକମ୍ ଓ ଡ଼ି ଟି ଏଚ୍ ଗ୍ରାହକ ଅଧିକାର ଓ ଅଭିଯୋଗ ସମ୍ଭନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ…

ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅହିଂସା ରଥ

ଜଗତସିଂହପୁର -ନାଉଗାଁ /ପ୍ରିତିରଞ୍ଜନ ଦାସ :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅହିଂସା ରଥ ତା -୨୬,୦୯,୨୦୨୨ ରିଖ ସୋମବାର ସନ୍ଧ୍ୟା ସମୟରେ ପହଞ୍ଚି ଥିଲା |ଅଲଣାହାଟ ପଞ୍ଚାୟତ କାର୍ଯ୍ୟାଳୟ ସମୁଖରେ ସମ୍ବର୍ଦ୍ଧନା ଜଣାଇଥିଲେ |ଅଲଣାହାଟ ଉଚ୍ଚ…