Sign in
Sign in
Recover your password.
A password will be e-mailed to you.
ଜିଲ୍ଲାପାଳ ଙ୍କ ଘନ ଘନ ଗସ୍ତ, ତତ୍ପର ସବୁ ସରକାରୀ କଳ ।
ସିମୁଳିଆ(ଅକ୍ଷୟ କୁମାର ଜେନା): ବାଲେଶ୍ୱର ଜିଲ୍ଲାପାଲ ଦତ୍ତାତ୍ରୟ ଭାଉ ସାହେବ୍ ସିନ୍ଧେ ସିମୁଳିଆ ବ୍ଲକ ରେ ଅଚାନକ ପରିଦର୍ଶନ ରେ ଆସି ବିଭିନ୍ନ ପ୍ରକଳ୍ପ ସ୍କୁଲ୍ ମେଡିକାଲ ଉନ୍ନତି ମୂଳକ କାର୍ଯ୍ୟ ର ତଦାରଖ କରିଥିଲେ। ଜିଲ୍ଲା ପାଳ ଙ୍କ ଏପରି ଗସ୍ତ ସରକାରୀ ମହଲ ରେ ଛନକା ସୃଷ୍ଟି କରିବା ସହ…
ଧର୍ମେନ୍ଦ୍ର ସାହୁ ଏବଂ ତାଙ୍କ ଘନିଷ୍ଟ ବନ୍ଧୁଙ୍କ ସହ ଫୋନ କଥାବାର୍ତାର ଅଡିଓ କ୍ଲିପ ଭାଇରାଲ
ମୃତ୍ୟୁର କାରଣ ପାଇଁ ମନ୍ତ୍ରୀ ସମୀର ଦାଶ ଦାୟୀ ବୋଲି ସ୍ୱର୍ଗତଃ ଧର୍ମେନ୍ଦ୍ର ସାହୁ କହିଛନ୍ତି : ପ୍ରଭାତି ପରିଡା
ଅଭିଯୁକ୍ତ ମନ୍ତ୍ରୀ ସମୀର ଦାଶଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍ ଦିଆଯିବା ସହିତ ନିରପେକ୍ଷ ତଦନ୍ତ ପାଇଁ ତାଙ୍କୁ ଗିରଫ କରାଯାଉ
ଭୁବନେଶ୍ୱର,: ବହୁଚର୍ଚ୍ଚିତ ପୁରୀ…
ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସରକାର ଏବଂ ସମାଜ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରୁଛନ୍ତି : ସୁଜାତା ଆର୍…
ମହତ୍ମା ଗାନ୍ଧୀ ଜାତୀୟ ଫେଲୋଙ୍କ ଦକ୍ଷତା ବିକାଶ କର୍ମଶାଳା ଉଦ୍ଯାପିତ
ଭୁବନେଶ୍ୱର: ମିଶନ ଶକ୍ତି ମହିଳାମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛିା ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସରକାର ଏବଂ ସମାଜ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରୁଛନ୍ତି ବୋଲି…
ବାଲେଶ୍ବର ଜିଲ୍ଲାର ସାଇକେଲ ଅଭିଯାତ୍ରୀ ଦଳଙ୍କୁ ଦିଲ୍ଲୀରେ ସ୍ୱାଗତ କଲେ ବୈଜୟନ୍ତ
ନୂଆଦିଲ୍ଲୀ:ଅଜାଦି କା ଅମୃତ ମହୋତ୍ସବ ଅନ୍ତର୍ଗତ ବିପ୍ଲବୀ ବାଘାଯତିନଙ୍କ ତିରୋଧାନ ଦିବସ ଅବସରରେ ସେପ୍ଟେମ୍ବର ୧୦ ତାରିଖରୁ ଓଡ଼ିଶାର ବାଲେଶ୍ବର ଜିଲ୍ଲାରୁ ଯାତ୍ରା ଆରମ୍ଭ କରିଥିବା ୭୫ ଜଣିଆ ସାଇକେଲ ଅଭିଯାତ୍ରୀ ଦଳ ଦିଲ୍ଲୀରେ ପହଁଞ୍ଚିଥିଲେ | ନୂଆଦିଲ୍ଲୀରେ ପହଞ୍ଚିବା ପରେ ବିଜେପି…
ଉଚ୍ଚ ମାଧ୍ୟମିକ ଅଧ୍ୟକ୍ଷ ଓ ଏଡିଇଓ ସମ୍ମିଳନୀ ଉଦ୍ଯାପିତ
ସମୀକ୍ଷା ଆଗକୁ ବଢ଼ିବା ପାଇଁ ବାଟ ଦେଖାଏ: ଶିକ୍ଷା ପରାମର୍ଶଦାତା
ଭୁବନେଶ୍ୱର(ଶାସକ ପ୍ରଶାସକ): ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଓସେପା ଦ୍ୱାରା ପ୍ରଥମ କରି ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ ଉଚ୍ଚ ମାଧ୍ୟମିକ ଅଧ୍ୟକ୍ଷ ଓ ଏଡିଇଓ ସମ୍ମିଳନୀ ଉଦ୍ଯାପିତ ହୋଇଯାଇଛିା ଉଦ୍ଯାପନୀ…
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ହିତାଧିକାରୀଙ୍କ ଜମ।ଖାତାକୁ ସିଧାସଳଖ ଅର୍ଥପ୍ରେରଣ ବ୍ୟବସ୍ଥାର ଶୁଭାରମ୍ଭ
ସ୍ଵଚ୍ଛତା ବଜାୟ ରହିବା ସହ ହିତାଧିକାରୀମାନଙ୍କୁ ଠିକ୍ ସମୟରେ ଭତ୍ତା ପ୍ରଦାନ, ବ୍ୟବସ୍ଥାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି –ସଂସ୍କୃତି ମନ୍ତ୍ରୀ ଶ୍ରୀ ପାତ୍ର
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର କମ୍ପ୍ୟୁଟରୀକୃତ ସିଧାସଳଖ ହିତାଧିକାରୀଙ୍କ ଜମ।ଖାତାକୁ ଅନ୍…
ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ, ସମବାୟ ମନ୍ତ୍ରୀଙ୍କ ରାୟଗଡ ଗସ୍ତ
ବିକାଶ ମୂଳକ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା
ସହରାଚଂଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍ଘାଟିତ
ରାୟଗଡ/ଭୁବନେଶ୍ୱର : ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ରାୟଗଡ ଗସ୍ତ କରି ସ୍ଥାୟୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ…
ଟାଟା ଷ୍ଟିଲ କଳିଙ୍ଗନଗର କର୍ମଚାରୀଙ୍କ ପାଇଁ ସପ୍ଲାଏ ଚେନ୍ ଓ ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଉପରେ ପାଠ୍ୟକ୍ରମର…
କଳିଙ୍ଗନଗର: ଟାଟା ଷ୍ଟିଲ କଳିଙ୍ଗନଗରର ପ୍ଲଟ୍-୨ ହାଉସିଂ କମ୍ପେ୍ଲକ୍ସଠାରେ ମଙ୍ଗଳବାର ଦିନ ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ ଅଫ୍ ସୋସିଆଇଲ ୱେଲଫେୟାର ଆଣ୍ଡ ବିଜସେନ୍ ମ୍ୟାନେଜମେଣ୍ଟ (ଆଇଆଇଏସ୍ଡବ୍ଲ୍ୟଏମ୍) କୋଲାକାତା ପକ୍ଷରୁ ଟାଟା ଷ୍ଟିଲ କଳିଙ୍ଗନଗର କର୍ମଚାରୀଙ୍କ ପାଇଁ ସପ୍ଲାଏ ଚେନ୍ ଓ ଲଜିଷ୍ଟିକ୍…
ଭୁବନେଶ୍ୱର ଏବଂ ତିରୁପତି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ |
ପୂଜା ଛୁଟି ସମୟରେ ତିରୁପତି ପରିଦର୍ଶନ କରିବା ପାଇଁ ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍, ବିଜୟନଗରମ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବ |
ଭୁବନେଶ୍ୱର: ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ ଦୂର କରିବା ପାଇଁ ପୂର୍ବ ତଟ ରେଳପଥ ପରିସୀମା…
ବିଧବା ମହିଳାଙ୍କୁ ହୋମ ଗାର୍ଡ ଙ୍କ ବଳାତ୍କାର ଉଦ୍ୟମ: ଥାନାର ଦ୍ୱାରସ୍ଥ ହେଲେ ମହିଳା
ଖଇରା (ବୁଲୁ ଲେଙ୍କା ): ଖାକିରେ ଲାଗିଲା କଳଙ୍କ ର ଦାଗ,ରକ୍ଷକ ହୋଇ ଭକ୍ଷକ ସାଜିଲା ପୋଲିସ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରେ।ଖଇରା ଥାନା ଅଧିନ କଇଥଗଢିଆ ପତଡ଼ା ସାହିର ୪୪ ବର୍ଷୀୟ ବିଧବା ମହିଳା ମାଳତୀ ମଲ୍ଲିକ ଏକୁଟିଆ ଘରେ ଥିବାବେଳେ ଖଇରା ଥାନାରେ…