କାଶିପୁର ବ୍ଲକ ଶୌଣ୍ଢିକ ସଂଙ୍ଘର ବାର୍ଷିକ ସାଧାରଣ ବୈଠକ ଓ ବନ୍ଧୁମିଳନ ଅନୁଷ୍ଟିତ।

0

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶିପୁର ବ୍ଲକର ଶୌଣ୍ଢିକ ସଂଙ୍ଘର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଶୁଣ୍ଢି ସଂଙ୍ଘର ସଭାପତି ବିଜୟ ରତ୍ନଚୈଧୁରୀ ଙ୍କ ଅଧ୍ୟକ୍ଷତା ରେ ଅଞ୍ଚଳର ପ୍ରାୟ ୭୦୦ ଜଣ ମହିଳାପୁରୁଷ ଟିକିରି ହନୁମାନ ମନ୍ଦିର ଠାରେ ଏକତ୍ରିତ ହୋଇ ପ୍ରଥମେ ଦିପ ପ୍ରଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।ଜାତିର ଇହଧାମ ତ୍ୟାଗ କରିଥିବା ଲୋକଙ୍କ ଉଦ୍ଦେଶ୍ଯ ରେ ପ୍ରଥମେ ନିରବ ପ୍ରାଥନା କରାଯାଇଥିଲା ।ବୟଜ୍ୟଷ୍ଠ ଲୋକଙ୍କୁ ଉପଢୈକନ ଦେଇ ସମ୍ମାନିତ କରାଯାଇଥିଲା।୧୯୮୬ ମସିହାରେ ଆରମ୍ଭ ହୋଇଥିବା ସଂଙ୍ଘ ଆଜି ପର୍ଯ୍ୟନ୍ତ କିପରି ସୂଚାରୁରୂପ ଚାଲି ଆସିଛି ତାହା ଆଲୋଚନା ହୋଇଥିଲା।ଯେକୈଣଷି ଲୋକଙ୍କର ଯଦି ମୂତ ହୁଏ ସେହି ପୋରିବାରକୁ ସଂଙ୍ଘ ୫ହଜାର ଟଙ୍କା ସାହାର୍ଯ୍ୟ କରିବା ଶୋହ ଅନାଥ ଓ ଅଶହାୟଙ୍କ ସବୁ କ୍ଷେତ୍ରରେ ରହି ଆସିଅଛି। ଛୋଟ ଛୁଆ ଓ ମହିଳା ମାନଙ୍କୁ ନେଇ ମ୍ୟଜିକ ଚୈକି ଖେଳ ଆୟଜନ କରାଯାଇ ପୁରସୃତ କରାଯାଇଥିଲା। ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସଭା ସଙ୍ଗ କରାଗଲା।

Leave A Reply

Your email address will not be published.