ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରିଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଗଜପତି ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଏବଂ…

ଗଜପତି ଜିଲ୍ଲାରୁ ପବିତ୍ର ଜଳ ଏବଂ ମାଟି ପଠାଗଲା ଲୋକ ସେବା ଭବନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଦୁଇ ପ୍ରମୁଖ ପବିତ୍ର ନଦୀ ଵଂଶଧାରା ଓ ମହେନ୍ଦ୍ରତନୟାର ଜଳ ଏବଂ ମହାତ୍ମା ଗାନ୍ଧୀଙ୍କ ଆଗମନ ସ୍ଥଳର ଏବଂ ସ୍ଵାଧୀନତା ସଂଗ୍ରାମର ଶହୀଦ ମାନଙ୍କ ଜନ୍ମ ପୀଠରୁ ପବିତ୍ର ମାଟି ସଂଗ୍ରହ ହୋଇ ଭୁବନେଶ୍ୱର ଲୋକ ସେବା ଭବନକୁ ପଠାଯାଇଛି।…

ନବ ନିର୍ମାଣ କୃଷକ ସଂଗଠନ ର ବିଶାଳ ଚାଷୀ ସତ୍ୟାଗ୍ରହ ପାଇଁ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା /ବାଣପୁର(ସେକ କୌଶର): ଅକ୍ଟୋବର ୧୪ ଠାରୁ ନବ ନିର୍ମାଣ କୃଷକ ସଂଗଠନ ର ବିଶାଳ ଚାଷୀ ସତ୍ୟାଗ୍ରହ ପାଇଁ ଆଜି ବାଣପୁର ବ୍ଲକ ନନ୍ଧପୁର ପଞ୍ଚାୟତ ସରନଇ ଗ୍ରାମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ନବ ନିର୍ମାଣ କୃଷକ ସଂଘଠନ ର ରାଜ୍ୟ ସଭାପତି ଏମ ଡି ମନୱାର ଅଲ୍ଲୀ ଆହ୍ବାନ…

ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା, ଜଣେ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ

ସିମୁଳିଆ (ଅକ୍ଷୟ କୁମାର ଜେନା): ସିମୁଳିଆ ଥାନା ଜାତୀୟ ରାଜପଥ 16 ମଇତାପୁର ଠାରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ରେ ଜଣେ ଗାଡି ଚାଳକ ଗୁରୁତର ଅବସ୍ଥାରେ ଥିବା ଜଣାପଡିଛି । ଜାତୀୟ ରାଜପଥ 16 ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ବଡ ବଡ ଗାଡ଼ ,ଡାଇଭରସନ, ସିଙ୍ଗଲ…

ଜିତେନ୍ଦ୍ରଙ୍କୁ ଯୁବ, ରଜିଂତଙ୍କୁ ଛାତ୍ର ବିଜେଡି ସଭାପତି ଦାୟିତ୍ୱ

କାଶୀପୁର ରୁ ବୈକୁଣ୍ଠ ଦୁରିଆ:ରାୟଗଡା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ କାଶୀପୁର ବ୍ଲକର ଯୁବ ବିଜେଡି ସଭାପତି ଭାବେ ଜିତେନ୍ଦ୍ର କୁମାର ପାଢି ଛାତ୍ର ବିଜୁ ଜନତା ଦଳ ସଭାପତି ଭାବେ ପୁଣି ଥରେ ରଜିଂ ନାଏକଙ୍କୁ ନିଯୁକ୍ତି ନେଇ ଏକ ବିଜ୍ଞପ୍ତି ପ୍ରକାସ ପାଇଛି।ଅପର ପକ୍ଷେ ବିଜୁ ଯୁବ ଜନତା ଦଳ…

୮୦ ତମ ସହିଦ ଦିବସ ପାଳିତ : ଉତ୍ତୋଳନ ହେଲା ସାଂସଦ ଙ୍କ ଅନୁଦାନ ପାଣ୍ଠି ରୁ ବିଶାଳ କାୟ ଜାତୀୟ ପତାକା

ବାସୁଦେବପୁର (ପ୍ରତାପ କୁମାର ପାଢ଼ୀ) ଭାରତୀୟ ସ୍ଵାଧୀନତା ସଂଗ୍ରାମ ଇତିହାସ ରେ ଦ୍ଵିତୀୟ ଜାଲିଆନାୱାଲାବାଗ ରୂପେ ପରିଚିତ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରେ ସେହି ମାଟି ରକ୍ତତୀର୍ଥ ଇରମ ମାଟି। ଯେଉ ମାଟିରେ  ୨୮ ସେପ୍ଟେମ୍ବର ରେ ଏକ ବିଶାଳ ଜନ ସମାବେଶ ରେ  ଏକଜୁଟ ହୋଇଥିବା ବେଳେ…

ମୃତ ଦିନ ମଜୁରିଆ ମହିଳାଙ୍କ ଚକ୍ଷୁ ଦାନ କଲେ ପରିବାରବର୍ଗ, ଓଡିଶା ମୋ ପରିବାର ସହଯୋଗରେ ଗାଁ କୁ ଫେରିଲା ଶବ

ଭୁବନେଶ୍ଵର: ମୃତ୍ୟୁ ପରେ ଅନ୍ୟର ଦୁନିଆକୁ ଆଲୋକିତ କରିବା ପାଇଁ ଦାନ କରିଗଲେ ନିଜ ଚକ୍ଷୁ, କିନ୍ତୁ ଆର୍ଥିକ ଚାପରେ ଥିବାରୁ ପରିବାରବର୍ଗ ଶେଷକୃତ୍ୟ ପାଇଁ କୁମାରୀଙ୍କ ମୃତ ଶରୀର ନିଜ ଗ୍ରାମକୁ ନେଇପାରୁନଥିଲେ । ଏହି ଦୁଃଖଦ ଖବର ଶୁଣିବା ପରେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର,…

ଦୁର୍ଗାପୂଜା ପ୍ରସ୍ତୁତି ବୈଠକ l

31 ବର୍ଷ ରେ ଲଉଡିଦରହା ଦଶହରା :ପୁଣି ଜମିବ ଆତସବାଜି ସହ ରାବଣ ପୋଡି l ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ର ଡ଼ଭା, ଲଉଡ଼ିଦରହା, ଜଗଦଳପୁର, କୁର୍ଲୁପାଳି ପଞ୍ଚାୟତ ର ଉକ୍ତ ଗ୍ରାମ ଗୁଡିକ ଦଶହରା ପୂଜା ପାଇଁ ପ୍ରସିଦ୍ଧି ରହିଛି l ଡ଼ଭା, ଲଉଡ଼ିଦରହା,…

ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର :ଓଡ଼ିଶା କଂଗ୍ରେସ ର ବରିଷ୍ଠ ନେତ୍ରୀ, ପୂର୍ବତନ ସାଂସଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ଧର୍ମପତ୍ନୀ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କ ଆଜି ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି |ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି |…

ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ୨ ଲକ୍ଷ ରୁ ୫ ଲକ୍ଷ, ପେନସନ୍, ସୁରକ୍ଷା ଆଇନ୍ ଦାବୀ

ରେଢାଖୋଲ/ଶ୍ରୀୟାସ୍ମିତା ସାମଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ସ୍ଥାନୀୟ ପଞ୍ଚାୟତ ସମିତି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଆଜି ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ୟୁନିୟନର ଜିଲ୍ଲା ସଭାପତି ପ୍ରଭାତ…